Spread the love

ଢେଙ୍କାନାଳ କାଞ୍ଚନ ବଜାର ଠାରେ ଖୋଲିଲା ନୂତନ ମିଷ୍ଟାନ୍ନ ଦୋକାନ ଶ୍ରୀରାମ ସୁଇଟ୍ସ

ଢେଙ୍କାନାଳ ୨୫/୦୮: ଢେଙ୍କାନାଳ କାଞ୍ଚନ ବଜାର ଠାରେ ନୂତନ ଭାବେ ପ୍ରଥମଥର ଶ୍ରୀରାମ ସୁଇଟ୍ସ ଉଦଘାଟନ ହୋଇଯାଇଛି। ଏହା କୁ ଉଦଘାଟନ କରିଥିଲେ ଦୋକାନ ମାଲିକ ଶ୍ରୀ ସୁଶାନ୍ତ କୁମାର ସାହୁ ତାଙ୍କ ସହ ତାଙ୍କ ପତ୍ନୀ ଶ୍ରୀମତୀ ସୁଶ୍ରୀ ସଂଗିତା ସାହୁ ଉପସ୍ଥିତ ରହିଥିଲେ। ଏଠାରେ ବିଭିନ୍ନ ପ୍ରକାରର ଜଳଖିଆ ଓ ମିଠା ସୁଲଭମୂଲ୍ୟରେ ଉପଲବ୍ଧ ହୋଇଛି। ଆଗକୁ ପାର୍ବଣ ଋତୁ ଆସୁଛି ତେଣୁ ନଜର ରଖିବା ସହ ରକ୍ଷାବନ୍ଧନ ଆସୁଥିବା ରୁ ବିଭିନ୍ନ ଭେରାଇଟ ଓ ଭିନ୍ନ ସ୍ବାଦ ରେ ମିଠା ସୁଲଭମୂଲ୍ୟରେ ମିଳିବ। ଆସନ୍ତୁ ସ୍ବାଦିଷ୍ଟ ଜଳଖିଆ ଓ ମିଠା ନିଅନ୍ତୁ

Leave a Reply

Your email address will not be published. Required fields are marked *