Spread the love

ଧୁମ୍ ଧାମରେ ପାଳନ ହେଲା ରଜ ମହୋତ୍ସବ ଯାତ୍ରା ସୀତାବିଞ୍ଜ

କେନ୍ଦୁଝର ଜିଲ୍ଲା ମନୋହରପୁର ଗ୍ରାମପଞ୍ଚାୟତର ସୀତାବିଞ୍ଜ ଠାରେ ଓଡ଼ିଶା ପ୍ରସିଦ୍ଧ ରଜ ପର୍ବ ଖୁବ ଧୁମଧାମରେ ପାଳନ
ଜିଲ୍ଲାର କୋଣ ଅନୁକୋଣରେ ବହୁମାତ୍ରାରେ ଜନ ସମାଗମ ହେବା ସହିତ ଜିଲ୍ଲା ବାହାରୁ ତଥା ପଡୋଶୀ ରାଜ୍ୟରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ ଏହି ମେଳାରେ ବିଭିନ୍ନ ପ୍ରକାରର ଖେଳନା ସାମଗ୍ରୀ ସହିତ ବିଭିନ୍ନ ପ୍ରକାର ଦୋଳି ପାନୀୟ ଅନେକ ପ୍ରକାରର ଖାଦ୍ୟ ସାମଗ୍ରୀ ସହିତ ରଜ ଦୋକାନରେ ଭିଡ ଦେଖିବାକୁ ମିଳିଛି ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ରାତ୍ରୀକାଳୀନ କାର୍ଯ୍ୟକ୍ରମ ଭଜନ ସନ୍ଧ୍ୟା ସହିତ ମେଲୋଡି କାର୍ଯ୍ୟକ୍ରମ ରହିଛି ହଜାର ହଜାର ଜନସମାଗମକୁ ଆଖି ଆଗରେ ରଖି ଘଟଗାଁ ପୋଲିସ୍ ପ୍ରସାଶନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ସେହିପରି ଘଟଗାଁ ବ୍ଲକ ବାବା ବିଶ୍ଵକର୍ମା ପକ୍ଷରୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା ସେଠାରେ ସୀତା ଠାକୁରାଣୀ ଟ୍ରଷ୍ଟ ପକ୍ଷରୁ ସଭାପତି ମନୋରଞ୍ଜନ ନାୟକ ଏହି କାର୍ଯ୍ୟକ୍ରମରେ ସମେତ ଉପସ୍ଥିତ ଯୋଗ ଦେଇଥିଲେ
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *