Spread the love

ନାବାଳିକାଙ୍କୁ ଅପହରଣ ଅଭିଯୋଗ ପାଟଣା ଥାନା ଏତଲା

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଂଚଳରେ ଏପରି ଦେଖିବାକୁ ମିଳିଛି ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଅଭିଯୋଗ ହୋଇଛି ଏନେଇ ନାବାଳିକାଙ୍କ ପରିବାର ଲୋକ ପାଟଣା ଥାନା ରେ ଲିଖିତ ଭାବେ ଜଣାଇଛନ୍ତି ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ଗତ ଶୁକ୍ରବାର ସକାଳେ ଢେଙ୍କାନାଳ ଅଞ୍ଚଳର ଜଣେ ଯୁବକ ବସ୍ ରେ ଆସି ତାଙ୍କ ଝିଅଙ୍କୁ ଅପହରଣ କରିନେଇଛନ୍ତି ବୋଲି ଏନେଇ ପାଟଣା ଥାନାରେ ଏକ କେଶ୍ ନଂ ୭୨/୨୩/ ମାମଲା ରୁଜୁ ହୋଇଛି ଘଟଣାର ତଦନ୍ତ ଚାଲିଥିବା ପାଟଣା ଥାନା ଅଧିକାରୀ ମନୋରଞ୍ଜନ ପ୍ରଦାନ ସୂଚନା ଦେଇଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *