ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଏବଂ ସାରଦା ପ୍ରସାଦ ନାୟକ ହେବେ କ୍ୟାବିନେଟ୍ ମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଆସନ୍ତାକାଲି ସେମାନେ ସାମିଲ ହେବେ । ଲୋକସେବା ଭବନର କନଭେନସନ୍ ହଲରେ ସକାଳ ୯.୫୦ ମିନିଟ୍ ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସେମାନଙ୍କୁ ଶପଥ ପାଠ କରାଇବେ ।
ତେବେ ନୂତନ ବାଚସ୍ପତି ଶ୍ରୀ ଶ୍ରୀ ଦେବୀ ମିଶ୍ର ଙ୍କ ନାମ ରହିଛି ବୋଲି ଜଣା ପଡିଛି।
ସୂତ୍ର ମୁତାବକ ଏହି ନେତାଙ୍କ ନିକଟରୁ ନବୀନ ନିବସରୁ ଫୋନ୍ କଲ୍ ଆସିଥିଲା।

