Spread the love

ପୂର୍ଵତନ ସରପଞ୍ଚ ଙ୍କ ପରଲୋକ

ଜୁନାଗଡ଼… କାଳିଆକୁଣ୍ଡଳ ପଞ୍ଚାୟତ ର ପୂର୍ବତନ ସରପଞ୍ଚ,ଶ୍ରୀ ବିରଞ୍ଚି ନାରାୟଣ ନାୟକ,ସେ ଜଣେ ସ୍ଵେଛାସେବୀ, ଲୋକଙ୍କ ସୁଖ ଦୁଃଖରେ ଠିଆହେଉଥିଲେ,କାଳିଆକୁଣ୍ଡଳ ପଞ୍ଚାୟତ ରେ ଦୁଇ ଦୁଇ ଥର ସରପଞ୍ଚ ଥିଲେ, ସେ ଦୁଇ ମାସ ହେଲା ରୋଗରେ ପୀଡିତ ଥିଲେ, ଭୁବନେଶ୍ୱର ସମ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ, କିନ୍ତୁ ଦୁଃଖର ବିଷୟ ତା 22/10/2023ଦିନ ହସ୍ପିଟାଲ ରେ ମୃତ୍ୟୁବରଣକରିଥିଲେ, ତାଙ୍କୁ ନିଜ ବାସଭବନକୁ ଆଣି ଶବ ସତ୍କାର କରିଥିଲେ, ପଞ୍ଚାୟତ ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି, ଜୁନାଗଡ଼ ରୁ ବାଲେଶ୍ୱର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ

Leave a Reply

Your email address will not be published. Required fields are marked *