Spread the love

ପ୍ରିୟ ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ସଦର ବ୍ଲକ୍ ତଲବରକୋଟ ସ୍ଥିତ ଢେଙ୍କାନାଳ ଏକାଡେମୀ ଅଫ ମେଡିକାଲ ସାଇନ୍ସ ପରିସରରେ “ପ୍ରିୟ” ଓ ମେରା ଯୁବ ଭାରତ, ଢେଙ୍କାନାଳ ତତଫରୁ ଆଜି ଯୋଗ ଦିବସ ପାଳିତ ହୋଇଯାଇଅଛି। ଯୋଗ ଗୁରୁ ପ୍ରଳୟ ଦାସ ୧୨୦ ଜଣ ନର୍ସିଂ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ ଶିକ୍ଷା ଦେଇଥିଲେ। ଉକ୍ତ କାର୍ଯକ୍ରମ କୁ ଢେଙ୍କାନାଳ ଏକାଡେମୀ ଅଫ ମେଡିକାଲ ସାଇନ୍ସ ର ଅଧକ୍ଷ ଡ଼ା. ରଜନୀ କାନ୍ତ ତରାଇ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ। ଏଥିରେ ସାମାଜିକ କର୍ମୀ ମାନସ ବାଘ ଯୋଗ ଦେଇଥିଲେ। “ପ୍ରିୟ” ର ନିର୍ଦେଶକ ଟଙ୍କଧର ବାରିକ କାର୍ଯକ୍ରମ କୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *