Spread the love

ବେଲପାହାଡ଼ ରେଳ ଷ୍ଟେସନରେ ରେଳରୋକ !

ସକାଳ ୭ଟାରୁ ରେଳରୋକ ହୋଇଛି। ଲଖନପୁର ରେଳ ୟୁଜର ଫୋରମର ରେଳରୋକ ଡାକରା। ଟ୍ରେନ ରହଣୀ ଦାବିରେ ରେଳରୋକ ଆନ୍ଦୋଳନ ଡାକରା। ବେଲପାହାଡ଼ ରେଳ ଷ୍ଟେସନରେ ୯ଟି ଟ୍ରେନର ରହଣୀ ଦାବି। ଷ୍ଟେସନ ପରିସରରେ ୧୪୪ ଧାରା ଲାଗୁ!।

Leave a Reply

Your email address will not be published. Required fields are marked *