ବୌଦ୍ଧରେ କ୍ରାଇମବ୍ରାଞ୍ଚ STFର ଚଢ଼ାଉ
୨ଟି ଜୀବନ୍ତ ବଜ୍ରକପ୍ତା ଉଦ୍ଧାର, ୨ ଗିରଫ।
ରାକେଟ ଲିଙ୍କ୍ ନେଇ ୨ଜଣକୁ ଜେରା । ଗତ କିଛିଦିନ ତଳେ ବାଘ ଛାଲ ଓ ହରିଣ ଛାଲ ଜବତ ହୋଇଥିଲା।
ବୌଦ୍ଧରେ କ୍ରାଇମବ୍ରାଞ୍ଚ STFର ଚଢ଼ାଉ
୨ଟି ଜୀବନ୍ତ ବଜ୍ରକପ୍ତା ଉଦ୍ଧାର, ୨ ଗିରଫ।
ରାକେଟ ଲିଙ୍କ୍ ନେଇ ୨ଜଣକୁ ଜେରା । ଗତ କିଛିଦିନ ତଳେ ବାଘ ଛାଲ ଓ ହରିଣ ଛାଲ ଜବତ ହୋଇଥିଲା।