Spread the love

ମୂଷାଖୋରୀ ଗ୍ରାମ ଅଖଣ୍ଡ ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ ହୋଇଛି

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ଗ୍ରାମ ପଞ୍ଚାୟତ ଅଧୀନ ମୂଷାଖୋରୀ ଗ୍ରାମ ର ୩ ଦିନ ଧରି ଚାଲିଆସୁଥିବା ଗୁରୁବାର ଦିନ ନାମଯଜ୍ଞ ଶେଷ ହେବାକୁ ଥିବା ଗ୍ରାମବାସୀମାନେ କହିଛନ୍ତି
ଏହି ମୂଷାଖୋରୀ ରେ ଯୋଗ ଦେଇଥିବା ସଂକୀର୍ତ୍ତନ ଦଳ( ୧ ଅଖର ଶିଳା ବାରିପଦା)
(୨ ନୂଆପଡ଼ା କେନ୍ଦୁଝର ଝିଅ ଦଳ)
(୩ ମୂଷାଖୋରୀ କେନ୍ଦୁଝର ଝିଅ ଦଳ)
(୪ ଅଖାରସିନ୍ଧ ବାରିପଦା ପୁଅ ଦଳ)
(୫ କମୋଳିଖୁଣ୍ଟା ବାରିପଦା ପୁଅ ଦଳ)
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *