Spread the love

ସାତକୋଶିଆ ଅଭୟାରଣ୍ୟ ଓ ପ୍ରଜା ସୁରକ୍ଷା ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଅନୁଗୋଳ ଜିଲ୍ଲା ର ସାତକୋଶିଆ ଅଭୟାରଣ୍ୟ ଓ ପ୍ରଜା ସୁରକ୍ଷା ସମିତି ପକ୍ଷରୁ ରାଜ ଲକ୍ଷ୍ମୀ ହୋଟେଲ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ, ଅଭୟାରଣ୍ୟ ଅଞ୍ଚଳରେ ବେଆଇନ୍ ଜୋର ଜବରଦସ୍ତ ବିସ୍ଥାପିତ ଏବଂ ଅଧିବାସୀଙ୍କର ଜୀବନ ଜିବିକା ସହିତ ଅନ୍ୟାନ୍ୟ ମୌଳିକ ସମସ୍ୟା ସମ୍ବଧିତ ନେଇ ସ୍ଥାନୀୟ ରାଜ ଲକ୍ଷ୍ମୀ ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ନବ କିଶୋର୍ ବିଶୋଇ, ବିଦ୍ୟାଧର ପ୍ରଧାନ, ସୁଶିଲ କୁମାର ପ୍ରଧାନ, ରମାକାନ୍ତ ପୁଷ୍ଟି ଙ୍କ ସମେତ ସାତକୋଶିଆ ର ୧୨ ଟି ଗ୍ରାମର ସଭାପତି ଏବଂ ସଭ୍ୟ ମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *