Month: February 2023

ମଙ୍ଗୁଳିରେ ୫୦ ଫୁଟ ତଳକୁ ଖସିଲା ମାଲ୍ ବୋଝେଇ ଅଟୋ

ମଙ୍ଗୁଳିରେ ୫୦ ଫୁଟ ତଳକୁ ଖସିଲା ମାଲ୍ ବୋଝେଇ ଅଟୋ । ଚୌଦ୍ଵାର ମଙ୍ଗୁଳି ୫୫ନମ୍ବର ଜାତୀୟ ରାଜପଥ ରେ ଘଟିଲା ଅଘଟଣ । ରାସ୍ତା ଉପରୁ ୫୦ଫୁଟ ତଳକୁ ଖସିଲା (ଓଡି ୦୫ ବି ଏଫ୍ ୬୬୨୮)ନମ୍ୱର୍ ମାଲ୍ ବୋଝେଇ…

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ଅନୁଗୋଳ ଜିଲ୍ଲା ରେ ଓଡିଶା ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ପାଣି ପଞ୍ଚାୟତ ପକ୍ଷ ୨୦୨୨-୨୩ ପାଳିତ ହୋଇଯାଇଛି । ଓଡିଶା ବିଧାନସଭା ଉପ ବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ…

ଦୃଷ୍ଟି ବାଧିତଙ୍କ ବାହାଘର ପ୍ରୋତ୍ସାହନ ସହାୟତା ରାଶିକୁ ଛାଡିଲେନି ସୁପରଭାଇଜର

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ତହସିଲର ରେଭନ୍ୟୁ ସୁପରଭାଇଜର । ରେଭନ୍ୟୁ ସୁପରଭାଇଜର ସଞ୍ଜୟ କୁମାର ପାଢୀ ଶତ ପ୍ରତିଶତ ଦୃଷ୍ଟି ବାଧିତଙ୍କ ବାହାଘର ପ୍ରୋତ୍ସାହନ ସହାୟତା ରାଶି ମଞ୍ଜୁର ବାବଦକୁ ଲାଞ୍ଚ ନେବା ବେଳେ…

ଶ୍ରମଦାନ ଶିବିର ଅନୁଷ୍ଠିତ

ନେହେରୁ ଯୁବାକେନ୍ଦ୍ର ଢ଼େଙ୍କାନାଳ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘ ଆନୁକୁଲ୍ୟରେ ଢ଼େଙ୍କାନାଳ ସଦର ବ୍ଲକ ବାଲ୍ୟମ୍ବା ଗ୍ରାମରେ ଏକ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଏକ 60 ବର୍ଷର କୂଅ ର ଚାନ୍ଦିନୀ ତିଆରି ହେଲା।ଓ ଏକ ନଳକୂପର ପୁନରୁଦ୍ଧାର…

ତିର୍ତ୍ତୋଲ ବିଧାୟକ ଙ୍କୁ ଗିରଫ ବହିସ୍କାର ଦାବିରେ ବିଜେପି ପକ୍ଷରୁ ଏସପି ଙ୍କୁ ଦାବିପତ୍ର ପ୍ରଦାନ

( ତିର୍ତ୍ତୋଲ ବିଧାୟକ ଙ୍କୁ ଗିରଫ ବହିସ୍କାର ଦାବିରେ ବିଜେପି ପକ୍ଷରୁ ଏସପି ଙ୍କୁ ଦାବିପତ୍ର ପ୍ରଦାନ। ) ଜଗତସିଂହପୁର ତା=8/2/23 ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ପ୍ରେମକାକୁ ନ୍ୟାୟ ଦେବା ସହିତ ତିର୍ତ୍ତୋଲ ବିଧାୟକଙ୍କୁ ଗିରଫ କରିବା…

ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଆଜି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକା ଦାବୀପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଶା ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଠିକା ପ୍ରଥାରେ କାର୍ଯ୍ୟରତ ୧୨୭୨ ଆର୍.ଜି.ଏସ୍.କେ ଆୟୁଷ ଡାକ୍ତରମାନଙ୍କ ନିଯୁକ୍ତିକୁ ସ୍ଥାୟୀ /…

ଜ଼ିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପିତ

( ଜ଼ିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପିତ ) ଜଗତସିଂହପୁର ତା =8/2/23 ଜଗତସିଂହପୁର ଜ଼ିଲ୍ଲା ଜଳ ସେଚନ ବିଭାଗ ପରିସରରେ ଜ଼ିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପିତ ହୋଇଯାଇଛି | ନିରୀକ୍ଷଣ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି…

ଜଣାଶୁଣା ସମାଜସେବୀଙ୍କ ପରଲୋକ

ଜଣାଶୁଣା ସମାଜସେବୀଙ୍କ ପରଲୋକ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ର ଜଣେ ବିଶିଷ୍ଟ ସମାଜସେବୀଙ୍କ ପରଲୋକ ହୋଇଛି। ସେ ଏକାଧାରରେ ଜଣେ ଜଣାଶୁଣା ବୈଦ୍ୟ ହିସାବରେ ଲୋକଙ୍କ ନିକଟରେ ପରିଚିତ ଥିଲେ। ତାଙ୍କ ନାମ…

ତୁର୍କୀକୁ ଆର୍ମୀ ମେଡିକାଲ ଟିମ୍ ଠାଇଲା ଭାରତ

ତୁର୍କୀକୁ ଆର୍ମୀ ମେଡିକାଲ ଟିମ୍ ଠାଇଲା ଭାରତ ତୁର୍କୀକୁ ଆର୍ମୀ ମେଡିକାଲ ଟିମ୍ ଠାଇଲା ଭାରତ । ଏ ନେଇ ଦୋସ୍ତ ପରସ୍ପରକୁ ସାହାଯ୍ୟ କରନ୍ତି.. ଭାରତ- ତୁର୍କୀ ‘ଦୋସ୍ତ’.. ଭୂମିକମ୍ପର ପ୍ରଥମ ୪୮-୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ଥିଲା । ଭାରତ…

NTPC/TTPS ର ଅଫିସ ଆଗରେ ଶ୍ରମିକ ଏକତା ମଞ୍ଚର 427 ଠିକା ଶ୍ରମିକଙ୍କ ଗଣ ଆନ୍ଦୋଳନ

NTPC/TTPS ର ଅଫିସ ଆଗରେ ଶ୍ରମିକ ଏକତା ମଞ୍ଚର 427 ଠିକା ଶ୍ରମିକଙ୍କ ଗଣ ଆନ୍ଦୋଳନ ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ NTPC/TTPS ଥର୍ମାଲ ର ଅଫିସ ଆଗରେ ସ୍ଥାୟୀ ନିଯୁକ୍ତି ପାଇଁ ଶ୍ରମିକ ଏକତା ମଞ୍ଚର 427ଠିକା ଶ୍ରମିକ…