ଚୌଦ୍ଵାର ପୌରପାଳିକା କାର୍ଯ୍ୟାଳୟରେ ସୂଚନା ଅଧିକାର କର୍ମୀଙ୍କୁ ମାଡ଼
ଚୌଦ୍ଵାର ପୌରପାଳିକା କାର୍ଯ୍ୟାଳୟରେ ସୂଚନା ଅଧିକାର କର୍ମୀଙ୍କୁ ମାଡ଼ ପୌରପାଳିକା କାର୍ଯ୍ୟାଳୟ ପରିସରରେ ସୂଚନା ଅଧିକାର କର୍ମୀଙ୍କୁ ମାଡ଼ ମାରିଲେ ଜଣେ କାଉନସିଲର । ଏଭଳି ଘଟଣା ଘଟିଛି ଚୌଦ୍ଵାର ପୌରପାଳିକା କାର୍ଯ୍ୟାଳୟ ପରିସରରେ । ଚୌଦ୍ଵାର ଲେବର ଟେନାମେଣ୍ଟ ରେ…
