ଟିଏଫ୍ଏଲ ର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ
ଟିଏଫ୍ଏଲ ର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଅନୁଗୋଳ,ତାଳଚେର ସ୍ଥିତ ଟିଏଫ୍ଏଲ ରେ ଯେ ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କିଶୋର ନଗର ବ୍ଲକ ଅନ୍ତର୍ଗତ କଟରଙ୍ଗା ଗ୍ରାମର…
