ଅଟୋ-ବାଇକ ମୁହାଁମୁହିଁ ଧକ୍କା,ଦୁଇ ଗୁରୁତର
ଅଟୋ-ବାଇକ ମୁହାଁମୁହିଁ ଧକ୍କା,ଦୁଇ ଗୁରୁତର ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ଗ୍ରାମ ନିକଟ ଅଡ଼ାମୁଣ୍ଡା ଘାଟି ବୁଲାଣିରେ ସୋମବାର ରାତ୍ରରେ ଅଟୋ ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା…
