ଘର ଭାଙ୍ଗୁଥିବାବେଳେ ଘର କାନ୍ଥ ପଡି ଜଣେ ମୃତ
ଘର ଭାଙ୍ଗୁଥିବାବେଳେ ଘର କାନ୍ଥ ପଡି ଜଣେ ମୃତ କେନ୍ଦୁଝର,୧୪।୭:କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ପଞ୍ଚାୟତ ମୁରୁସୁଆଁ ଗ୍ରାମରେ ଆଜି ସକାଳ ୮ଟାବେଳେ ଘର ଭାଙ୍ଗୁଥିବାବେଳେକାନ୍ଥ ପଡି ଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ହେଲେ କାନ୍ତ ନାଏକ(୬୫)।ସୁଚନାଯୋଗ୍ୟଯେ’ପ୍ରଧାମନ୍ତ୍ରୀ ଆବାସ…
