Month: July 2023

କୋଇଲିକଣ ରୁ କୁତ୍ତାମଚଣ୍ଡୀ ରାସ୍ତା ସାଜିଛି ମରଣଯନ୍ତା |ଯାତାୟତ ସମ୍ପୂର୍ଣ ଠପ

( କୋଇଲିକଣ ରୁ କୁତ୍ତାମଚଣ୍ଡୀ ରାସ୍ତା ସାଜିଛି ମରଣଯନ୍ତା |ଯାତାୟତ ସମ୍ପୂର୍ଣ ଠପ ) ଜଗତସିଂହପୁର ତା =13/7/23 ଜଗତସିଂହପୁର ବ୍ଲକ ଶାଳୀଜଙ୍ଗ ପଞ୍ଚାୟତ ର କୋଇଲିକଣ ରୁ କୁତ୍ତାମଚଣ୍ଡୀ କୁ ସଂଯୋଗ କରୁଥିବା ଏକ କିଲୋମିଟର ମୁଖ୍ୟ କଚା ରାସ୍ତା…

ବୁଢ଼ାରଜା ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ସକାଳ ଜଳଖିଆ ସହ ମଧ୍ୟାହ୍ନ ଓ ରାତ୍ରି ଭୋଜନ ବିତରଣ

ବୁଢ଼ାରଜା ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ସକାଳ ଜଳଖିଆ ସହ ମଧ୍ୟାହ୍ନ ଓ ରାତ୍ରି ଭୋଜନ ବିତରଣ ଓଡ଼ିଶା ସରକାରଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଯୋଜନା ଅନ୍ତର୍ଗତ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଶ୍ଵନାଥପୁର ଠାରେ ଡ଼ା.ତତେଶ୍ୱର ନାୟକ, ଭାରପ୍ରାପ୍ତ ବ୍ଲକ୍ ଜନ…

ଢେଙ୍କାନାଳ ଟାଊନୁ ଗଣେଶ ବଜାର ଦଧିବାମନ ମଠ ରୁ ଊଧାର ହେଲା ଅଜଗର ସାପ

ଢେଙ୍କାନାଳ ଟାଊନୁ ଗଣେଶ ବଜାର ଦଧିବାମନ ମଠ ରୁ ଊଧାର ହେଲା ଅଜଗର ସାପ। ସାପ ଟୀର ବୟସ ୨ ମାସ ରୁ ୩ ମାସ ଅଚାନକ ସାପ ଟିକୁ ଦେଖି ଭୟଭୀତ ହୋଈଯାଈଥଲେ ଘର ଲୋକ ପରେ ସାପ ଊଧାର…

ଶିକ୍ଷକଙ୍କ ବଦଳି ନେଇ ଧାରଣା ରେ ବସିଲେ ଛାତ୍ର ଛାତ୍ରୀ ଓ ଅଭିଭାବକ

ଶିକ୍ଷକଙ୍କ ବଦଳି ନେଇ ଧାରଣା ରେ ବସିଲେ ଛାତ୍ର ଛାତ୍ରୀ ଓ ଅଭିଭାବକ ଯାଜପୁର – ଶିକ୍ଷକଙ୍କ ବଦଳି ପ୍ରତିବାଦ ରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ଆନ୍ଦୋଳନ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବରପଦା ପଞ୍ଚାୟତର ତଳବଂଧ ସରକାରୀ…

ଶ୍ରାବଣରେ ଡହ ଡହ ଖରା ରେ ଶୁଖିଲା ଜମି; ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୂଳ ହତାଶ

ଶ୍ରାବଣରେ ଡହ ଡହ ଖରା ରେ ଶୁଖିଲା ଜମି; ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୂଳ ହତାଶ ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆଷାଢ ସରି ଶ୍ରାବଣ ଆସିଲାଣି । ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଛି ।…

ଜବର ଦଖଲ ଉଚ୍ଛେଦ: ପରିବାର ଲୋକେ ତହସିଲଦାର ବାରଣ୍ଡା ରେ : ବସୁନ୍ଧରା ଯୋଜନାରେ ଜଗା ଯୋଗାଇ ଦିଆଯିବ: ତହସିଲଦାର

ଜବର ଦଖଲ ଉଚ୍ଛେଦ: ପରିବାର ଲୋକେ ତହସିଲଦାର ବାରଣ୍ଡା ରେ : ବସୁନ୍ଧରା ଯୋଜନାରେ ଜଗା ଯୋଗାଇ ଦିଆଯିବ: ତହସିଲଦାର ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ତହସିଲ ଅନ୍ତର୍ଗତ ବେଲଘର ଠାରେ ଥିବା ଏକ ଜବର…

ମୁମ୍ବାଇ ରେ ଶ୍ରମିକ ର ଦୁଇ ହାତ କଟା ଘଟଣା : ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ଙ୍କୁ ରିପୋର୍ଟ ମାଗିଲେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ

ମୁମ୍ବାଇ ରେ ଶ୍ରମିକ ର ଦୁଇ ହାତ କଟା ଘଟଣା : ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ଙ୍କୁ ରିପୋର୍ଟ ମାଗିଲେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡହଲପଡ଼ି…

ପବିତ୍ର ମୋହନ ପ୍ରଧାନ ସ୍ମୃତି ପୀଠର ବିକାଶ କରାଯିବା ସହିତ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ଭୁବନେଶ୍ଵର ଠାରେ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା

ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ୱାଧିନତା ତଥା ସ୍ୱାଧିନତା ପରବର୍ତ୍ତୀ ସମୟରେ ଓଡିଶାର ରାଜନୈତିକ ସାମାଜିକ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲ। ସେହି ମହାନ ସଂଗ୍ରାମୀଙ୍କ ସ୍ମୃତିକୁ ସମ୍ମାନ…

ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ

ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ ଢ଼େଙ୍କାନାଳ : ଆମ୍ ଆଦମୀ ପାର୍ଟିର ଜିଲ୍ଲା ପଦାଧିକାରୀ ମାନଙ୍କୁ ନେଇ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଓଡାପଡ଼ା ବ୍ଲକ ସିମିନଇ ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ…

ବଡ଼ବିଲ ନାଲଦା ମୁଖ୍ୟ ରାସ୍ତାରେ ସ୍ଥିତ ସହିଦ ଭଗତ ସିଂ ଛକର ନୁଆ ରୁପାନ୍ତିକରଣ

ବଡ଼ବିଲ ନାଲଦା ମୁଖ୍ୟ ରାସ୍ତାରେ ସ୍ଥିତ ସହିଦ ଭଗତ ସିଂ ଛକର ନୁଆ ରୁପାନ୍ତିକରଣ । ଆଜି କେନ୍ଦୁଝର ଜିଲ୍ଲାର ବଡ଼ବିଲ ସହରର ବଡବିଲ ନାଲଦା ମୂଖ୍ୟ ରାସ୍ତାରେ ଅବସ୍ଥିତ ଭୋଳାଗ୍ୟାରେଜ ସ୍ଥିତ ସହିଦ ଭଗତ ସିଂ ଛକର ପୁନରୁଦ୍ଧାର ସହ…