ଢେଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣୀ ଙ୍କ ପିଠରେ ଶ୍ରାବଣ ମାସର ବିଶେଷ ପୂଜା
ଢେଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣୀ ଙ୍କ ପିଠରେ ଶ୍ରାବଣ ମାସର ବିଶେଷ ପୂଜା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବେଲପତ୍ର ବିଭିନ୍ନ ଫୁଲହାର ଲାଗି କରାଯାଇଥିଲା। ବିଭିନ୍ନ ଭୋଗ ଲାଗି କରାଯାଇଥିଲା। ଭକ୍ତମାନେ ଦର୍ଶନ କରିଥିଲେ…
