ହିନ୍ଦୋଳ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଲାଞ୍ଚଖୋର ଓ ଶୋଷଣତାକୁ ନେଇ ରିଟଲରମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ
ହିନ୍ଦୋଳ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଲାଞ୍ଚଖୋର ଓ ଶୋଷଣତାକୁ ନେଇ ରିଟଲରମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ ଢେଙ୍କାନାଳ, ୨୮/୮: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ର କାର୍ଯ୍ୟରତ ସରକାରୀ ଖୁଚୁରା ବିକ୍ରେତାମାନେ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଲଂଚଖୋର ଓ ଶୋଷଣତାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
