Month: September 2023

ଜାତୀୟ ପଲିଶ୍ରୀ ମେଳା ଉଦଯାପିତ

ଅନୁଗୋଳ ତା 24/09/23 – ଗତ 16ତାରିଖ ଠାରୁ ଜିଲ୍ଲା ପ୍ରଶାସନ ଓ ଓରମାସ ଉଦ୍ୟମରେ ନାଲକୋ ଠାରେ ଆରମ୍ଭ ହୋଇଥିବା ଜାତୀୟ ପଲିଶ୍ରୀ ମେଳା ଆଜି ଉଦଯାପିତ ହୋଇଯାଇଛି. ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଢେଙ୍କାନାଳ…

କଟକ ଜିଲ୍ଲା ସାଲେପୁରରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭାପତି

କଟକ ଜିଲ୍ଲା ସାଲେପୁରରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭାପତି ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା : ମନମୋହନ ସାମଲ କଟକ(ସାଲେପୁର)/ଭୁବନେଶ୍ୱର, ତା.୨୪/୦୯: ଆଜି କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳିରେ ଆୟୋଜିତ “ମୋ…

ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ପଟ୍ଟନାୟକ

*ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ପଟ୍ଟନାୟକ* ଭୁବନେଶ୍ୱର, ତା. ୨୪.୦୯: ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଆହୁତ ଏକ ସାମ୍ବାଦିକ ସମ୍ମିଳିନୀରେ ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି ପ୍ରଦେଶ କଂଗ୍ରେସ…

ଆମେରିକାରେ ବାତ୍ୟା ‘ଓଫେଲିଆ’ ପ୍ରଭାବରେ ପ୍ରବଳ ବର୍ଷାରେ ବୁଡିଲା ସହର, ଅନ୍ଧାରରେ ୬୫ହଜାର ଲୋକ

ନ୍ୟୁୟର୍କ,୨୪।୯: ଓଫେଲିଆ ବାତ୍ୟା ଆମେରିକାର ଆଟଲାଣ୍ଟିକ ଉପକୂଳରେ ତାଣ୍ଡବ ରଚିଛି। ଲଗାଣ ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ଯୋଗୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି। ଅର୍ନ୍ତଜାତୀୟ ଗଣମାଧ୍ୟମ ରଏଟର୍ସ ଅନୁଯାୟୀ,…

I.N.D.I.A ମେଣ୍ଟରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନୀତୀଶ

I.N.D.I.A ମେଣ୍ଟରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନୀତୀଶ ପାଟନା: ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ବରିଷ୍ଠ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। I.N.D.I.A ମେଣ୍ଟରୁ ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଛି ଜେଡିୟୁ।…

ବାଲିଘର ଫାଉଣ୍ଡେସନ ପକ୍ଷରୁ ଚାରା ବଣ୍ଟନ

( ବାଲିଘର ଫାଉଣ୍ଡେସନ ପକ୍ଷରୁ ଚାରା ବଣ୍ଟନ) ଜଗତସିଂହପୁର ତା =24/9/23 ବାଲିଘର ଫାଉଣ୍ଡେସନ୍ ପକ୍ଷରୁ ତିର୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତର ପାଟସୁରା ଗ୍ରାମ ସ୍ଥିତ ମା’ ନାରାୟଣୀ ସ୍ୱୟଂ ସହାୟୀକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ବିନା ମୂଲ୍ୟରେ ଫଳ ,କୋଳି…

ବିଜୁ ଜନତା ଦଳ ତରଫରୁ ନାଉଗାଁ ବ୍ଲକ ଡାବର ପଞ୍ଚାୟତ ରେ ଅମରେନ୍ଦ୍ର ଙ୍କ ବନ୍ଧୁମିଳନ ଓ ବୃକ୍ଷରୋପଣ ଅନୁଷ୍ଠିତ

*(ବିଜୁ ଜନତା ଦଳ ତରଫରୁ ନାଉଗାଁ ବ୍ଲକ ଡାବର ପଞ୍ଚାୟତ ରେ ଅମରେନ୍ଦ୍ର ଙ୍କ ବନ୍ଧୁମିଳନ ଓ ବୃକ୍ଷରୋପଣ ଅନୁଷ୍ଠିତ*) ଜଗତସିଂହପୁର ତା =24/9/23 ନାଉଁଗା ବ୍ଲକ ଅନ୍ତର୍ଗତ ଡାବର ଗ୍ରାମ ପଞ୍ଚାୟତର ମା ସାଥି ଭଉଣୀ ମନ୍ଦିର ପରିସରରେ ଅମରେନ୍ଦ୍ର…

ଗଣେଶ ପୂଜାରେ ହାତୀ ମଣିଷ ଲଢେଇ ଉପରେ ସଚେତନତା

ଗଣେଶ ପୂଜାରେ ହାତୀ ମଣିଷ ଲଢେଇ ଉପରେ ସଚେତନତା ଢେଙ୍କାନାଳ, ୨୪।୯: ଚଳିତ ବର୍ଷ ଶ୍ରୀ ଶ୍ରୀ ଗଣେଶ ପୂଜା ପ୍ରତିଷ୍ଠାନ ରାଧାକୃଷ୍ଣ ବଜାର ପୂଜୋତ୍ସବକୁ କେବଳ ପୂଜା ଏବଂ ଭାସାଣି ଉତ୍ସବରେ ସିମିତ ନରହି ହାତୀ ମଣିଷ ଲଢେଇରେ ଓଡିଶା…

ନୂତନ ଅନୁଦା ପ୍ରାପ୍ତ ଅବସର ଗ୍ରହଣ କରିଥିବା ଶିକ୍ଷକ, କର୍ମଚାରୀ ଏବଂ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀଙ୍କର ମିଳିତ ଅଧିବେଶନ

ନୂତନ ଅନୁଦା ପ୍ରାପ୍ତ ଅବସର ଗ୍ରହଣ କରିଥିବା ଶିକ୍ଷକ, କର୍ମଚାରୀ ଏବଂ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀଙ୍କର ମିଳିତ ଅଧିବେଶନ ଢେଙ୍କାନାଳ, ୨୪/୯: ଅନ୍ୟ ୧୧ ଘଟିକା ସମୟରେ ସ୍ଥାନୀୟ ବଳରାମ ମନ୍ଦିର ପରିସର ଲକ୍ଷ୍ମୀମନ୍ଦିର ଠାରେ ନୂତନ ଅନୁଦାନ ପ୍ରାପ୍ତ ଅବସର…

ଭାରତୀୟ ଜୀବନବୀମା ଅଭିକାର୍ତ୍ତା ସଂଘର ସାଧାରଣ ବାର୍ଷିକ ବୈଠକ

ଭାରତୀୟ ଜୀବନବୀମା ଅଭିକାର୍ତ୍ତା ସଂଘର ସାଧାରଣ ବାର୍ଷିକ ବୈଠକ ଢେଙ୍କାନାଳ, ୨୪/୦୯ ଭାରତର ରାଷ୍ଟ୍ରାୟତ ସଂସ୍ଥା ତଥା ଭାରତିୟ ଜୀବନ ବୀମା ଅଭିକାର୍ତ୍ତା ସଂଘର ୩୦ତମ ସାଧାରଣ ସଭା ସ୍ଥାନୀୟ ଗୋପବନ୍ଧୁ ଟାଉନହଲ ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସର୍ବ…

You missed