Month: October 2023

ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜାର ଦିତୀୟ ଦିବସ ପାଳିତ

ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜାର ଦିତୀୟ ଦିବସ ପାଳିତ ଢେଙ୍କାନାଳ ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜା ମା’ଙ୍କର ପ୍ରତ୍ୟେକ ଦିନ ବିଭିନ୍ନ ବେଶ । ପ୍ରାତଃ ରୁ ମଙ୍ଗଳ…

ଜଗତସିଂହପୁର ସହରରେ ଫେମସ ଲେଦର ପଏଣ୍ଟ ଉଦଘାଟିତ

(ଜଗତସିଂହପୁର ସହରରେ ଫେମସ ଲେଦର ପଏଣ୍ଟ ଉଦଘାଟିତ ) ଜଗତସିଂହପୁର ତା =16/10/23 ଜଗତସିଂହପୁର ସହରରେ ପ୍ରଥମ କରି ସେଣ୍ଟ୍ରାଲ ମାର୍କେଟ ସାନବଜାର ରେ ବିଶେଷ ଆକର୍ଷଣୀୟ ଫେମସ ଲେଦର ପଏଣ୍ଟ ସୋରୁମ କୁ ଓଡ଼ିଆ ଚଳଚିତ୍ର ଦୁନିଆର ସୁନାମଧନ୍ୟ ଅଭିନେତ୍ରୀ…

ଗଙ୍ଗୋତ୍ରି ସାନିଟାରୀ ନାପକିନର ଏକ ନୂତନ ଉତ୍ପାଦକ କେନ୍ଦ୍ର ଉଦ୍ଘାଟନ

ଗଙ୍ଗୋତ୍ରି ସାନିଟାରୀ ନାପକିନର ଏକ ନୂତନ ଉତ୍ପାଦକ କେନ୍ଦ୍ର ଉଦ୍ଘାଟନ ବିଷୟ ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ପଞାୟତରେ ଏକ ନୂତନ ଗଙ୍ଗୋତ୍ରି ସାନିଟାରୀ ନାପକିନର ଏକ ନୂତନ ଉତ୍ପାଦକ କେନ୍ଦ୍ର ଉଦ୍ଘାଟନ ହୋଇଯାଇଛି ବାଚସ୍ପତି ପ୍ରମିଳା…

ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାମ୍ବାଦିକଙ୍କୁ ସମ୍ମାନିତ

ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାମ୍ବାଦିକଙ୍କୁ ସମ୍ମାନିତ ଅନୁଗୋଳ ଜିଲ୍ଲା ବଅଁରପାଳ ସାମ୍ବାଦିକ ସଂଘ ର ସଦସ୍ୟ ସାମ୍ବାଦିକ ସୁଶାନ୍ତ କୁମାର ସାମଲ ଙ୍କୁ ଆଜି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି। ସୂଚନା ମୁତାବକ ସାମ୍ବାଦିକ ସୁଶାନ୍ତ କୁମାର…

ଗାୟତ୍ରୀ ଶକ୍ତିପୀଠ ରେ ନବରାତ୍ର ମହୋତ୍ସବ

ଗାୟତ୍ରୀ ଶକ୍ତିପୀଠ ରେ ନବରାତ୍ର ମହୋତ୍ସବ ଢେଙ୍କାନାଳ, ତା.୧୫.୧୦.୨୦୨୩ – ସବୁ ବର୍ଷ ପରି ଚଳିତ ବର୍ଷ ଶାରଦୀୟ ନବରାତ୍ର ମହୋତ୍ସବ ତା୧୫.୧୦.୨୦୨୩ରିଖ ରବିବାର ଠାରୁ ଆରମ୍ଭ ହୋଇ ତା.୨୨.୧୦.୨୦୨୩ରିଖ ରବିବାର ପର୍ଯ୍ୟନ୍ତ ଗାୟତ୍ରୀ ଶକ୍ତିପୀଠ, କୈବଲ୍ୟ ବଜାର, ଢେଙ୍କାନାଳଠାରେ ଯଥାବିଧ୍ବ…

ରାଧାକୃଷ୍ଣ ବଜାର ରେ ନବଦୁର୍ଗା ପୂଜା ପାଳିତ

ରାଧାକୃଷ୍ଣ ବଜାର ରେ ନବଦୁର୍ଗା ପୂଜା ପାଳିତ ଢେଙ୍କାନାଳ ରାଧାକୃଷ୍ଣ ବଜାର ରେ ନବଦୁର୍ଗା ପୂଜା ୨୦୦୪ରୁ ଆରମ୍ଭ ହୋଇ ୨୦ ବର୍ଷରେ ପହଞ୍ଚିଛି। ସକାଳ ୧୦ଘଟିକା ସମୟରେ କଳସ ଯାତ୍ରା କରାଯାଇଥିଲା। ପରେପରେ ଘଟ ସ୍ଥାପନ ଓ ଅଧିବାସ ପୂଜା…

ଅସହାୟ ମା କୁ ଦଶହରା ଭେଟି ଦେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

*ଅସହାୟ ମା କୁ ଦଶହରା ଭେଟି ଦେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ******। ମଣିଷ ଜୀବନ ରେ ବଞ୍ଚିବା ପାଇଁ ମୌଳିକ ଅଧିକାର ରେ ଖାଦ୍ୟ,ବସ୍ତ୍ର,ବାସଗୃହ ନିହାତି ଆବଶ୍ୟକ । ଆଜି ଏହି ମହଙ୍ଗା ଯୁଗ ରେ ତାହା ଯୋଗାଡ କରିବା…

ଜଗତସିଂହପୁର ଜ଼ିଲ୍ଲା 108କର୍ମଚାରୀ ସଂଘ ର ପ୍ରସ୍ତୁତି ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ

( ଜଗତସିଂହପୁର ଜ଼ିଲ୍ଲା 108କର୍ମଚାରୀ ସଂଘ ର ପ୍ରସ୍ତୁତି ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ) ଜଗତସିଂହପୁର ତା =15/10/23 ଜଗତସିଂହପୁର ଜ଼ିଲ୍ଲା 108 କର୍ମଚାରୀ ସଂଘ ପକ୍ଷରୁ ଜଗତସିଂହପୁର ଜକୋଟି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ପ୍ରସ୍ତୁତି ବୈଠକ…

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଫିରିଙ୍ଗିଆ ଠାରେ ନୁତନ ସଦସ୍ୟ ଙ୍କୁ ସ୍ବାଗତ

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଫିରିଙ୍ଗିଆ ଠାରେ ନୁତନ ସଦସ୍ୟ ଙ୍କୁ ସ୍ବାଗତ କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବସଷ୍ଟାଣ୍ଡ ମୋଟର ଚାଳକ ସଂଘ ସଭା ଗୃହ ଠାରେ ଉତ୍କଳ ସାମ୍ବାଦିକ ସଂଘ କନ୍ଧମାଳ ଜିଲ୍ଲା ପକ୍ଷରୁ ନୁତନ…

ଉଦ୍‌ଘାଟନ ହେଲା ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି

ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ଉଦ୍‌ଘାଟନୀ ସମାରୋହରେ ୫୦୦ରୁ ଅଧିକ ଭାରତୀୟ-ଆମେରିକୀୟ, ଭାରତୀୟ ଓ ଅନ୍ୟ ଦେଶର ବହୁ ଲୋକ ଯୋଗ ଦେଇଥିଲେ। ୧୯ଫୁଟ…