ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ
ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ। କଟକ ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଚୌଦ୍ଵାର ବ୍ଲକ ହରିଅନ୍ତା ପଞ୍ଚାୟତ ସ୍ଥିତ ପ୍ରଗତି ତରୁଣ ସମାଜ ଓ ଉତ୍କଳ ମଣି ପାଠାଗାର ପରିସର ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଲୋକାର୍ପଣ ହୋଇଯାଇଛି।…
