ବାମରା ବ୍ଲକ ସ୍ତରୀୟ ୱାର୍ଡ ମେମ୍ବର ସମ୍ମିଳନୀ: ନୂତନ କର୍ମକର୍ତ୍ତା ନିର୍ବାଚନ
ବାମରା ବ୍ଲକ ସ୍ତରୀୟ ୱାର୍ଡ ମେମ୍ବର ସମ୍ମିଳନୀ: ନୂତନ କର୍ମକର୍ତ୍ତା ନିର୍ବାଚନ ବାମରା(କୁଚିଣ୍ଡା):୨୩/ ୧୧: ନିଖିଳ ଓଡ଼ିଶା ୱାର୍ଡ ମେମ୍ବର ସଂଘ,ବାମରା ବ୍ଲକ ଶାଖାର ସଭାପତି ଦିଲ୍ଲୀପ ଜୟପୁରୀୟା ଙ୍କ ସଭାପତିତ୍ବରେ କେଶାଇବାହାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ…
