ଆଜି ମୁମ୍ବଇ-ଗୁଜରାଟ ମୁହାଁମୁହିଁ
ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍ ର ନବମ ମ୍ୟାଚ ମୁମ୍ବଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯିବ। ଦୁଇ ଦଳ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାରୁ ଦ୍ବିତୀୟ ମ୍ୟାଚରେ ବିଜୟ ଖାତା ଖୋଲିବାକୁ ଉଦ୍ୟମ କରିବେ।…
ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍ ର ନବମ ମ୍ୟାଚ ମୁମ୍ବଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯିବ। ଦୁଇ ଦଳ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାରୁ ଦ୍ବିତୀୟ ମ୍ୟାଚରେ ବିଜୟ ଖାତା ଖୋଲିବାକୁ ଉଦ୍ୟମ କରିବେ।…
ଦ୍ବିତୀୟ ଦିନରେ ଡ଼ିମଲ୍ୟାଣ୍ଡ କ୍ରୀଡ଼ା ଓ ସାଂସ୍କୃତିକ କ୍ଲବର ରୈପ୍ୟ ଜୟନ୍ତୀ ପାଳନ ଯାଜପୁର __ ଯାଜପୁର ଜିଲ୍ଲା ଦଶରଧପୁର ବ୍ଳକ୍ ଅନ୍ତର୍ଗତ ଖଣ୍ଡରା ପଞ୍ଚାୟତର ଇନ୍ଦାଶ ଠାରେ ଥିବା ଡ଼ିମଲ୍ୟାଣ୍ଡ କ୍ରୀଡ଼ା ଓ ସାଂସ୍କୃତିକ କ୍ଲବର ଦ୍ବିତୀୟ ଦିନରେ ରୈପ୍ୟ…
ମିଆଁମାରକୁ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ । ବାୟୁସେନା ବିମାନ ଯୋଗେ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ । ଟେଣ୍ଟ୍, ସ୍ଲିପିଂ ବ୍ୟାଗ୍, ବ୍ଲାଙ୍କେଟ, ସୋଲାର ଲ୍ୟାମ୍ପ ପଠାଯାଇଛି । ଆବଶ୍ୟକୀୟ ଔଷଧ ସହ ଜେନେରେଟର ସେଟ୍ ପଠାଇଲା…
*ଗୋପାଳପୁର ଆଶ୍ରମ ଵିଦ୍ୟାଳୟରେ ପିତୃମାତୃ ସହଭାଗିତା (ପାପ୍) କାର୍ଯ୍ୟକ୍ରମ* ବରଗଡ:୨୮/୩(ପବିତ୍ର ମେହେର ) ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ସ୍ଥିତ ଆଶ୍ରମ ବିଦ୍ୟାଳୟରେ ପିତୃମାତୃ ସହଭାଗିତା (ପାପ୍ ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ…
କଟକ: ଓଡ଼ିଶା ହାଇକୋର୍ଟ ଜଜ୍ଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି । ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କୁ ଆହ୍ଲାବାଦକୁ ବଦଳି କରାଯାଇଛି । ଏନେଇ ଆଇନ୍ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ଜାନୁୟାରୀ ୨୦ରେ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ…
ନୂଆଦିଲ୍ଲୀ: ସାମରିକ ବଳକୁ ଆହୁରି ଶକ୍ତିଶାଳୀ କରିବ ଭାରତ। ୧୫୬ ଟି ଲଢୁଆ ଯୁଦ୍ଧ ହେଲିକପ୍ଟର ପ୍ରଚଣ୍ଡ କିଣିବ ଭାରତ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ରୁ ୧୫୬ ଟି ସ୍ୱଦେଶୀ ହାଲୁକା ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ କିଣିବ ଭାରତୀୟ ସେନା…
ଭୂବନେଶ୍ୱର, ୨୯/୦୩ : କ୍ରୁଟର ୪୯ତମ ବୋର୍ଡ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଉ ୮ ସହରକୁ ମୋ ବସ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଅନୁଗୋଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ବର…
ଭୂବନେଶ୍ୱର , ୨୮/୦୩ : କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପାଇଁ ଆସିଛି ଖୁସି ଖବର । କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୨ ପ୍ରତିଶତ ବଢାଇଛନ୍ତି । ଫଳରେ ମହଙ୍ଗା ଭତ୍ତା ୫୩%ରୁ ୫୫% ପ୍ରତିଶତକୁ ବୃଦ୍ଧି ପାଇଛି । ୧.୨…
ଭୂବନେଶ୍ୱର, ୨୮/୦୩ : ଓଇଆରସି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ପ୍ରଦୀପଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର । ଏହା ପୂର୍ବରୁ ସେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇ ସାରିଛନ୍ତି…
ଭୂବନେଶ୍ବର,୨୮/୩ : ଓଡ଼ିଶାରେ ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ପୂର୍ବରୁ ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଛନ୍ତି। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ…