Month: April 2025

ମଣପ୍ପୁରମ ସୁନା ଲୁଟ୍‌ ଘଟଣାରେ ଆଉ ୪ ଗିରଫ; ଲୁଟ୍‌ ସୁନା ବିକି କିଣୁଥିଲେ ପାକିସ୍ତାନୀ ବନ୍ଧୁକ

ସମ୍ବଲପୁର: ଗତ ଜାନୁଆରି ମାସ ୩ ତାରିଖରେ ସମ୍ବଲପୁର ସହରର ବୁଢ଼ାରଜାସ୍ଥିତ ମଣପ୍ପୁରମ ଫାଇନାନ୍ସ ଲିମିଟେଡ୍‌ରେ ସଶସ୍ତ୍ର ଡକାୟତି ଡକାୟତି ହୋଇଥିଲା । ପୋଲିସ ପୁଣି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ଦିଲ୍ଲୀ ପୋଲିସ ସହଯୋଗ…

ମାଓ ଡ଼ମ୍ପ ଉଦ୍ଧାର : ବିଭିନ୍ନ ସ୍ଥାନରେ ସର୍ଚ୍ଚ ଓପେରସନ ଜାରି

ଭୂବନେଶ୍ୱର, ୨୫/୦୪ : ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଂଚଳର କେନ୍ଦୁଗୁଡା ଏବଂ ସଲଗାଓଁପୁଟ ଜଙ୍ଗଲରେ ମାଓ ଡ଼ମ୍ପ ଉଦ୍ଧାର କରିଛନ୍ତି ବିଏସଏଫ୍ ଯବାନ । ଗୁଇନ୍ଦା ବିଭାଗ ସୂଚନା ପାଇ ୧୭୭ ବିଏସଏଫ ବାଟାଲିୟନ ପକ୍ଷରୁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଓପେରସନ…

ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା

ଭୂବନେଶ୍ବର,୨୫/୪ : ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ଶିମିଳିପାଳ। ଏହା ରାଜ୍ୟର ୨ୟ ଜାତୀୟ ଉଦ୍ୟାନ ହୋଇଥିବା ବେଳେ ଦେଶର ୧୦୭ତମ ସ୍ଥାନ ରେ ରହିଛି। ଶିମିଳିପାଳର ପଳପଳା ନଦୀର ଉତ୍ତର ଅବବାହିକାରୁ ଆରମ୍ଭ ହୋଇ ଦକ୍ଷିଣ କୁ କାଲିପାହାଡ ପାହାଡ଼…

ଶପଥ ନେଲେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ମନୋଜ ପରିଡ଼ା

ଭୂବନେଶ୍ୱର, ୨୬/୦୪ : ଆଜି ପୂର୍ବତନ ଆଇଏଏସ୍ ଅଧିକାରୀ ମନୋଜ କୁମାର ପରିଡ଼ା ମୁଖ୍ୟ ସୂଚନା ଆୟୁକ୍ତଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ ଭବନରେ ଶପଥ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସେହିପରି ପୂର୍ବତନ ଆଇପିଏସ୍ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ,…

ରାଜ୍ୟରେ ଗଠିତ ହେଲା ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ

ଭୂବନେଶ୍ୱର, ୨୬/୦୪ : ରାଜ୍ୟରେ ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ ଗଠିତ ହୋଇଛି । ଉଚ୍ଚ ନ୍ୟାୟାଳୟ ସହ ପରାମର୍ଶ ପରେ ରାଜ୍ୟ ସରକାର ଏହି କୋର୍ଟକୁ ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ…

କାଇମାଟି ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଗ୍ରାମବାସୀଙ୍କ ସ୍ପଷ୍ଟୋକ୍ତି

କାଇମାଟି ଫଟାୟତର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନେଇ ପଂଚାୟତର ଅଧିବାସୀମାନେ ଏହାକୁ ବିରୋଧ କରି, ଏହାଏକ ସଂପୂର୍ଣ ପ୍ରାୟୋଜିତ ଓ ଭିତିହୀନ ବୋଲି ପଂଚାୟତବାସୀମାନେ ଜିଲ୍ଲାପାଳଙ୍କ ଅନୁପ‌ସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା ଓ ଜିଲ୍ଲା ଆରକ୍ଷୀ…

ପୁଣି ହିନ୍ଦୋଳରେ ହାତୀ ଆତଙ୍କ, ଦନ୍ତା ଆକ୍ରମଣ ରେ ମହିଳା ମୃତ

ପୁଣି ହିନ୍ଦୋଳରେ ହାତୀ ଆତଙ୍କ, ଦନ୍ତା ଆକ୍ରମଣ ରେ ମହିଳା ମୃତ ହିନ୍ଦୋଳ :25/04/2025 ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବମ୍ପା ପଂଚାୟତ ର ବ୍ରାହ୍ମଣିଆ ପାଳ ଫରେଷ୍ଟ ବିଟ ଅଧିନସ୍ଥ ପଟାଳୁ ଗ୍ରାମର ସୁରତି ପ୍ରଧାନ 40ବର୍ଷ,ସ୍ୱାମୀ ଦର୍ଶନୀ ପ୍ରଧାନ…

ବିକାଶର ନଗ୍ନଚିତ୍ର-ହିନ୍ଦୋଳ ଏନଏସି ରେ ପାନୀୟଜଳ ପାଇଁ ରାସ୍ତାରୋକ

*ବିକାଶର ନଗ୍ନଚିତ୍ର-ହିନ୍ଦୋଳ ଏନଏସି ରେ ପାନୀୟଜଳ ପାଇଁ ରାସ୍ତାରୋକ*=( ସମାଧାନପାଇଁ ଉପଜିଲ୍ଲାପାଳଙ୍କ ପ୍ରତିଶୃତିପରେ ଧାରଣା ପ୍ରତ୍ୟାହୃତ) ହିନ୍ଦୋଳ-ପ୍ରଚଣ୍ଡ ରୌଦ୍ରତାପରେ ହାହାକାର ହୋଇଯାଇଛି ସମଗ୍ର ଓଡିଶା ଏବଂ ସେଥିରୁ ବାଦ ପଡ଼ିନାହିଁ ଢେଙ୍କାନାଳ ଜିଲ୍ଲାର ଚିରଅବହେଳିତ ହିନ୍ଦୋଳ ନିର୍ବାଚନମଣ୍ଡଳୀ ଏବଂ ହିନ୍ଦୋଳ ଏନଏସି।…

ସଂଯୁକ୍ତ କୃଷକ ସଂଗଠନ ତରଫରୁ ରୁ ରବି ଧାନ କିଣା ସମସ୍ୟା ର ସମାଧାନ ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ

“ସଂଯୁକ୍ତ କୃଷକ ସଂଗଠନ ତରଫରୁ ରୁ ରବି ଧାନ କିଣା ସମସ୍ୟା ର ସମାଧାନ ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ” ବରଗଡ:୨୫/୪(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଓଡ଼ିଶାର ଭାତ ହାଣ୍ଡି ଭାବେ ପରିଚିତ ହେଲେ ଜିଲ୍ଲା ରେ ଧାନ କିଣାବିକା…

ଢେ଼ଙ୍କାନାଳ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ଓ ଗାଇଡ ତରଫରୁ ଜଳଛତ୍ର

ଢେ଼ଙ୍କାନାଳ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ଓ ଗାଇଡ ତରଫରୁ ଜଳଛତ୍ର ଆଜି ଢେ଼ଙ୍କାନାଳ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ଓ ଗାଇଡ ତରଫରୁ ଜଳଛତ୍ର ଆୟୋଜିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ…

You missed