Month: June 2025

ଢେ଼ଙ୍କାନାଳ ୯ନମ୍ବର ୱାର୍ଡ ବନମାଳୀ ପ୍ରସାଦ ଠାରେ ୨୦୨୫ ରଜ ମହୋତ୍ସବ ଧୁମ ଧାମ ରେ ପାଳନ

ଢେ଼ଙ୍କାନାଳ ୯ନମ୍ବର ୱାର୍ଡ ବନମାଳୀ ପ୍ରସାଦ ଠାରେ ୨୦୨୫ ରଜ ମହୋତ୍ସବ ଧୁମ ଧାମ ରେ ପାଳନ କରାଯାଉଛି । ୧୫ ପ୍ରକାର ନୂଆ ଦୋଳି ଲାଗିଚି। ଝିଅ ଓ ବହୁ ମାନେ ଏହି ଦୋଳି ର ମଜା ନେଉଛନ୍ତି ।…

ପ୍ରିୟ କାର୍ଯ୍ୟାଳୟ ରେ ରଜ ମହୋତ୍ସବ ପାଳିତ

ପ୍ରିୟ କାର୍ଯ୍ୟାଳୟ ରେ ରଜ ମହୋତ୍ସବ ପାଳିତ ଆଜି ତା ୧୪. ୦୬.୨୦୨୫ ରିଖ ଶନିବାର ପବିତ୍ର ପହିଲି ରଜ ଉପଲକ୍ଷେ ଲାଉଲଇ ପଞ୍ଚାୟତ ସ୍ଥିତ ” ପ୍ରିୟ” କାର୍ଯ୍ୟାଳୟ ଭିକାରୀ ଓ ନିରାଶ୍ରୟ ପୁନର୍ବାସ କେନ୍ଦ୍ର ଠାରେ ରଜ ମହୋତ୍ସବ…

ଆଜି ପହିଲି ରଜ; ଉତ୍ସବମୁଖର ଗାଁରୁ ସହର

ରଜ ପର୍ବ ଓଡ଼ିଶାର ଏକ ଗଣପର୍ବ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରନ୍ତି । ତିନିଦିନ ଧରି ଏହା ପୁରପଲ୍ଲୀରେ ବେଶ୍ ଜାକଜମକରେ ପାଳିତ ହୁଏ । ଗାଁ ଗହଳୀର ଲୋକମାନେ ପାଲା, ଦାସକାଠିଆ,…

ଇସ୍ରାଏଲ ଉପରେ ୧୦୦ ମିଶାଇଲ ଆଟାକ କଲା ଇରାନ

ତେଲ ଅଭିଭ: ଇସ୍ରାଏଲ ଏବଂ ଇରାନ ଏବେ ମୁହାଁମୁହିଁ ସ୍ଥିତି। ମଧ୍ୟପ୍ରାଚ୍ୟରେ ପୁଣି ଥରେ ଆକାଶରୁ କ୍ଷେପଣାସ୍ତ୍ର ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଏବେ ଯୁଦ୍ଧରେ ପରିଣତ ହୋଇଛି। ଇସ୍ରାଏଲ-ଇରାନ ଯୁଦ୍ଧ ଏବେ ଇରାନ…

ଆସାମ-ବାଂଲାଦେଶ ସୀମାରେ ସାମ୍ପ୍ରଦାୟିକ ଉତ୍ତେଜନା, ଦୁର୍ବୃତ୍ତମାନଙ୍କୁ ଦେଖିବାମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

ଗ୍ବାହାଟୀ: ବାଂଲାଦେଶ ସୀମାବର୍ତ୍ତୀ ଧୁବ୍ରି ଜିଲ୍ଲାରେ ସାମ୍ପ୍ରଦାୟିକ ଉତ୍ତେଜନାକୁ ରୋକିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଉପଦ୍ରବକାରୀଙ୍କ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର; ରିହାତି ଦରରେ ରାସନ ସାମଗ୍ରୀ

ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର । ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ରିହାତି ଦରରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ’। ଚାଉଳ, ଅଟା, ଚିନି, ଲୁଣ, ଡାଲି ପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବ ।…

ଆସିଲା ବଡ ଖବର ; ବଢିଲା ଗୃହରକ୍ଷୀଙ୍କ ଭତ୍ତା, ଜାଣନ୍ତୁ କେବେ ଠାରୁ ହେବ ଲାଗୁ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୃହରକ୍ଷୀ ମାନଙ୍କ ଡ୍ୟୁଟି କଲ-ଅପ ଭତ୍ତା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ଦୈନିକ ଡ୍ୟୁଟି କଲ-ଅପ ଭତ୍ତା ୬୧୨ ଟଙ୍କାରୁ ୬୨୩ ଟଙ୍କାକୁ ବୃଦ୍ଧି ପାଇଛି ।…

୧୧ ଜିଲ୍ଲାରେ ୧୭ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

ରାଜ୍ୟ ସରକାର ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୧୭ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି। ୧୧ଟି ଜିଲ୍ଲାରେ ୧୭ଟି ପ୍ରକଳ୍ପ ନିର୍ମାଣ…

ଯାଜପୁରରେ ୮ଟି କଲେରା ପଜିଟିଭ୍ ଚିହ୍ନଟ ହୋଇଥିବା ସଙ୍କେତ

ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ଅଣାୟତ୍ତ ହେବା ସହ ଏହା ମଧ୍ୟରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ୪୧ଟି ନମୁନା ପରୀକ୍ଷଣ ପରେ ୮ ଜଣଙ୍କ ରିପୋର୍ଟ କଲେରା ପଜିଟିଭ୍ ଚିହ୍ନଟ ହୋଇଛି। ଏହା…

ହାତୀ ମାରିଲା ମଣିଷ, ମାଡ଼ ଖାଇଲେ ବନବିଭାଗ କର୍ମଚାରୀ

ହାତୀ ମାରିଲା ମଣିଷ, ମାଡ଼ ଖାଇଲେ ବନବିଭାଗ କର୍ମଚାରୀ କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ବଡ଼ବିଲ ବାନାଞ୍ଚଳ ଗୁଆଲି ପଞ୍ଚାୟତ କେନ୍ଦୁଢି ଗ୍ରାମରେ ଗତକାଲି ଗୋଠ ଛଡ଼ା ଦନ୍ତା ହାତୀ ଆକ୍ରମଣରେ ଦୁଇଜଣ ପ୍ରାଣ ହରାଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ…

You missed