ରାଜ୍ୟର ୧୦୦ରୁ ୧୫୦ ଗାଁ ହେବ ମହାପୁରୁଷ ଆଦର୍ଶ ଗାଁ; ରବି ନାଏକ
ରାଜ୍ୟର ୧୦୦ରୁ ୧୫୦ ଗାଁ ହେବ ମହାପୁରୁଷ ଆଦର୍ଶ ଗାଁ । ମହାପୁରୁଷ ଆଦର୍ଶ ଗାଁ କରିବ ପଞ୍ଚାୟତିରାଜ ବିଭାଗ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ସୂଚନା । ୯ରୁ ୧୦ଟି ବିଭାଗ ମିଳିତ ଭାବେ ଗାଁର ଉନ୍ନତି କରିବେ…
ରାଜ୍ୟର ୧୦୦ରୁ ୧୫୦ ଗାଁ ହେବ ମହାପୁରୁଷ ଆଦର୍ଶ ଗାଁ । ମହାପୁରୁଷ ଆଦର୍ଶ ଗାଁ କରିବ ପଞ୍ଚାୟତିରାଜ ବିଭାଗ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ସୂଚନା । ୯ରୁ ୧୦ଟି ବିଭାଗ ମିଳିତ ଭାବେ ଗାଁର ଉନ୍ନତି କରିବେ…
ମଣିପୁରରେ ପୁଣି ହିଂସାର ମାହୋଲ । ରାଜ୍ୟର ସ୍ଥିତି ବାବାଦରେ ଅବଗତ କରାଇବାକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ ସିଂ । ମୈତେଇ ସମ୍ପ୍ରଦାୟ ନେତା ଆରମବାଇ ଟେନଗୋଲଙ୍କ ଗିରଫ ପରେ ଅଶାନ୍ତ ହୋଇପଡିଛି ରାଜ୍ୟ…
ପ୍ରଥମ ଥର ହେବ ରଥ ଉପରେ ଦଧିବାମନଙ୍କ ସୁନାବେଶ ବରଗଡ:୯/୬(ପବିତ୍ର ମେହେର) ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲି ଧାମ ର ଆରାଧ୍ଯ ଦେବତା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ଆସନ୍ତା ଜୁନ ୨୭ ତାରିଖରେ ଅନୁଷ୍ଠିତହେବ।ଜୁଲାଇ ୫ ତାରିଖ ବାହୁଡା…
*ତାଳଚେର ଥର୍ମାଲ ରେ ବାଳିକା ସଶକ୍ତି କରଣ ଅଭିଯାନର ଉଦଯାପନ.* ତାଳଚେର – ଏନ୍ ଟି ପି ସି ତାଳଚେର ଥର୍ମାଲ ରେ ବିଗତ 4 ସପ୍ତାହ ଧରି ଚାଲୁଥିବା ବାଳିକା ସଶକ୍ତି କରଣ ଅଭିଯାନ କାର୍ଯକ୍ରମ ର ଉଦଯାପନ ସମାରୋହ…
ଡ଼ଃ ସୁନିତୀ ମିଶ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ତାଳଚେର, ୦୯/୦୬ ତାଳଚେର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଡ଼ଃ ସୁନିତ ମିଶ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ…
ଏନଟିପିସି, ଟିଟିପିଏସ୍ ପ୍ଲାଂଟରେ ଠିକା ନିଯୁକ୍ତି ପାଇଁ ଗଣଧାରଣା ତାଳଚେର, ୦୯/୦୬ ତାଳଚେର ବ୍ଳକ ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଆଜି ଟିଟିପିଏସରେ ନିଯୁକ୍ତି ଦାବିକରି ୩ନମ୍ବର ଫାଟକରେ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ଘଟଣାରୁ ପ୍ରକାଶ,…
ଖଣି କର୍ମଚାରୀଙ୍କୁ କଟୁରୀରେ ହାଣି ଲହୁଲୁହାଣ କଲେ ଦୃର୍ବୁତ ତାଳଚେର, ୦୯/୦୬ ତାଳଚେର ବ୍ଲକ ହିଙ୍ଗୁଳା ଥାନା ଅନ୍ତର୍ଗତ ନାତିଡ଼ି ଗ୍ରାମର ମିନକେତନ ଗଡ଼ନାୟକ ହିଙ୍ଗୁଳା ଖଣିରେ ନିଜର ଡ଼୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଏକ ନିକାଚଂନ ଜଙ୍ଗଲିଆ ରାସ୍ତାରେ…
ଭୂଅର୍ଜନ ଅଧିକାରୀ ଓ ଜମିହରାଙ୍କ ମିଳିତ ଅଭିଯୋଗ ଶୁଣାଣୀ ତାଳଚେର, ୦୯/୦୬ ମହାନଦୀ କୋଲଫିଲଡ଼ସ୍ ଲିମିଟେଡ଼ର ସ୍ୱତନ୍ତ୍ର ଭୂଅର୍ଜନ କାର୍ଯ୍ୟାଳୟ ପକ୍ଷରୁ ୪ର୍ଥ ପାଇଁ ମିଳିତ ଜମିହରା ପ୍ରଜାଙ୍କ ତାଳଚେର ଉପଜିଲ୍ଳାପାଳଙ୍କ ସଭାଗୃହ ଠାରେ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଶିବିର ଅନୁଷ୍ଠିତ…
ତାଳଚେର ଉପଖଣ୍ଡ ସ୍ତରୀୟ ଅବକାରୀ ସଚେତନତା ରଥର ଶୁଭାରମ୍ଭତାଳଚେର, ୦୯/୦୬ ଆଜି ପୂର୍ବାହ୍ଣରେ ତାଳଚେର ଉପଜିଲ୍ଳାପାଳ ସମୀର ଜେନା, ଗୋଷ୍ଠୀଉନ୍ନୟନ ଅଧିକାରୀ ସୁଶାନ୍ତ ବରାଳଙ୍କ ଦ୍ୱାରା ତାଳଚେର ଉପଖଣ୍ଡ ସ୍ତରୀୟ ଅବକାରୀ ସଚେତନ ରଥର ଶୁଭାରମ୍ଭ ହୋଇଯାଇଛି । ବେଆଇନ ଓ…
ସଦର ବ୍ଲକ୍ ଅନ୍ତର୍ଗତ ଆଦିମ ଜନଜାତି କୁଆଙ୍ଗ ସଂପ୍ରଦାୟର ଉନ୍ନତି ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ ସଦର ବ୍ଲକ୍ ଅନ୍ତର୍ଗତ ଆଦିମ ଜନଜାତି ଜୁଆଙ୍ଗ ଆଦିବାସୀମାନେ ବିଭିନ୍ନ ସମସ୍ୟା ନେଇ ସଦର ବ୍ଲକ୍ଠାରେ ହୋଇଥିବାଜନଶୁଣାଣି ଅଭିଯୋଗରେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ…