Month: June 2025

କାମ ର ମାସେ ନଯାଉଣୁ ପୂର୍ତ୍ତ ବିଭାଗ ରାସ୍ତା ଫାଟି ଆଁ,ରେକୁଟି ରାସ୍ତା ମଧ୍ୟ ନିର୍ମାଣ ନିମ୍ନ ମାନର ସାଙ୍ଗକୁ କାମକୁ ଚୋରା ମୋରମ ବ୍ୟବହୃତ ଅଭିଯୋଗ

କାମ ର ମାସେ ନଯାଉଣୁ ପୂର୍ତ୍ତ ବିଭାଗ ରାସ୍ତା ଫାଟି ଆଁ,ରେକୁଟି ରାସ୍ତା ମଧ୍ୟ ନିର୍ମାଣ ନିମ୍ନ ମାନର ସାଙ୍ଗକୁ କାମକୁ ଚୋରା ମୋରମ ବ୍ୟବହୃତ ଅଭିଯୋଗ ମହାବିରୋଡ଼ :ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାର ସମ୍ପ୍ରସାରଣ ହେଉଥିବା ବେଳେ ଏହାର ସଠିକ…

ସାପୁଆ ବାମ ପାର୍ଶ୍ୱ କେନାଲ କାର୍ଯ୍ୟ ଅତି ନିମ୍ନ ମାନର କରି ଯନ୍ତ୍ରୀ ଓ ଠିକାଦାର ମାଲେମାଲ

ସାପୁଆ ବାମ ପାର୍ଶ୍ୱ କେନାଲ କାର୍ଯ୍ୟ ଅତି ନିମ୍ନ ମାନର କରି ଯନ୍ତ୍ରୀ ଓ ଠିକାଦାର ମାଲେମାଲ ହିନ୍ଦୋଳ :09/06/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ନୂଆବଗ ଠାରୁ ଭକ୍ତପୁର ପର୍ଯ୍ୟନ୍ତ ଜଳସେଚନ ବିଭାଗ ଦ୍ୱାରା ଚାଲୁଥିବା ସାପୁଆ ବାମ ପାର୍ଶ୍ୱ କେନାଲ…

ଧର୍ମଗଡରେ ଅଧର୍ମ କାମକରି ଭିଜିଲାନ୍ସ ହାତରେ ଧରାପଡିଲେ ୨୦୨୧ ବ୍ୟାଚ୍ ଆଇଏଏସ୍ ଧୀମାନ ଚକମା

ଧର୍ମଗଡରେ ଅଧର୍ମ କାମକରି ଭିଜିଲାନ୍ସ ହାତରେ ଧରାପଡିଲେ ୨୦୨୧ ବ୍ୟାଚ୍ ଆଇଏଏସ୍ ଧୀମାନ ଚକମା ଧର୍ମଗଡରେ ଅଧର୍ମ କାମକରି ଭିଜିଲାନ୍ସ ହାତରେ ଧରାପଡିଲେ ଆଇଏଏସ୍ ଧୀମାନ ଚକମା l କଳାହାଣ୍ଡି ଜିଲ୍ଲା ଧର୍ମଗଡ 2021ବ୍ୟାଚ ଆଇ ଏ ଏସ ସବ-କଲେକ୍ଟର ଧୀମାନ…

୨୦୨୬ରେ ପଶ୍ଚିମବଙ୍ଗ-ତାମିଲନାଡୁରେ ସରକାର ଗଢିବ ବିଜେପି: ଅମିତ ଶାହା

ପଶ୍ଚିମବଙ୍ଗ ପରେ ପୁଣି ତାମିଲନାଡୁରେ ବିଜେପି ସରକାର ଗଢିବା ନେଇ ଦମ୍ଭୋକ୍ତି ଦେଖାଇଲେ ଶାହ । ମଦୁରାଇରେ ଏକ ଜନସଭାରେ ଖୋଲା ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି- ଆମେ ୨୦୨୫ରେ ଦିଲ୍ଲୀରେ ସରକାର ଗଢିଲୁ । ୨୦୨୬ରେ…

ସୀମାନ୍ତରେ ମାଓ ହିଂସା,ଜଣଙ୍କର ଗଳା କାଟି ହତ୍ୟା କଲେ ମାଓବାଦୀ

ଛତିଶଗଡ଼ ବିଜାପୁରରେ ପୁଣି ମାଓ ହିଂସା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୁଣି ଥରେ ମାଓ ହିଂସା ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲ୍‌ ବାହିନୀ । ଖବର…

ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ଉପରେ ଲାଗିଲା କଟକଣା

ପୂରୀ: ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଆଉ ଏହା ପରେ ଆରମ୍ଭ ହୋଇଯିବ ବିଶ୍ବ ପ୍ରସିଦ୍ଧ ରଥାଯାତ୍ରା । ଏହି ଅବସରରେ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ଉପରେ କଟକଣା ଜାରି ହୋଇଛି ।…

ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ରାଜଧାନୀରେ ହେବ ଗେଷ୍ଟ ହାଉସ୍‌

ଭୁବନେଶ୍ବର: ଭୁବନେଶ୍ବର ଆସୁଥିବା ପାଇଁ ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ଗେଷ୍ଟ ହାଉସ୍ । ରାଜସ୍ବ ମନ୍ତ୍ରୀ ସ‌ୁରେଶ ପୂଜାରୀ ରବିବାର ଏହି ସୂଚନା ଦେଇଛନ୍ତି। ମୋହନ ସରକାରଙ୍କ ଏହି ପଦକ୍ଷେପ କାର୍ଯ୍ୟରେ ପରିଣତ ହେଲେ ଅନ୍ୟ ଜିଲ୍ଲାରୁ ତଥା…

ଭାରତ ମଣ୍ଡପମ୍ ଭଳି ହେବ ଓଡ଼ିଶା ମଣ୍ଡପ; ସରିଛି ଜାଗା ଚିହ୍ନଟ: ପୃଥ୍ୱୀରାଜ ହରିଚନ୍ଦନ

ଭୂବନେଶ୍ବର: ନୂଆ ଢ଼ାଞ୍ଚାରେ ତିଆରି ହେବ ଲୋକସେବା ଭବନ ଓ ବିଧାନସଭା । ପୁରୁଣା ବିଲ୍ଡିଂର ରୂପରେଖ ବଦଳାଯିବା ନେଇ ବିଚାର ଚାଲିଥିବା ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେହିପରି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଭଳି ଓଡ଼ିଶାରେ…

ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ;୧୦ ଲକ୍ଷ ଲାଞ୍ଚ ନେବା ବେଳେ

କଳାହାଣ୍ଡି: ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। କଳାହାଣ୍ଡି ଜିଲାର ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା (ଆଇଏଏସ -୨୦୨୧ ବ୍ୟାଚ) ଜଣେ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଧରିଛି।…

ନବ ନିର୍ମାଣ କୃଷକ ସଂଘ ଓ ବରିଷ୍ଠ ନାଗରିକଙ୍କ ଗୋ-ମାତା ସେବା ପ୍ରସଙ୍ଗରେ ବୈଠକ

ନବ ନିର୍ମାଣ କୃଷକ ସଂଘ ଓ ବରିଷ୍ଠ ନାଗରିକଙ୍କ ଗୋ-ମାତା ସେବା ପ୍ରସଙ୍ଗରେ ବୈଠକ ଢେଙ୍କାନାଳ କୈବଲ୍ୟ ବଜାରସ୍ଥିତ ଦଧୁବାବନ ମଠ ଭାଗବତଜୀଉଙ୍କ ପ୍ରାଙ୍ଗଣରେ ପ୍ରହଲ୍ଲାଦ ସାହୁଙ୍କ ସଭାପତିତ୍ୱରେ ଗୋ-ମାତା ସେବା ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ…

You missed