ପୂରଣ ହେବ ୩୦୦ ଅଗ୍ନିଶମ ପଦବୀ: ମୁଖ୍ୟମନ୍ତ୍ରୀ
ଆହୁରି ୩୦୦ ଅଗ୍ନିଯୋଦ୍ଧା ପଦବି ପୂରଣ କରାଯିବ। ବିପର୍ଯ୍ୟୟ କ୍ଷେତ୍ରରେ କିଭଳି ଭଲ କାମ କରାଯିବ, ସେଥିପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି। ଅଗ୍ନିଶମ ସେବା ପାଇଁ ଅନ୍ତର୍ଜାତୀୟସ୍ତରରେ ଆମେ ସମ୍ମାନିତ ହୋଇଛୁ। ଅଗ୍ନିଯୋଧ୍ୟାମାନଙ୍କ ପ୍ରଶିକ୍ଷଣରେ କିଭଳି ଉନ୍ନତ…
