Month: August 2025

ଲାଞ୍ଚ ନେବା ମାମଲାରେ ପୂର୍ବତନ ସହକାରୀ ଇଞ୍ଜିନିୟରଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ

ବାଲେଶ୍ୱର: ଲାଞ୍ଚ ନେବା ମାମଲାରେ ପୂର୍ବତନ ସହକାରୀ ଇଞ୍ଜିନିୟରଙ୍କୁ ସଶ୍ରମ କାରାଦଣ୍ଡ। ମଙ୍ଗଳବାର ଦିନ ବାଲେଶ୍ୱରର ଏକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଲାଞ୍ଚ ଗ୍ରହଣ କରିବା ଅଭିଯୋଗରେ ଲିଫ୍ଟ ଇରିଗେସନ ଡିଭିଜନର ପୂର୍ବତନ ସହକାରୀ ଯନ୍ତ୍ରୀ (ଏଷ୍ଟିମେଟର) କୁମୁଦ ଚନ୍ଦ୍ର ପ୍ରଧାନଙ୍କୁ…

ଭାଙ୍ଗିଲା ମଞ୍ଚ, ଅଳ୍ପକେ ବର୍ତ୍ତିଲେ ରାଜ୍ୟପାଳ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏକ କାର୍ଯ୍ୟକ୍ରମ ସମୟରେ ସମ୍ଭାବ୍ୟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ରାଜ୍ୟପାଳ ହରି ବାବୁ କମଭମପତି। ସେ କାର୍ଯ୍ୟକ୍ରମସ୍ଥଳ ଛାଡିବାର କିଛି ମିନିଟ୍ ପରେ ମଞ୍ଚର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ପ୍ରବଳ ବର୍ଷା ମଧ୍ୟରେ ଏହି ଘଟଣା…

ସାମ୍ବାଦିକଙ୍କୁ ଧମକ ଦେବା ଅଭିଯୋଗରେ ପିଇଓ ଗିରଫ

ଯାଜପୁର: ସାମ୍ବାଦିକଙ୍କୁ ଧମକ ଦେବା ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଗିରଫ କରାଯାଇଛି।ଆବାସ ଯୋଜନା ତଦନ୍ତ ସମୟରେ ଅଧିକାରୀ ମଦ ପିଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଗିରଫ ଅଧିକାରୀ ଜଣକ ବିତନା ପିଇଓ ଶୁଶାନ୍ତ ସାହୁ ବୋଲି ଜଣାପଡି…

‘ରାଇଜିଂ ଓଡ଼ିଶା’ କନ୍‌କ୍ଲେଭରେ ମମତାଙ୍କ ଉପରେ ବର୍ଷିଲେ ମୋହନ

ଭୂବନେଶ୍ବର: ଏକ ଗଣମାଧ୍ୟମର ‘ରାଇଜିଂ ଓଡ଼ିଶା’ କନ୍‌କ୍ଲେଭରେ ଯୋଗଦେଇ ମମତାଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାଂଲାଦେଶୀଙ୍କୁ ପଶ୍ଚିମବଙ୍ଗର ବୋଲି ଦାବି କରୁଥିବା କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାର ରସଗୋଲାକୁ ବି ଦିନେ…

ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ

ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ ଲୋକସେବା ଭବନରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି । କମିିଶନର ଅଧ୍ୟକ୍ଷ ଡ. ଅରୁଣ କୁମାର…

ଜମ୍ମୁ-କାଶ୍ମୀର କିସ୍ତୱାଡ଼ା ପ୍ରଳୟ,ମୃତ୍ୟୁ ସଂଖ୍ୟା ୬୬କୁ ବୃଦ୍ଧି

ଜମ୍ମୁ କାଶ୍ମୀରରେ ଫ୍ଲାସଫ୍ଲଡ୍ ପରେ ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର । ଚାରି ଆଡ଼େ ଖାଲି ବିଭୀଷିକା ଆଉ ହାହାକାର । ଜମ୍ମୁ କାଶ୍ମୀରର କିସ୍ତୱାରରେ ଗୁରୁବାର ଦିନ ଚାରୋଟି ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା 66କୁ…

କପା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼, କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି

କଞ୍ଚା କପା ଆମଦାନୀ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । କପା ଆମଦାନୀ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ ଘୋଷଣା । କୃଷି ଭିତ୍ତିଭୂମି ଏବଂ ବିକାଶ ସେସ୍ (AIDC) ବି ସମ୍ପୂର୍ଣ୍ଣ ଛାଡ଼ । ଆଜିଠୁ ଆସନ୍ତା…

ଯୁଦ୍ଧ ଶେଷ କରିବା ଲାଗି ଏହି ପଦକ୍ଷେପ ନେବାକୁ ରାଜି ହେଲେ ୟୁକ୍ରେନ ରାଷ୍ଟ୍ରପତି

ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର୍ ଳେଲେନସ୍କି କହିଛନ୍ତି, ଯୁଦ୍ଧି ସମାପ୍ତ କରିବା ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ଙ୍କ ସହ ଏକାକୀ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଅଛନ୍ତି । କୌଣସି ସର୍ଭ ବିନା ଏହି ଆଲୋଚନାରେ ଅଂଶଗ୍ରହଣ କରିବେ ବୋଲି ଶ୍ରୀ…

ତାଳଚେରରେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତି ନିମାଣ କେବେ?

ତାଳଚେରରେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତି ନିମାଣ କେବେ? ତାଳଚେର, ୧୮/୦୮ ବରପୁତ୍ରଙ୍କୁ ଭୂଲିନଯାଇ ଉଚିତ ସମ୍ମାନ ଦେବା ସହ ସେମାନଙ୍କ ପ୍ରତିମୂର୍ତି ନିର୍ମାଣକୁ ପ୍ରଧାନ୍ୟ ଦେଇଛି ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ । ୨୦୨୫-୨୬ବର୍ଷରେ ବିଭାଗ ମୋଟ ୩୦ ବରପୁତ୍ରଙ୍କର…

ରାସ୍ତା କଡ଼ରେ ନାବାଳକ : ପେଟ ପାଇଁ ନାଟ!

ରାସ୍ତା କଡ଼ରେ ନାବାଳକ : ପେଟ ପାଇଁ ନାଟ! ତାଳଚେର, ୧୮/୦୮ ସରାକାର କେତେ କଣ ଯୋଜନା ପ୍ରଣୟନ କରୁଛନ୍ତି, ଏଥିପାଇଁ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଧଳାହାତୀ ମାନଙ୍କୁ ପୋଷା ଯାଉଛି । ବାବୁଭାୟା ମାନେ ଦରମା…

You missed