ସଞ୍ଜୀବ କୁମାର ନାଏକଙ୍କୁ ରେମୁଆଁ ଯୁବଜ୍ୟୋତି କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧନା
ସଞ୍ଜୀବ କୁମାର ନାଏକଙ୍କୁ ରେମୁଆଁ ଯୁବଜ୍ୟୋତି କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧନା ଶ୍ରୀ ସଞ୍ଜୀବ କୁମାର ନାଏକ, ବେସାମରିକ ପ୍ରତିରକ୍ଷା ସଂଗଠନ ତାଳଚେରରେ ସ୍ୱେଚ୍ଛାସେବୀ ଭାବେ ୧୯୯୧ ମସିହାରେ ଯୋଗଦାନ କରି ବିଗତ ୩୩ ବର୍ଷ ଧରି ନିଃସ୍ୱାର୍ଥପର ସେବା ପ୍ରଦାନ କରିଆସୁଛନ୍ତି…
