Month: August 2025

ସେପ୍ଟେମ୍ୱର ୨୮ ତାରିଖରୁ କଟକ ଦୁର୍ଗାପୂଜା ଆରମ୍ଭ

ସେପ୍ଟେମ୍ୱର ୨୮ ତାରିଖରୁ କଟକ ଦୁର୍ଗାପୂଜା ଆରମ୍ଭ । ଅକ୍ଟୋବର ୩ ତାରିଖରେ ଦୁର୍ଗାପୂଜା ଭସାଣୀ ଶୋଭାଯାତ୍ରା । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି । ଶାନ୍ତି ଶୃଙ୍ଖଳାରେ ପୂଜା ପାଳନ କରିବାକୁ ସହରବାସୀଙ୍କୁ ନିବେଦନ ।…

ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ଏକକାଳୀନ ୮ଟି ସ୍ଥାନରେ ଛାନ୍‌ଭିନ୍

ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ଭୁବନେଶ୍ୱର, ରାଉରକେଲା, ସୁନ୍ଦରଗଡ଼, ଅନୁଗୁଳ ଓ ଗଞ୍ଜାମର ୮ ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି…

ଛତିଶଗଡ଼ ସୀମାନ୍ତ ବିଜାପୁରରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ;ଜଣେ ଯବାନ ସହିଦ, ୩ ଜଣ ଗୁରୁତର

ଛତିଶଗଡ଼ ବିଜାପୁରରେ ଆଇଇଡି ବିସ୍ଫୋରଣ । ପୁଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ଏହା ସହ ୩ ଜଣ ଯବାନ ଆହତ ହୋଇଛନ୍ତି । କମ୍ବିଂ ବେଳେ ନ୍ୟାସନାଲ ପାର୍କ ନିକଟରେ ମାଓବାଦୀ…

ରୁଙ୍ଗଟା କମ୍ପାନୀ ବିରୋଧରେ ମାଳମାଳ ଅଭିଯୋଗ ଆଞ୍ଚଳିକ ପ୍ରଶାସନ ସାଜିଛନ୍ତି ନିଦାବିଷ୍ଣୁ

ରୁଙ୍ଗଟା କମ୍ପାନୀ ବିରୋଧରେ ମାଳମାଳ ଅଭିଯୋଗ ଆଞ୍ଚଳିକ ପ୍ରଶାସନ ସାଜିଛନ୍ତି ନିଦାବିଷ୍ଣୁ। କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ଗଢି ଉଠିଛି। କିନ୍ତୁ ଏହି ଖଣି କମ୍ପାନୀ କତୃପକ୍ଷଙ୍କ…

ନାଲକୋରେ ଆଦର୍ଶ ଡ୍ୟାନ୍ସ ଏକାଡେମୀ ର ବାର୍ଷିକ କ୍ରୀଡା ଉତ୍ସବ ପାଳନ

ନାଲକୋରେ ଆଦର୍ଶ ଡ୍ୟାନ୍ସ ଏକାଡେମୀ ର ବାର୍ଷିକ କ୍ରୀଡା ଉତ୍ସବ ପାଳନ ଅନୁଗୋଳ:ନାଲକୋରେ ଆଦର୍ଶ ଡ୍ୟାନ୍ସ ଏକାଡେମୀ ର ବାର୍ଷିକ କ୍ରୀଡା ଉତ୍ସବ ଶନିବାର ସନ୍ଧ୍ୟାରେ ଡ୍ୟାନ୍ସ ଟ୍ରେନର ଲଳିତ ରଞ୍ଜନ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ…

କାରକୁ ଧକ୍କା ଦେଲା ହାଇୱ।, ଚାରି ଗୁରୁତର ଅବସ୍ଥାରେ ଚିକିତ୍ସିତ

କାରକୁ ଧକ୍କା ଦେଲା ହାଇୱ।, ଚାରି ଗୁରୁତର ଅବସ୍ଥାରେ ଚିକିତ୍ସିତ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଥାନା ଅନ୍ତର୍ଗତ ରେ ଅଜଣା ଗାଡି ଧକ୍କା ରେ ଚାରିଜଣ ଗୁରୁତର ଆହତ। କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ୫୨୦ ନମ୍ବର୍…

କଂଗ୍ରେସର ଟାର୍ଗେଟ ୨୦୨୯ : ଓଡ଼ିଶା ଦଖଲ ପାଇଁ ଅଣ୍ଟାଭିଡ଼ିଲା କଂଗ୍ରେସ

ଭୂବନେଶ୍ୱର ୧୭/୦୮ : କଂଗ୍ରେସର ଟାର୍ଗେଟ ୨୦୨୯ । ଓଡ଼ିଶା ଦଖଲ କରୁଛି ନୂଆ ରଣନୀତି । ୨୦୨୪ ନିର୍ବାଚନରେ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ନେଇ ବସିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ କଂଗ୍ରେସ ରାଜ୍ୟ…

ତାରା ବାହିନୀପତିଙ୍କୁ ମାଡ଼ ଘଟଣା : ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୭/୦୮ : ଆକ୍ରମଣର ଶିକାର ହୋଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ପୂର୍ବ ବିବାଦକୁ କେନ୍ଦ୍ର କରି ବିଧାୟକଙ୍କୁ ମାଡ଼ ମାରିଛନ୍ତି କୋରାପୁଟ ଖଲାସି ସଂଘର ପୂର୍ବତନ ସଭାପତି କୃଷ୍ଣ କୁଲଦୀପ । ବିଧାୟକଙ୍କ ପିଏସ୍ ଏବଂ ସହଯୋଗୀଙ୍କ…

କିସ୍ତୱାରରେ ବାଦଲଫଟା ବର୍ଷା; ଓଡ଼ିଶା ସିଆଇଏସଏଫ ଯବାନଙ୍କ ମୃତ୍ୟୁ

ଭୂବନେଶ୍ୱର: ଅଗଷ୍ଟ ୧୪ରେ ଜମ୍ମୁ ଓ କାଶ୍ମୀରର କିସ୍ତୱାର ଅଞ୍ଚଳରେ ହୋଇଥିବା ଏକ ବଡ଼ ଧରଣର ବାଦଲଫଟା ବର୍ଷା ଯୋଗୁଁ ଓଡ଼ିଶାର ଜଣେ ସିଆଇଏସଏଫ ଯବାନଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଢେଙ୍କାନାଳର ପରଜଙ୍ଗ ଥାନା ଅନ୍ତର୍ଗତ ମାଣିକମାରା ଗ୍ରାମର ମନୋଜ…

ଯୌତୁକ ପାଇଁ ମହିଳାଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ମୃତକଙ୍କ ସ୍ବାମୀ ଅଟକ

ଢେଙ୍କାନାଳ : ଯୌତୁକ ପାଇଁ ହତ୍ୟା ଅଭିଯୋଗ । ମହିଳାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କଲେ ପରିବାର । ଢେଙ୍କାନାଳ ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ପୂଜା ପାତ୍ର ।…

You missed