Month: August 2025

ପୁଣି ଅସୁସ୍ଥ ହେଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ଘରୋଇ ହସ୍ପିଟାଲରେ ଭର୍ତ୍ତି ସୂଚନା

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣି ଥରେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବୀନ ପଟ୍ଟନାୟକଙ୍କର ଚିକିତ୍ସା ଡାକ୍ତର ଆଲୋକ ପାଣିଗ୍ରାହୀ କରୁଛନ୍ତି। ତାଙ୍କୁ ଡିହାଇଡ୍ରେସନ ହୋଇଥିବା ସୂଚନା ମିଳିଛି।…

ସି.ପି ରାଧାକ୍ରିଷ୍ଣନ ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ

ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା NDA, ସି.ପି ରାଧାକ୍ରିଷ୍ଣନ ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ । ଘୋଷଣା କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ମହାରାଷ୍ଟ୍ର ରାଜ୍ୟପାଳ ଅଛନ୍ତି ସି.ପି ରାଧାକ୍ରିଷ୍ଣନ । ତାମିଲନାଡୁର ପୂର୍ବତନ ବିଜେପି ସଭାପତି ଭାବେ…

ଯାଦବ ପରିବାର କଳାହାଣ୍ଡି ତରଫରୁ ନନ୍ଦ ଉତ୍ସବ ପାଳନ

ଯାଦବ ପରିବାର କଳାହାଣ୍ଡି ତରଫରୁ ନନ୍ଦ ଉତ୍ସବ ପାଳନ ଭବାନୀପାଟଣା : ଆଜି ଯାଦବ ପରିବାର କଳାହାଣ୍ଡି ତରଫରୁ ସ୍ଥାନୀୟ ଟାଉନ ହଲ ଠାରେ ମହାସମାରୋହ ରେ ନନ୍ଦ ଉତ୍ସବ ପାଳନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଫେନ୍ସି ଡ୍ରେସ,ଭଜନ ସଂନ୍ଧ୍ୟା…

ଶାଶ୍ଵତ ସଙ୍ଗୀତ ଶ୍ରୀମଦ୍ଭାଗବଦ୍ ଗୀତା ପୁସ୍ତକ ଲୋକାର୍ପିତ

ଶାଶ୍ଵତ ସଙ୍ଗୀତ ଶ୍ରୀମଦ୍ଭାଗବଦ୍ ଗୀତା ପୁସ୍ତକ ଲୋକାର୍ପିତ ଭବାନୀପାଟଣା,୧୭/୦୮: ଶ୍ରୀମତୀ ସ୍ନେହଲତା ଷଡ଼ଙ୍ଗୀଙ୍କ ରଚିତ ପୁସ୍ତକ “ଶାଶ୍ଵତ ସଙ୍ଗୀତ ଶ୍ରୀମଦ୍ଭାଗବଦ୍ ଗୀତା” ଲୋକାର୍ପିତ ହୋଇଛି। ସ୍ଥାନୀୟ ସତ୍ୟସାଇ ବିଦ୍ୟା ମନ୍ଦିରରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଭବାନୀପାଟଣା ଚିନ୍ମୟ ମିଶନର ମୁଖ୍ୟ ସ୍ବାମୀ…

ନିର୍ଣ୍ଣୟ ହେଲା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ନୂଆଁଖାଇ ଲଗ୍ନ ସମୟ

ନିର୍ଣ୍ଣୟ ହେଲା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ନୂଆଁଖାଇ ଲଗ୍ନ ସମୟ ଭଟଲି (ଅଭିମନ୍ୟୁ ପଧାନ) :-ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବରେ ପରିଚିତ ପବିତ୍ର ଭଟଲି ଧାମର ଦଧିବାମନ ମହାପ୍ରଭୁଙ୍କ ନୂଆଁଖାଇ ଲଗ୍ନ ନିରୁପଣ କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା…

ଭାରତ ଆସିବେ ମହାକାଶ ହିରୋ ଶୁଭାଂଶୁ ଶୁକ୍ଲା

ଲକ୍ଷ୍ନୌର ଗର୍ବ ଏବଂ ଦେଶର ମହାକାଶ ନାୟକ ଶୁଭାଂଶୁ ଶୁକ୍ଳା ଖୁବ୍ ଶୀଘ୍ର ଭାରତ ଫେରିବାକୁ ଯାଉଛନ୍ତି। ସେ ଅଗଷ୍ଟ ୧୭ରେ ଦିଲ୍ଲୀରେ ପହଞ୍ଚିବେ ଏବଂ ୨୫ରେ ଲକ୍ଷ୍ନୌ ଯିବେ। ସେ ଲକ୍ଷ୍ନୌ ଫେରୁଥିବା ଖବର ଆସିବା ମାତ୍ରେ ରାଜଧାନୀରେ ପ୍ରବଳ…

ଆଜି ସନ୍ଧ୍ୟା ୬ଟାରେ ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବୈଠକ; ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଉପରେ ହୋଇପାରେ ଚୂଡ଼ାନ୍ତ

ଆଜି ସନ୍ଧ୍ୟା ୬ଟାରେ ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବୈଠକ । ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଉପରେ ହୋଇପାରେ ଚୂଡ଼ାନ୍ତ ଆଲୋଚନା। ଆସନ୍ତା ୨୧ ତାରିଖରେ ନାମାଙ୍କନ ଦାଖଲ କରିବେ ଏନଡିଏ ପ୍ରାର୍ଥୀ । NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ…

ଯଦି ଭାରତ ପ୍ରତିଟି କ୍ଷେତ୍ରରେ ମଜବୁତ ହୋଇଯିବ ତେବେ ଦୁନିଆ ନିଶ୍ଚିତ ଭାବେ ଆମ କଥା ଶୁଣିବ’

କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଭାରତକୁ ଏକ ମହାଶକ୍ତି ଏବଂ ବିଶ୍ୱ ଗୁରୁ ଦର୍ଶାଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯଦି ଭାରତ ପ୍ରତିଟି କ୍ଷେତ୍ରରେ ମଜବୁତ ହୋଇଯିବ ତେବେ ଦୁନିଆ ନିଶ୍ଚିତ…

୧୨ ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିସ ଜାରି, ଏହି ଜିଲ୍ଲାର ସହର ହେବ ବିଜ୍ଞାପିତ ଅଞ୍ଚଳ ପରିଷଦ

୧୨ ନୂଆ ଏନଏସି ପାଇଁ ପ୍ରକାଶ ପାଇଲା ଡ୍ରାଫ୍ଟ ନୋଟିସ। ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା। ୧) ଅନୁଗୁଳଜିଲ୍ଲା ପାଳଲହଡ଼ା ୨) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ୩) ବାଲେଶ୍ୱର ଜିଲ୍ଲା ବସ୍ତା,ସିମୁଳିଆ ୪) ମୟୂରଭଞ୍ଜ ଜିଲ୍ଲା ବେତନଟୀ,…

ଆଜି ଅପରାହ୍ଣ ୩ଟାରେ ନିର୍ବାଚନ କମିଶନଙ୍କ ସାମ୍ୱାଦିକ ସମ୍ମିଳନୀ

ଆଜି ଅପରାହ୍ଣ ୩ଟାରେ ନିର୍ବାଚନ କମିଶନଙ୍କ ସାମ୍ୱାଦିକ ସମ୍ମିଳନୀ । ନୂଆଦିଲ୍ଲୀର ରାଷ୍ଟ୍ରୀୟ ମିଡ଼ିଆ କେନ୍ଦ୍ରରେ ପ୍ରେସ୍‌ମିଟ୍ ଆୟୋଜନ । ଗୁରୁତ୍ୱପୂର୍ଣ୍ଣ ଘୋଷଣା ସହ ନିର୍ବାଚନ ଅପଡେଟ୍‌ ସେୟାର୍ କରିପାରନ୍ତି । ଆଗାମୀ ନିର୍ବାଚନ ଓ ଭୋଟର ତାଲିକା ସଂଶୋଧନ ନେଇ…

You missed