Month: August 2025

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି, ପିଅନ ,୨୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଗଜପତି ସିଡିଏମ୍‌ଓ କାର୍ଯ୍ୟାଳୟର ବରିଷ୍ଠ କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ। ୨୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଗଦୀଶ ଓ ନିରଞ୍ଜନଙ୍କୁ ଧରିଲା ଭିଜିଲାନ୍ସ। ଜୁନିୟର ଡାକ୍ତର ପୋଷ୍ଟିଂ ପାଇଁ ନେଉଥିଲେ ଲାଞ୍ଚ। ନିରଞ୍ଜନଙ୍କ…

୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ କନିଷ୍ଠ କିରାଣୀକୁ ମାଡ଼ିବସିଲା ଭିଜିଲାନ୍ସ

ମହାକାଳପଡ଼ା ୧୪/୦୮ : ମହାକାଳପଡ଼ା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ର କନିଷ୍ଠ କିରାଣୀ ନାରାୟଣ ଲେଙ୍କା ଶିକ୍ଷକ ଙ୍କର ହାଉସିଂ ଲୋନ କାଗଜ ପତ୍ର ପ୍ରସ୍ତୁତି ପାଇଁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଥିବା ଖବର ମହାକାଳପଡ଼ା ଅଂଚଳରେ…

ଅନୁଗୋଳ ଜିଲ୍ଲାରେ “ନିଶା ମୁକ୍ତ ଅଭିଯାନ”ର ପଞ୍ଚମ ବାର୍ଷିକୀ ପାଳନ

ଅନୁଗୋଳ ଜିଲ୍ଲାରେ “ନିଶା ମୁକ୍ତ ଅଭିଯାନ”ର ପଞ୍ଚମ ବାର୍ଷିକୀ ପାଳନ ଅଦ୍ୟ ତା ୧୩ ।୦୮ ୨୦୨୫ ରିଖ (ବୁଧବାର‌), ଅନୁଗୋଳ ଜିଲ୍ଲା ପ୍ରଶାସନ ତରଫରୁ ସମଗ୍ର ଜିଲ୍ଲାରେ ନିଶା ମୁକ୍ତ ଭାରତ ଅଭିଯାନର ପଞ୍ଚମ ବାର୍ଷିକୀ ପାଳନ ଉପଲକ୍ଷେ ବିଭିନ୍ନ…

ଜ଼ିଲ୍ଲା ତାଲିମ କେନ୍ଦ୍ରଠାରେ ମୁଖ୍ୟ ଜ଼ିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା: ମଦନ ମୋହନ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ଔଷଧ ଓ ଯନ୍ତ୍ରପାତି ଯୋଗାଣ ପ୍ରକ୍ରିୟା ସମୀକ୍ଷା ବୈଠକ ଅନୁଷ୍ଠିତ

ଅନୁଗୁଳ – 13/08/2025 ଆଜି ଜ଼ିଲ୍ଲା ତାଲିମ କେନ୍ଦ୍ରଠାରେ ମୁଖ୍ୟ ଜ଼ିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା: ମଦନ ମୋହନ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ଔଷଧ ଓ ଯନ୍ତ୍ରପାତି ଯୋଗାଣ ପ୍ରକ୍ରିୟା ସମୀକ୍ଷା ବୈଠକ…

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଅନୁଗୁଳରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଅନୁଗୁଳରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆଜି ତା 13.08.25 ରିଖ ବୁଧବାରରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଆନୁକୂଲ୍ୟରେ ଭାରତ ସରକାର ଓ ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଆଧାରରେ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା…

ଜାଗ୍ରତ ଭାରତ ନ୍ୟୂଜ୍ ଚ୍ୟାନେଲ ର ଅଜିର ରାଶିଫଳ

।🌟 ଜାଗ୍ରତ ଭାରତ ନ୍ୟୂଜ୍ – ଆଜିର ରାଶିଚକ୍ର 🌟(ତାରିଖ: 14 ଅଗଷ୍ଟ 2025) 🌅 ଆଜିର ରାଶିଫଳ – 14 ଅଗଷ୍ଟ 2025 ♈ ମେଷ – କାମରେ ନୂତନ ସୁଯୋଗ ଆସିପାରେ, କିନ୍ତୁ ଅତ୍ୟଧିକ ତଡ଼ପାହଟ କରନ୍ତୁ ନାହିଁ।…

ଜୀ ସାର୍ଥକ ପ୍ରସ୍ତୁତ “ଓଡ଼ିଶାର ବେଷ୍ଟ ସିନେ ଷ୍ଟାର ର ଖୋଜ୍” ମଞ୍ଚରେ ଅତିଥି ବିଚାରକ ଭାବେ ମୁମ୍ବାଇର ବରିଷ୍ଠ ଅଭିନେତା ପୁନିତ ଇଶାର

ଜୀ ସାର୍ଥକରେ ଗତ ୯ ଅଗଷ୍ଟରୁ ପ୍ରସାରିତ ହେଉଥିବା ଓଡିଶାର ବଡ଼ ରିୟାଲିଟି ଶୋ’ ‘ଓଡ଼ିଶାର ବେଷ୍ଟ ସିନେ ଷ୍ଟାର ର ଖୋଜ୍’ ମଞ୍ଚରେ ମୁମ୍ବାଇ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ତଥା ଭାରତର ସବୁଠାରୁ ବଡ଼ ଧାରାବାହିକ ମହାଭାରତର ଦୁର୍ଯ୍ୟୋଧନ…

ଭବାନୀପାଟଣା ସହରରେ ହର ଘର ତିରଂଗା ଶୋଭାଯାତ୍ରା

ଭବାନୀପାଟଣା ସହର ରେ ହର ଘର ତିରଂଗା ଶୋଭାଯାତ୍ରା। ଭବାନୀପାଟଣା: ତା 13.8.2025 କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ହର ଘର ତିରଂଗା କାର୍ଯ୍ୟକ୍ରମ ରେ ଆଜି ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରୁ ଏକ ବିଶାଳ ତିରଂଗା ଶୋଭାଯାତ୍ରା ବାହାରି ଭବାନୀପାଟଣା…

ଶିଶୁଙ୍କ ସହିତ ମହିଳାଙ୍କୁ ସୁରକ୍ଷା ଦେବା ଆମ୍ଭମାନଙ୍କର ପ୍ରାଥମିକତା ନେଇ ଜିଲ୍ଲାପାଳଙ୍କ କକ୍ଷରେ ବୈଠକ

ସମାଜରେ ବସବାସ କରୁଥିବା ଶିଶୁକନ୍ୟା, ଶିଶୁ ଭ୍ରୁଣ ହତ୍ୟା ରୋକିବା ନିମନ୍ତେ ଓ ଶିଶୁଙ୍କ ସହିତ ମହିଳାଙ୍କୁ ସୁରକ୍ଷା ଦେବା ଆମ୍ଭମାନଙ୍କର ପ୍ରାଥମିକତା ବୋଲି ବୁଧବାର ଦିନ ଅନୁଗୁଳ ଜିଲ୍ଲାପାଳଙ୍କ କକ୍ଷ ଠାରେ ଏକ ବୈଠକ ଆୟୋଜନ ହୋଇଥିଲା। ଏହି ବୈଠକ…

ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହର ଉଦ୍ଜାପନୀ ଦିବସ ପାଳନ

14/08/2025 ଢେଙ୍କାନାଳ, ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହର ଉଦ୍ଜାପନୀ ଦିବସ ପାଳନ କରାଯାଇଥିଲା l ଏହି ଦିବସଟି ପାଳନ ଅବସରରେ ପିଲାମାନଙ୍କ ମଧ୍ୟରେ ସଂସ୍କୃତ ବକ୍ତୃତା, ଶ୍ଳୋକ ଆବୃତି ଆଦି ପ୍ରତିଯୋଗିତାମାନ କରାଯାଇ ବିଜେତାମାନଙ୍କୁ ପୁରସ୍କୃତ…

You missed