Month: August 2025

ଜିଲ୍ଲା ଦିଶା କମିଟି ବୈଠକ

ଜିଲ୍ଲା ଦିଶା କମିଟି ବୈଠକ ବିଭିନ୍ନ ଯୋଜନାରର ଅଗ୍ରଗତି ଓ ସଫଳତା ଉପରେ ସମୀକ୍ଷା ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଗୁରୁବାର ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା ସମିତି ସଭା (ଦିଶା)କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।କଳାହାଣ୍ଡି ଲୋକସଭା…

ତାଳଚେର ଷ୍ଟେସନରେ ମେମୋଟ୍ରେନ ପଂହଚିବାରେ ବିଳମ୍ବ ଜନ ଅସନ୍ତୋଷ ବୃଦ୍ଧି

ତାଳଚେର ଷ୍ଟେସନରେ ମେମୋଟ୍ରେନ ପଂହଚିବାରେ ବିଳମ୍ବ ଜନ। ଅସନ୍ତୋଷ ବୃଦ୍ଧି ତାଳଚେର, ୧୪/୦୮ ଟ୍ରେନ ନଂ-୬୮୪୨୨ ପୁରୀ ଅନୁଗୋଳ ମେମୋ ଟ୍ରେନ୍ ଦୈନିକ ତାଳଚେର ଷ୍ଟେସନରେ ବିଳମ୍ବରେ ପଂହଚୁଥିବାରୁ ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇ ଆନ୍ଦୋଳନର ଦାନାବାନ୍ଧୁଛି । ଏସମ୍ପର୍କରେ…

ଭୂଷିଡ଼ିବ ତାଳଚେର ରେଙ୍ଗାଳି ଦକ୍ଷିଣ କେନାଲକେନାଲ ହୁଡ଼ାରେ ମାଳମାଳ ଭାରୀଯାନ

ଭୂଷିଡ଼ିବ ତାଳଚେର ରେଙ୍ଗାଳି ଦକ୍ଷିଣ କେନାଲକେନାଲ ହୁଡ଼ାରେ ମାଳମାଳ ଭାରୀଯାନ ତାଳଚେର, ୧୪/୦୮ ସରକାର ଚାଷୀଙ୍କ ପାଇଁ ମହତ ଉଦ୍ଦେଶ୍ୟ ରଖି ବିଭିନ୍ନ ଜନକଲ୍ୟାଣ ଯୋଜନା ହାତକୁ ନେଉଥିବା ବେଳେ ଏହା ଅଣଦେଖା ଯୋଗୁଁ କେତେକ ଜାଗାରେ ସମ୍ପୂର୍ଣ୍ଣ ବିଫଳ ହେଉଛି…

ତାଳଚେରରେ ତ୍ରିରଙ୍ଗା ଶୋଭାଯାତ୍ରା

ତାଳଚେରରେ ତ୍ରିରଙ୍ଗା ଶୋଭାଯାତ୍ରା ତାଳଚେର, ୧୪/୦୮ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଯାଇଛି । କଲେଜର ଅଧ୍ୟକ୍ଷ ମେଜର ସୁବ୍ରତ ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି, ଜେଲରୋଡ଼, ବିରାଦରପଡ଼ା, ବଡ଼ବଜାର, ତାଳଚେର ଥାନା ରୋଡ଼, ଚିତ୍ରକୂଟ୍ଟବଜାର, ଫାଷ୍ଟଗେଟ୍…

ୱାର୍ 2 ଫିଲ୍ମ୍ ର ଶୁଭମୂହୁର୍ତ୍ତ ବଡ଼ବିଲ ଠାରେ ହୋଇଅଛି

ୱାର୍ 2 ଫିଲ୍ମ୍ ର ଶୁଭମୂହୁର୍ତ୍ତ ବଡ଼ବିଲ ଠାରେ ହୋଇଅଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ପିଯେ ମୁଭିଜ୍ ରେ ୱାର 2 ଫିଲ୍ମ୍ ର ଶୁଭ ମୂହୁର୍ତ୍ତ ଆୟୋଜିତ ହୋଇଯାଇଛି।…

ଡିସିସି ଇଂରାଜୀ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ପାଳନ

ଡିସିସି ଇଂରାଜୀ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ଢେଙ୍କାନାଳ : ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସିବିଏସଇ ବୋର୍ଡ ଆଧାରିତ ଡିସିସି ଇଂରାଜୀ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି l ପ୍ଲେ ସ୍କୁଲଟି ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଢେଙ୍କାନାଳ…

ମନରେଗା କାର୍ଯ୍ୟରେନିମ୍ନ ମାନର କାମକରି ସରକାରୀ ଟଙ୍କା ହରିଲୁଟ

ମନରେଗା କାର୍ଯ୍ୟରେନିମ୍ନ ମାନର କାମକରି ସରକାରୀ ଟଙ୍କା ହରିଲୁଟ ଗୋଲାମୁଣ୍ଡା/୧୪/୮/୨୫/କେନ୍ଦ୍ର ସରକାର ଓ ରାଜ୍ଯ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର କାମ ବିନିଯୋଗ କରି ଥିବା ବେଳେ ସଠିକ୍ ଭାବେ ସେହି କାର୍ଯ୍ୟ ସମ୍ପନ୍ନ ନ କରି ନିମ୍ନମାନର କାର୍ଯ୍ୟ…

ଚାଷୀମାନଙ୍କ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକମାନଙ୍କ ଆଲୋଚନା

*ଚାଷୀମାନଙ୍କ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକମାନଙ୍କ ଆଲୋଚନା* ବରଗଡ:୧୪/୮(ପବିତ୍ର ମେହେର) ବରଗଡ଼ ଜିଲ୍ଲାର ସମସ୍ତ ବିଧାୟକ ତଥା ଭଟଲି ବିଧାୟକ ଶ୍ରୀଯୁକ୍ତ ଇରାଶିଷ ଆଚାର୍ଯ୍ୟ,ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ମହାନନ୍ଦ, ବରଗଡ ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ ଷଡ଼ଙ୍ଗୀ ଏବଂ ବିଜେପୁର…

ବଡ଼ବିଲ ପୋଲିସ୍ ପ୍ରଶାସନ ପକ୍ଷରୁ ପୋଲିସ୍ ବନ୍ଧୁ କର୍ମଶାଳା ଆୟୋଜନ

ବଡ଼ବିଲ ପୋଲିସ୍ ପ୍ରଶାସନ ପକ୍ଷରୁ ପୋଲିସ୍ ବନ୍ଧୁ କର୍ମଶାଳା ଆୟୋଜନ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ସୟାବାଲି ସ୍ଥିତ ଜିନ୍ଦଲ ସ୍କୁଲ ପରିସରରେ ପୋଲିସ୍ ବନ୍ଧୁ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ…

ଓଡ଼ିଶା ବନ୍ଦ ପ୍ରସଙ୍ଗ : ହାଇକୋର୍ଟରେ ଜବାବ ଦାଖଲ କଲା କଂଗ୍ରେସ

ଭୂବନେଶ୍ୱର: ଏଫଏମ ଛାତ୍ରୀ ମୃତ୍ୟୁ ଘଟଣାରେ ଓଡିଶା ବନ୍ଦ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ୧୦୦ ପୃଷ୍ଠା ସମ୍ବଳିତ ଜବାବ ଦାଖଲ କଲା ରାଜ୍ୟ କଂଗ୍ରସ । ଜବାବରେ ଆନ୍ଦୋଳନକୁ ସଫଳ ଦର୍ଶାଇଛି କଂଗ୍ରେସ । ଆନ୍ଦୋଳନ…

You missed