Month: August 2025

ପୋଲିସ ମୋଟର ଟ୍ରାନ୍ସପୋର୍ଟରେ ଡ୍ରାଇଭର ନିଯୁକ୍ତି: ବୟସସୀମା ୪ ବର୍ଷ କୋହଳ

କଟକ,୮।୮: ଓଡ଼ିଶା ପୋଲିସ ମୋଟର ଟ୍ରାନ୍ସପୋର୍ଟ (ପିଏମ୍‌ଟି) ବିଭାଗରେ ଡ୍ରାଇଭର ନିଯୁକ୍ତି ପାଇଁ ଆଶାୟୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସରକାର ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୪ ବର୍ଷ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ ଆଡଭୋକେଟ୍…

ଦିଲ୍ଲୀ ଯିବେ ମୋହନ-ମନମୋହନ: ବଢ଼ିଲା ମନ୍ତ୍ରିମଣ୍ଡଳ ବଦଳ ଚର୍ଚ୍ଚା

ମୋଦୀ-ମୋହନଙ୍କ ଭେଟକୁ ମାସେ ପୂରିନି, ଏବେ ପୁଣିଥରେ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ବିଜେପି ରାଜ୍ୟ ମୁଖିଆ ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଯାହା ପରେ ଚର୍ଚ୍ଚା…

NDA ସଂସଦୀୟ ଦଳ ବୈଠକରେ ଅପରେଶନ ସିନ୍ଦୂରକୁ ନେଇ ମୋଦିଙ୍କୁ କରାଗଲା ସମ୍ମାନୀତ, ପହଲଗାମ ମୃତକଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ସଂସଦର ମୌସୁମୀ ଅଧିବେଶନ ଜାରି ରହିଛି। ମଙ୍ଗଳବାର ଅଧିବେଶନର ୧୨ତମ ଦିନ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଏପର୍ଯ୍ୟନ୍ତ ଉଭୟ ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତଥାପି, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେଶନ ସିନ୍ଦୂର ଉପରେ ଦୁଇ ଦିନ ଧରି ଆଲୋଚନା…

କାଶ୍ମୀରରେ ୨୫ଟି ପୁସ୍ତକ ଉପରେ ଲାଗିଲା ପ୍ରତିବନ୍ଧକ: ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭଯୋଗ

ଜମ୍ମୁ କାଶ୍ମୀର ପ୍ରଶାସନ ବୁଧବାର ଦିନ ୨୫ଟି ପୁସ୍ତକର ପ୍ରକାଶନ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି। ସରକାର କହିଛନ୍ତି ଯେ, ଏହି ପୁସ୍ତକଗୁଡ଼ିକ ମିଥ୍ୟା ଅପପ୍ରଚାର କରେ, ଯୁବପିଢ଼ିଙ୍କୁ ଉତ୍ତେଜିତ କରେ ଏବଂ ଆତଙ୍କବାଦଙ୍କ ମହିମାମଣ୍ଡନ କରେ।…

ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ପରେ ମଜବୁତର ସହ ଗତି କରୁଛି ଭାରତୀୟ ମୁଦ୍ରା: ଡଲାର ତୁଳନାରେ ବୃଦ୍ଧି ପାଇଲା ଟଙ୍କା

ନୁଆଦିଲ୍ଲୀ : ଗୋଟିଏ ଦିନ ପୂର୍ବରୁ ଭାରତୀୟ ରପ୍ତାନିକାରୀଙ୍କ ଉପରେ ଶୁଳ୍କ ହାର ବୃଦ୍ଧି କରାଯିବା ସତ୍ତ୍ୱେ ଆଜି ବଜାର ଖୋଲିବା ମାତ୍ରେ ଭାରତୀୟ ଟଙ୍କା ନିର୍ଭୀକ ଏବଂ ଦୃଢ଼ ଭାବରେ ଆମେରିକୀୟ ଡଲାର ତୁଳନାରେ ଛିଡ଼ା ହୋଇଥିଲା। ଯଦିଓ ଷ୍ଟକ୍…

ଓଡ଼ିଆରେ ନାମ ଫଳକ ବାଧ୍ୟତାମୂଳକ : ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର, ୦୮/୦୮ : ଓଡିଶାରେ ଓଡ଼ିଆରେ ବାଧ୍ୟତାମୂଳକ ହେଲା ନାମ ଫଳକ। ଯେକୌଣସି ଛୋଟ ହେଉ କି ବଡ଼ ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନେମ୍ ପ୍ଲେଟ୍ ବାଧ୍ୟତାମୂଳକ କଲେ ସରକାର। ଓଡିଆରେ ନାମଫଳକ ନଲେଖିଲେ ଦେବାକୁ ପଡ଼ିବ…

ଏଣିକି ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗିବ ଅଭଢା ଦର

ଭୂବନେଶ୍ୱର, ୦୮/୦୮ : ଏଣିକି ଶ୍ରୀମନ୍ଦିରରେ ମହାପ୍ରସାଦ କିଣିବା ବେଳେ ଆଉ ଠକାମୀର ଶିକାର ହେବେ ନାହିଁ ଭକ୍ତ । ଶୁଖିଲି ଭୋଗ ଓ ଅବଢ଼ା ମହାପ୍ରସାଦ ପୃଥକ ପୃଥକ ସ୍ଥାନରେ ବିକ୍ରି ହେବ। ଅବଢ଼ା ମହାପ୍ରସାଦ ନିକଟରେ ଏଣିକି ଖଜା…

ମାଧୁରୀ ଦିକ୍ଷିତ ହେଲେ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡଆମ୍ବାସଡର୍

ଭୂବନେଶ୍ଵର, ୦୮/୦୮ : ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ଓଡ଼ିଶା ହସ୍ତତନ୍ତ ଶିଳ୍ପର ବ୍ରାଣ୍ଡ୍ ଆମ୍ବାସଡର୍ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆୟୋଜିତ ଏକତା କାର୍ଯ୍ୟକ୍ରମ ଅବସରରେ ଏହି ଘୋଷଣା କରିଛନ୍ତି । ମାଧୁରୀ ଆଗାମୀ ଏକ…

ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ମର୍ଦ୍ଦରାଜଙ୍କ ପରଲୋକ

ଭୂବନେଶ୍ୱର, ଅଗଷ୍ଟ ୮ : ପୂର୍ବତନ ଉପବାଚସ୍ପତି ଓ ମନ୍ତ୍ରୀ ତଥା ଖଣ୍ଡପଡ଼ା ଗଡ଼ର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କର ବୁଧବାର ବିଳମ୍ବିତ ରାତିରେ ପରଲୋକ ପରଲୋକ ହୋଇଯାଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୭୦ ବର୍ଷ ବୟସରେ…

ନାଲକୋ ଆର୍ଥିକ ବର୍ଷ ୨୦୨୫ – ୨୬ ର ପ୍ରଥମ ତ୍ରୈମାସିକ ଫଳାଫଳ : ୭୭% ଅଭିବୃଦ୍ଧି ସହ ୧୦୬୪ କୋଟି ଟଙ୍କାର ନିଟ ଲାଭ

ଭୂବନେଶ୍ୱର, ୮/୮ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ତଥା ଦେଶର ଅଗ୍ରଣୀ ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦକ ଏବଂ ରପ୍ତାନିକାରୀ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼ (ନାଲକୋ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୫-୨୬ ର…

You missed