Month: September 2025

୫୬ ବର୍ଷ ର ପରମ୍ପରା: କଳସ ଯାତ୍ରାରୁ ଆରମ୍ଭ ହେଲା ବାଲିଗୁଡାର ପ୍ରସିଦ୍ଧ ନବରାତ୍ର ଦୂର୍ଗାପୂଜା

୫୬ ବର୍ଷ ର ପରମ୍ପରା: କଳସ ଯାତ୍ରାରୁ ଆରମ୍ଭ ହେଲା ବାଲିଗୁଡାର ପ୍ରସିଦ୍ଧ ନବରାତ୍ର ଦୂର୍ଗାପୂଜା ବାଲିଗୁଡା, (ସୁଶୀଳ କୁମାର ପାଣିଗ୍ରାହୀ): ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ…

ଢେଙ୍କାନାଳ: ଦେଉଳ ସାହି ଯୁବୁଲି ଟାଉନ୍ ସ୍ଥିତ ମା କନକ ଦୂର୍ଗାଙ୍କ ମନ୍ଦିର ରେ ଆଜି ଠାରୁ ଶାରଦୀୟ ନବ ରାତ୍ରି ପୂଜା ଆରମ୍ଭ

ଢେଙ୍କାନାଳ: ଦେଉଳ ସାହି ଯୁବୁଲି ଟାଉନ୍ ସ୍ଥିତ ମା କନକ ଦୂର୍ଗାଙ୍କ ମନ୍ଦିର ରେ ଆଜି ଠାରୁ ଶାରଦୀୟ ନବ ରାତ୍ରି ପୂଜା ଆରମ୍ଭ ହୋଇଯାଇଛି। ସକାଳୁ ମଙ୍ଗଳ ଆଳତି, ମହାସ୍ନାନ ,ନୂତନ ବସ୍ତ୍ର , ବିଭିନ୍ନ ପ୍ରକାର ଫୁଲ,ଭୋଗ ଲାଗି…

ଢ଼େଙ୍କାନାଳ: କୁଞ୍ଜ କାନ୍ତ ଠାରେ ମା ବନ ଦୁର୍ଗା ଙ୍କ ପୀଠ ରେ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ

ଢ଼େଙ୍କାନାଳ: କୁଞ୍ଜ କାନ୍ତ ଠାରେ ମା ବନ ଦୁର୍ଗା ଙ୍କ ପୀଠ ରେ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି। ସକାଳୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ପ୍ରକାର ଫୁଲ ହାର ,ବିଭିନ୍ନ ପ୍ରକାରର ଭୋଗ ଲାଗି ହେବ।…

ଦ୍ଵାରୀ କାଶିପାଲି ଦୁର୍ଗା ମନ୍ଦିରରେ କଳସ ଯାତ୍ରା ଅନୁଷ୍ଠିତ

ଦ୍ଵାରୀ କାଶିପାଲି ଦୁର୍ଗା ମନ୍ଦିରରେ କଳସ ଯାତ୍ରା ଅନୁଷ୍ଠିତ ଭଟଲି (ଅଭିମନ୍ୟୁ ପଧାନ):- ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ଦ୍ବାରୀ ଗ୍ରାମ ପଞ୍ଚାୟତରେ ଥିବା କାଶିପାଲି ଦୁର୍ଗା ମନ୍ଦିରରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏହି କଳସ ଯାତ୍ରା ରେ କଲମୀ…

ହୁଳହୁଳିରେ କମ୍ପିଲା ବଅଁରପାଳ ବ୍ଲକ ପରିସରରେ ଛଅ ଦଫା ଦାବିରେ ଜି.ପି.ଏମ.ଏଫ୍ କର୍ମୀ ଙ୍କ ଧାରଣା

ହୁଳହୁଳିରେ କମ୍ପିଲା ବଅଁରପାଳ ବ୍ଲକ ପରିସରରେ ଛଅ ଦଫା ଦାବିରେ ଜି.ପି.ଏମ.ଏଫ୍ କର୍ମୀ ଙ୍କ ଧାରଣା ଅନୁଗୋଳ- ଅନୁଗୋଳ ଜିଲ୍ଲା ର ବଅଁରପାଳ ବ୍ଲକ ସମେତ ସମସ୍ତ ୮ ଟି ବ୍ଲକ ସମ୍ମୁଖରେ ଆଜି ପୂର୍ବାହ୍ନ ୯ ଘଟିକା ଠାରୁ ଜି.ପି.ଏମ.ଏଫ୍…

କେନ୍ଦ୍ରୀୟ ଡେପୁଟେସନରେ ରାଜ୍ୟର ୨୫ IAS ଓ ୨୮ IPS ଅଧିକାରୀ

କେନ୍ଦ୍ରୀୟ ଡେପୁଟେସନରେ ରାଜ୍ୟର ୨୫ IAS ଓ ୨୮ IPS ଅଧିକାରୀ । ୨୪୮ IAS ପଦବୀ ସଂଖ୍ୟାରୁ ଖାଲି ରହିଛି ୪୫ ପଦବୀ। ମଞ୍ଜୁରୀ ପ୍ରାପ୍ତ ୧୯୫ IPS ପଦବୀରୁ ଖାଲି ରହିଛି ୬୬ ପଦବୀ । ୨୨୪୮ OAS…

ବିଧାନସଭା ଆରମ୍ଭରୁ ଆଜି ବି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ; ଗୃହକୁ ୪ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି

ବିଧାନସଭା ଆରମ୍ଭରୁ ଆଜି ବି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି। ପ୍ଲାକାର୍ଡ, ପୋଷ୍ଟର ଧରି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ । ଗୃହକୁ ୪ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି । Post…

ବ୍ରହ୍ମପୁର ବଦଳରେ ଝାରସୁଗୁଡାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ !

ଵର୍ଷା ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡିଶା ଗସ୍ତର ସୂଚୀ ବଦଳିପାରେ ବ୍ରହ୍ମପୁର ବଦଳରେ ଅନ୍ୟ କେଉଁଠି କାର୍ଯ୍ୟକ୍ରମ ହୋଇପାରେ। ୨୭ ତାରିଖରେ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ସେବା ପକ୍ଷ ଅବସରରେ ସେ ସରକାରଙ୍କର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତେ…

ଭୂମିକମ୍ପରେ ଥରିଲା ବାଂଲାଦେଶ,ରିକ୍ଟର ସ୍କେଲରେ ତୀବ୍ରତା ୪

ରବିବାର ବାଂଲାଦେଶରେ ୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ଏବଂ ମେଘାଳୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ସେମାନେ କହିଛନ୍ତି ଯେ ବାଂଲାଦେଶ ସହିତ ମେଘାଳୟ ସୀମା ନିକଟରେ ସକାଳ ୧୧:୪୯ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେ କହିଛନ୍ତି…

ଆଜିର ବିଶେଷ ରାଶିଫଳ 🌸✨ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି

✨🌸 ଆଜିର ବିଶେଷ ରାଶିଫଳ 🌸✨ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି: ମେଷ (Aries):ଆଜି ଆପଣଙ୍କ ପାଇଁ ସୁଯୋଗର ଦିନ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। 🔹 ଶୁଭ ରଙ୍ଗ: ଲାଲ 🔹 ଶୁଭ ସଂଖ୍ୟା: 9 🔹 ଶୁଭ ସମୟ: ପୁର୍ବାହ୍ନ 9:30…

You missed