Month: September 2025

କେନ୍ଦୁଝର ଜିଲ୍ଲାରେ ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ମୃତ

କେନ୍ଦୁଝର ଜିଲ୍ଲାରେ ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ମୃତ। କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ। ଦନ୍ତା ହାତୀ ଆକ୍ରମଣରେ ପୁଣି ଜଣେ ମୃତ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ରେ ଘଟିଛି…

ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର

ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲେବେ ସରକାର । ୭୦ ଗୋଟି ବନ୍ଦ ଥିବା ମଦ ଦୋକାନ ଖୋଲିବାକୁ ବିଭାଗ ତରଫରୁ ଦିଆଯାଇଛି ଅନୁମତି । ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା…

ସଇଡ଼ା ସ୍କୁଲରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

ସଇଡ଼ା ସ୍କୁଲରେ ପରିବେଶ ସଚେତନତା କାର୍ଯ୍ୟକ୍ରମ କୁଚିଣ୍ଡା:୧୮/୯: ସଇଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ କବୀ ଝରଣା ମିଶ୍ର ଙ୍କ ସଭାପତିତ୍ବରେ ପରିବେଶ ସଚେତନତା ସଭା , ଶୋଭାଯାତ୍ରା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି…

ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି

ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି। ଏଥିରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗ୍ରାମର ମୁଖିଆ ତଥା ଅନ୍ୟ ଜନ ପ୍ରତିନିଧି ସାମିଲ ହେବେ। ପଞ୍ଚାୟତି ବ୍ୟବସ୍ତାରେ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଏଏସ୍‌ଆଇ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନରେ ଥିବା ଅନନ୍ତପୁର ଆଉଟ୍‌ପୋଷ୍ଟର ଏଏସଆଇ ହୃଶିକେଷ ବିଶ୍ୱାଳ। ସେପ୍ଟେମ୍ବର ୭ ତାରିଖରେ ଏକ ଦୁର୍ଘଟଣା ମାମଲାରେ ଏଏସଆଇ ହୃଷିକେଶ ବିଶ୍ୱାଳ ଗୋଟିଏ ବାଇକ ଜବତ କରିଥିଲେ। ଉକ୍ତ…

ନିଶା ମୁକ୍ତ ଭାରତ’ ପାଇଁ ବିଶାଳ ଗଣଦୌଡ଼, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ନିଶା ମୁକ୍ତ ଭାରତ’ ପାଇଁ ବିଶାଳ ଗଣଦୌଡ଼ । କଳିଙ୍ଗ ଷ୍ଟାଡିୟମ୍‌ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଗଣଦୌଡ଼ । ଗଣଦୌଡ଼ ଶୁଭାରମ୍ଭ କରି ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଣଦୌଡରେ ମନ୍ତ୍ରୀ, ନେତା, ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀ ସାମିଲ…

ସେବା ପର୍ବ – ୨୦୨୫ ପାଳନ ଅବସରରେ ବିକଶିତ ଭାରତ ଥିମ ସମ୍ପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା

ସେବା ପର୍ବ – ୨୦୨୫ ପାଳନ ଅବସରରେ ବିକଶିତ ଭାରତ ଥିମ ସମ୍ପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା ଭବାନୀପାଟଣା : ତା. ୨୦.୦୯.୨୦୨୫ – ସେବା ପର୍ବ – ୨୦୨୫ ପାଳନ ଅବସରରେ ଆଜି ସ୍ଥାନୀୟ ପି. ଏମ୍. ଶ୍ରୀ. ମ୍ୟୁନିସିପାଲିଟି ହାଇ…

ଓଏଭି ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ

ଓଏଭି ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ ତାଳଚେର, ୨୦/୦୯ ତାଳଚେର ପୌରପରିଷଦ ଅନ୍ତର୍ଗତ ୧ନମ୍ବର ୱାର୍ଡ଼ ବୀରବରପଲ୍ଳୀ ଠାରେ ଆଦର୍ଶ ବିଦ୍ୟାଳୟ୧୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ବସନ୍ତ ନାୟକ ଯୋଗଦେଇ ବିଦ୍ୟାଳୟର ଅଧ୍ୟକ୍ଷ ଅମିତ…

ଜଗନ୍ନାଥ ପିଓ କାର୍ଯ୍ୟାଳୟ ଘେରାଉ କଲେ ବଲଣ୍ଡା କଲୋନୀବାସୀ

ଜଗନ୍ନାଥ ପିଓ କାର୍ଯ୍ୟାଳୟ ଘେରାଉ କଲେ ବଲଣ୍ଡା କଲୋନୀବାସୀ ତାଳଚେର, ୨୦/୦୯ ତାଳଚେର ଜଗନ୍ନାଥ କାର୍ଯ୍ୟାଳୟ ପକ୍ଷରୁ ବଳଣ୍ଡା ଏମକ୍ୟୁ-୧୦୧ ଠାରୁ ୧୦୬ ନମ୍ବର କ୍ୱାର୍ଟର ପର୍ଯ୍ୟନ୍ତ ନିମ୍ନମାନର ରାସ୍ତା ନିର୍ମାଣ ସହ ଆଲୋକ ଓ ପାନୀୟଜଳର ବ୍ୟବସ୍ଥା ନଥିବାକୁ ନେଇ…

ଆଜିର ବିଶେଷ ରାଶିଫଳ ✨ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି 🌞

✨ ଆଜିର ବିଶେଷ ରାଶିଫଳ ✨ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି 🌞 ମେଷ (Aries):ଆଜି ନୂଆ ସୁଯୋଗ ଆସିବ, କାମରେ ପ୍ରଶଂସା ମିଳିବ। ପରିବାରୀକ ମାମଲାରେ ସତର୍କ ରୁହନ୍ତୁ। ଶୁଭ ସଂଖ୍ୟା: 7 ଶୁଭ ରଙ୍ଗ: ଲାଲ ଶୁଭ ସମୟ: ପୁର୍ବାହ୍ନ…

You missed