Month: September 2025

ଆସିଲା ନୂଆ EV ପଲିସି : ଚାରି ଚକିଆ ଇଲେକ୍ଟ୍ରି ଗାଡ଼ି କିଣିଲେ ୧ ଲକ୍ଷ ୫୦ ହଜାର ପ୍ରୋତ୍ସାହନ

ଭୁବନେଶ୍ବର,୯/୯ : ମୋହନ ମାଝୀଙ୍କ ସରକାର ରାଜ୍ୟରେ ଇଲେକ୍ଟ୍ରି ଗାଡ଼ି ଚଳାଚଳକୁ ଗୁରୁତ୍ବ ଦେଉଛନ୍ତି। ୨୦୩୦ ମସିହା ଶେଷ ସୁଦ୍ଧା ରାଜ୍ୟରେ ୫୦ ପ୍ରତିଶତ ଗାଡ଼ି ଚଳାଚଳ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ସରକାର ନୂଆ ଇଭି ପଲିସି ଆଣିଛନ୍ତି,…

ଓଡ଼ିଶାରେ ହେବ ଦ୍ବିତୀୟ ଉପନିର୍ବାଚନ

ବିଜୁ ଜନତା ଦଳର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ହୋଇଛି। ନୂଆପଡ଼ା ଆସନରୁ ଚାରିଥର ଜିତିଥିଲେ ରାଜେନ୍ଦ୍ର ଢୋଲକିଆ। ସେ ଏତେ ପପୁଲାର ଯେ ୨୦୦୪ ନିର୍ବାଚନରେ ସ୍ବାଧୀନ ଭାବେ ଲଢି ବିଜଦ -ଭାଜପାର ମେଣ୍ଟ ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ। ପରବର୍ତ୍ତୀ…

ଆଜିର ରାଶିଫଳ (ଜାଗ୍ରତ ଭାରତ ନ୍ୟୁଜ୍)

:🌅 ଆଜିର ରାଶିଫଳ (ଜାଗ୍ରତ ଭାରତ ନ୍ୟୁଜ୍) 🐏 ମେଷ (Aries)ରାଶିଫଳ: ନୂଆ କାର୍ଯ୍ୟରେ ସଫଳତା, ପରିବାରରେ ଆନନ୍ଦ। ଶୁଭ ରଙ୍ଗ: ଲାଲ ଶୁଭ ସଂଖ୍ୟା: ୯ ଶୁଭ ସମୟ: ପ୍ରଭାତି ୯:୩୦ – ୧୦:୩୦ ପ୍ରତିକାର: ହନୁମାନଙ୍କୁ ପ୍ରାର୍ଥନା କରନ୍ତୁ।…

ନିଶା ମଙ୍ଗଳବାର ଓଷା ପାଳିତ

ଢେ଼ଙ୍କାନାଳ ରାଧା କୃଷ୍ଣ ବଜାର ସ୍ଥିତ ଦୋଳ ମଣ୍ଡପ ସାହିଠାରେ ମା ମଙ୍ଗଳା ମନ୍ଦିର ରେ ଆଶ୍ୱିନ ମାସର ନିଶା ମଙ୍ଗଳ ବାର ଓଷା ପାଳିତ ହେଇଯାଇଛି। ଆଜି ପ୍ରଥମ ଦିନ ଦିବସରେ କଳସ ଯାତ୍ରା କରାଯାଇଥିଲା । ଅଧିବାସ ପୂଜା…

ଚାରି ଦଫା ନେଇ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘର ଜିଲ୍ଲାପାଳଙ୍କୁ ଦାବୀ

ଚାରି ଦଫା ନେଇ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘର ଜିଲ୍ଲାପାଳଙ୍କୁ ଦାବୀ ଢେଙ୍କାନାଳ, ୯/୯: ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘ ତରଫରୁ ଆଜି ୪ ଦଫା ନେଇ ଶତାଧ‌ିକ କର୍ମଚାରୀ ଏକ ରାଲିରେ ଯାଇ ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ…

ଚାରି ଜଣ ଓଏଏସ ଅଧିକାରୀଙ୍କୁ ବଦଳି ଏବଂ ନୂତନ ପଦବୀ

ଓଡ଼ିଶା ସରକାର ମଙ୍ଗଳବାର ଦିନ କିଛି ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀଙ୍କୁ ବଦଳି କରିବା ସହ ସେମାନଙ୍କୁ ନୂତନ ନିଯୁକ୍ତି ଦେଇଛନ୍ତି । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ (GA&PG) ବିଭାଗ ସୂଚନା ଏ ନେଇ ବିଜ୍ଞପ୍ତି ପ୍ରକାଶ…

ଆଜିଠାରୁ ଏସିଆ କପ୍ : ଉଦ୍‌ଘାଟନି ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ଓ ହଙ୍ଗ୍‌କଙ୍ଗ୍‌ ମଧ୍ୟରେ ମୁକାବିଲା

ନୁଆଦିଲ୍ଲୀ, ୦୯/୦୯ : ଆଜି ଠାରୁ ଆରମ୍ଭ ହେଉଛି ଏସିଆ କପ୍‌-୨୦୨୫ । ଉଦ୍‌ଘାଟନି ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ଓ ହଙ୍ଗ୍‌କଙ୍ଗ୍‌ ମଧ୍ୟରେ ମୁକାବିଲା କରିବେ। ଭାରତୀୟ ଦଳ ବୁଧବାରରୁ ଦୁବାଇରେ ୟୁଏଇ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ସବୁଠାରୁ ବଡ଼…

ନେପାଳରେ ବିଦ୍ରୋହ: ପ୍ରଧାନମନ୍ତ୍ରୀଙ୍କ ପରେ ଇସ୍ତଫା ଦେଲେ ରାଷ୍ଟ୍ରପତି

ନେପାଳରେ ହଇଚଇ। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେବା ପରେ ପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଇସ୍ତଫା ଦେଇଛନ୍ତି। ଆମେରିକା, ୟୁରୋପୀୟ ସଂଘ (ଇୟୁ), ବ୍ରାଜିଲ, ଭାରତ, ଚାଇନା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର ବିଭିନ୍ନ ଭାଗରେ…

ଭାରତର ନୂଆ ଉପରାଷ୍ଟ୍ରପତି ହେଲେ ସିପି ରାଧାକ୍ରିଷ୍ଣନ

ଏନଡିଏ ପ୍ରାର୍ଥୀ ଏବଂ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭାରତର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ କରାଯାଇଛି। ମୋଟ ୭୮୮ ଜଣ ଭୋଟର ଥିଲେ, ଯେଉଁଥିରୁ ୭ଟି ଆସନ ଖାଲି ଥିଲା, ତେଣୁ ୭୮୧ ଜଣ ଭୋଟର ଥିଲେ। ଭୋଟ ପ୍ରତିଶତ ୯୮.୨%…

ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପ୍ରଗତି ପଥରେ

ଡ଼ ସୁରେଶ୍ଵରୀ ଜେନା 2020 ମସିହା ଫେବୃଆରୀ ମାସ 2 ତାରିଖ ଦିନ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଆରମ୍ଭ ହୋଇଥିଲା, ସେତେବେଳେ ମାତ୍ର 7 ଜଣ ସଦସ୍ୟ ଙ୍କୁ ନେଇ ଗଠିତ ହୋଇଥିବା ଟ୍ରଷ୍ଟ ରେ ଏବେ ପର୍ଯ୍ୟନ୍ତ 250 ରୂ…

You missed