Month: January 2026

ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ସାନ୍ତୁନଙ୍କ ୭୫ତମ ରକ୍ତଦାନ

ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ସାନ୍ତୁନଙ୍କ ୭୫ତମ ରକ୍ତଦାନ Date-26/01/26ତାଳଚେର, : ଆଜି ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଶିକ୍ଷକ ସାନ୍ତୁନ ସାହୁ ୭୫ତମ ରକ୍ତଦାନ କରିଛନ୍ତି । ଶ୍ରୀ ସାହୁଙ୍କ ଏହି ରକ୍ତଦାନ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ମଦନମୋହନ ପ୍ରଧାନ,…

ଅନୁଗୁଳ ବନ ବିଭାଗ ପକ୍ଷରୁ ଦେଶପ୍ରେମ ଉତ୍ସାହ ସହିତ ୭୭ତମ ଗଣତନ୍ତ୍ର ଦିବସ ପାଳନ

ଅନୁଗୁଳ ବନ ବିଭାଗ ଦେଶପ୍ରେମ ଉତ୍ସାହ ସହିତ ୭୭ତମ ଗଣତନ୍ତ୍ର ଦିବସ ପାଳନ କରିଛି ଆଜି ଅନୁଗୋଳ ବନ ବିଭାଗ ଅତ୍ୟନ୍ତ ଉତ୍ସାହ ଏବଂ ଦେଶପ୍ରେମ ଉତ୍ସାହ ସହିତ ୭୭ତମ ଗଣତନ୍ତ୍ର ଦିବସକୁ ଗର୍ବର ସହିତ ପାଳନ କରିଛି। ଅନୁଗୁଳର ଡିଏଫଓଙ୍କ…

ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ କଲ୍ୟାଣ ସଂଘର ଜାତୀୟ ପତାକା ଉତ୍ତୋଳନ

ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ କଲ୍ୟାଣ ସଂଘର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ପବିତ୍ର 77ତମ ସାଧାରଣତନ୍ତ୍ର ଦିବସ କୁ ସଂଘର ସମ୍ପାଦକ ଶ୍ରୀ ଗିରିଶ ଚନ୍ଦ୍ର ମହାଳିକ ଙ୍କ ନେତୃତ୍ୱ ରେ ଆଜିର ଅତିଥୀ ଶ୍ରୀ ଅଚ୍ୟୁତନନ୍ଦ ପୁହାଣ ପତାକା…

ଶ୍ୟାମା ଚରଣ ପୁର ଆଞ୍ଚଳିକ ବିକାଶ ସମିତି ଆନୁକୁଲ୍ୟରେ ଅଞ୍ଚଳ ବାସିଙ୍କ ସାଧାରଣତନ୍ତ୍ର ଦିବସ ପାଳନ

ଢେଙ୍କାନାଳ ତା ୨୬.୦୧.୨୦୨୬ ରିଖ ସକାଳ ୮.୩୦ ମିନିଟ ସମୟରେ ଶ୍ୟାମା ଚରଣ ପୁର ଆଞ୍ଚଳିକ ବିକାଶ ସମିତି ଆନୁକୁଲ୍ୟରେ ଅଞ୍ଚଳ ବାସି ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ । ବିକାଶ ସମିତି ର ସଭାପତି ଶ୍ରୀ ଯୋଗୀ ନାଥ ମହାନ୍ତି…

ପି. ଏମ୍. ଶ୍ରୀ. ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ

ପି. ଏମ୍. ଶ୍ରୀ. ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ୭୭ତମ ସାଧାରଣତନ୍ତ୍ର ଦିବସ 🇮🇳 ପାଳନ:- ଆଜି ତା ୨୬.୦୧.୨୬ ରିଖ (ସୋମବାର) ପି. ଏମ୍. ଶ୍ରୀ. ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ…

ଘରୋଇ ବସ ମାଲିକ ସଂଘ ପକ୍ଷ ରୁ ମୁଖ୍ୟ ବସ ଷ୍ଟାଣ୍ଡ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଢ଼େଙ୍କାନାଳ: ଘରୋଇ ବସ ମାଲିକ ସଂଘ ପକ୍ଷ ରୁ ମୁଖ୍ୟ ବସ ଷ୍ଟାଣ୍ଡ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଈଛି। ମୁଖ୍ୟ ଅତଥି ଭାବେ ସଭାପତି ପ୍ରଭାକର ବେହେରା ପତାକା ଉତ୍ତୋଳନ କରିଥିଲେ। ସମ୍ପାଦକ ପ୍ରମୋଦ ବେହେରା, ଜଏନ୍ଟ…

ବାରବାଟୀ ଷ୍ଟାଡିୟମ ଠାରେ ପତାକା ଉତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କଟକ – 77 ତମ ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ଅବସରରେ କଟକ ବାରବାଟୀ ଷ୍ଟାଡିୟମ ଠାରେ ପତାକା ଉତୋଳନ କରିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ, ଏହା ସହିତ ସମ୍ପୂର୍ଣ ପ୍ୟାରେଡର ଅଭିନନ୍ଦନ ଗ୍ରହଣ…

ଚାରି ଓଡ଼ିଆଙ୍କୁ ପଦ୍ମ ପୁରସ୍କାର

ଆଜି ପଦ୍ମ ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଛି। ଏହି ଘୋଷଣାରେ ଓଡିଶାର ଚାରିଜଣଙ୍କ ନାମ ରହିଛି। ସେମାନେ ହେଲେ ଶ୍ରୀ ଚରଣ ହେମ୍ବ୍ରମ ହେଉଛନ୍ତି ସାନ୍ତାଳୀ ଭାଷାର ଜଣେ ପ୍ରତିଷ୍ଠିତ ଲେଖକ। ସେହିପରି ସୀମାଞ୍ଚଳ ପାତ୍ର ହେଉଛନ୍ତି ପ୍ରହଲ୍ଲାଦ ନାଟକର…

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ, ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧି ମାର୍ଗରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାସହ ଭବ୍ୟ ପରେଡ ଆରମ୍ଭ ହୋଇଯାଇଛି। ରାଜ୍ୟପାଳ ଅଭିବାଦନ ଗ୍ରହଣ କରୁଛନ୍ତି। ଏଥର ପରେଡ୍‌ରେ ୫୪ଟି କଣ୍ଟିଜେଣ୍ଟ…

ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଗୌରବର ପ୍ରତୀକ ଏହି ମହାନ ଜାତୀୟ ପର୍ବ’

ଭାରତ ଆଜି ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ସମଗ୍ର ଦେଶ ତ୍ରିରଙ୍ଗା ରଙ୍ଗରେ ଝଲସୁଛି। ରାଜଧାନୀ ଦିଲ୍ଲୀର କାର୍ତ୍ତବ୍ୟ ପଥରେ ଆଜି ପରେଡ୍ ପାଇଁ ମହାନ ପ୍ରସ୍ତୁତି କରାଯାଇଛି। ଆଜି ଗଣତନ୍ତ୍ର ଦିବସ ପରେଡ୍‌ରେ ଦେଶର ସାହସିକତା ଭୂମିରୁ…

You missed