Month: January 2026

କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି- କମିଲା ନିଟ୍-ପିଜି କଟ-ଅଫ୍

ଦେଶରେ ମେଡିକାଲ ପିଜି କୋର୍ସରେ ଖାଲି ପଡିଛି ହଜାର ହଜାର ସିଟ୍। ଏହାକୁ ଭରିବା ପାଇଁ ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ ସାଇନ୍ସ (ଏନବିଇଏମ୍ଏସ୍) ନିଟ୍ ପିଜି ୨୦୨୫ ପାଇଁ କ୍ବାଲିଫାଇଂ କଟ୍ଅଫ୍‌କୁ ହ୍ରାସ କରି ଖୁବ୍ କମ୍…

ମାଲ ପରିବହନ କ୍ଷେତ୍ରରେ ରେଳବାଇର ନୂଆ ରେକର୍ଡ

ଭାରତୀୟ ରେଳବାଇ ଦେଶରେ ମାଲ ପରିବହନକୁ ପୁନଃ ପରିଭାଷିତ କରୁଛି । ଏକ ଦ୍ରୁତ, ବିଶ୍ୱସନୀୟ ଏବଂ ସୁଲଭ ରେଳ ମାଲ ପରିବହନ ସମାଧାନ ପ୍ରଦାନ କରି ମାଲ ପରିବହନରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ଉନ୍ନତ ଭିତ୍ତିଭୂମି, ଉଚ୍ଚ…

ଜର୍ମାନ ଚାନ୍ସେଲରଙ୍କୁ ଭାରତୀୟ କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଗସ୍ତରେ ଆସିଥିବା ଜର୍ମାନ ଚାନ୍ସେଲର ଫ୍ରେଡରିକ୍ ମର୍ଜଙ୍କୁ କିଛି ମୂଲ୍ୟବାନ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉପହାରରେ ରହିଛି ଡାଇମଣ୍ଡ ଡିଏ 62 ପ୍ରୋପେଲର୍ ଏୟାରକ୍ରାଫ୍ଟର ହାତ ତିଆରି ପିତ୍ତଳ ପ୍ରତିକୃତି। ଏହାକୁ ଉତ୍ତର…

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନୂତନ ଭାବେ ଘୋଷଣା ହୋଇଥିବା ଅମୃତ ଭାରତ ଟ୍ରେନ ସାରା ଦେଶରେ ଯାତ୍ରୀଙ୍କୁ ଆରାମଦାୟକ ସେବା ଯୋଗାଇ ଦେବା ସହିତ ରେଳ ଯୋଗାଯୋଗରେ ସୁଧାର ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବିଭିନ୍ନ ମାର୍ଗରେ ନଅଟି…

ମମତାଙ୍କୁ କୋଲକାତା ହାଇକୋର୍ଟ ପକ୍ଷରୁ ଝଟ୍‌କା

କୋଲକାତା: ପଶ୍ଚିମବଙ୍ଗ ସ୍ଥିତ ଆଇ-ପ୍ୟାକ୍ କାର୍ଯ୍ୟାଳୟ ଏବଂ ଏହାର ମୁଖ୍ୟ ପ୍ରତୀକ ଜୈନ୍‌ଙ୍କ ଘରେ ଇଡି ଚଢାଉ ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି କୋଲକାତା ହାଇକୋର୍ଟ। ଏହିକ୍ରମେ ହାଇକୋର୍ଟ, ବୁଧବାର ଶାସକ ଦଳ ଟିଏମ୍‌ସି ପକ୍ଷରୁ ଦାଖଲ କରାଯାଇଥିବା ଇଡି ବିରୋଧୀ…

ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ ଦେଲା ଭାରତ: ହେଲ୍ପଲାଇନ୍ ନମ୍ବର ଜାରି

ନୁଆଦିଲ୍ଲୀ: ସୁରକ୍ଷା କାରଣରୁ ଭାରତ ତାର ନାଗରିକମାନଙ୍କୁ ଇରାନ ଯାତ୍ରା କରିବାରୁ ନିବୃତ୍ତ ରହିବାକୁ କଡ଼ା ପରାମର୍ଶ ଦେଇଛି। ସଦ୍ୟତମ ପରାମର୍ଶରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଇରାନର ପରିସ୍ଥିତି ଖରାପ ହେଉଥିବାରୁ, ଭାରତୀୟ ନାଗରିକମାନଙ୍କୁ ପରବର୍ତ୍ତୀ ସୂଚନା ନ ମିଳିବା…

ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପିଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ ଆରମ୍ଭ

ନୁଆଦିଲ୍ଲୀ: ଭାରତୀୟ ସଂସଦ ୧୪-୧୬ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଏବଂ ପିଠାସନୀ ଅଧିକାରୀଙ୍କ ୨୮ତମ ସମ୍ମିଳନୀ (ସିଏସପିଓସି) ଆୟୋଜନ କରିବ। ଏହି ଉଚ୍ଚସ୍ତରୀୟ ଆନ୍ତଃସଂସଦୀୟ ସମ୍ମିଳନୀ ସଂସଦୀୟ ଗଣତନ୍ତ୍ର ପାଇଁ ସମସାମୟିକ ପ୍ରାସଙ୍ଗିକତା ସମ୍ବନ୍ଧୀୟ ବିଷୟଗୁଡ଼ିକ…

ବାୟୁସେନାର ବଢିବ ଶକ୍ତି: ଭାରତରେ ନିର୍ମିତ ହେବ ୧୧୪ଟି ରାଫେଲ ଯୁଦ୍ଧ ବିମାନ

ନୁଆଦିଲ୍ଲୀ: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛି। ସୂଚନା ଅନୁଯାୟୀ, ମନ୍ତ୍ରଣାଳୟ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କା ମୂଲ୍ୟରେ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ପ୍ରସ୍ତୁତ ହେଉଛି। ପ୍ରତିରକ୍ଷା…

ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଚେନ୍ନାଇ/ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସ ପରିସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ପାରମ୍ପରିକ ପୋଷାକ ପିନ୍ଧି ତାମିଲନାଡୁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ପୋଙ୍ଗଲ’ ପର୍ବ ପାଳନ କରିଛନ୍ତି। ପ୍ରତିଷ୍ଠାନର କମ୍ୟୁନିଟି ହଲ୍‌ରେ ଆୟୋଜିତ…

ରାଜକୋଟରେ ଟିମ୍ ଇଣ୍ଡିଆ ‘ସୁପର ଫ୍ଲପ୍’: ୭ ୱିକେଟରେ ପରାସ୍ତ କଲା ନ୍ୟୁଜିଲ୍ୟାଣ୍ଡ

ନୁଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡଠାରୁ ଭାରତ ଦ୍ୱିତୀୟ ଦିନିକିଆରେ ୭ ୱିକେଟରେ ପରାସ୍ତ ହୋଇଛି। ଏହା ସହିତ ନ୍ୟୁଜିଲ୍ୟାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୧-୧ରେ ବରାବର କରିଛି। ଡାରିଲ୍ ମିଚେଲଙ୍କ ଶତକୀୟ ପାଳି ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଦେଇଛି। ରାଜକୋଟରେ…