ପିଏମଆଇଟି ରେ ପୁରାତନ ଛାତ୍ର ସମ୍ମିଳନୀ ଅନୁଷ୍ଠିତ
*ପିଏମଆଇଟି ରେ ପୁରାତନ ଛାତ୍ର ସମ୍ମିଳନୀ ଅନୁଷ୍ଠିତ* ତାଳଚେର :ତା 15/01/2026: ତାଳଚେର ପବିତ୍ର ମୋହନ ପ୍ରଧାନ ଇନଷ୍ଟିଚ୍ୟୁଟ ରେ ପ୍ରଥମ ପୁରାତନ ଛାତ୍ର ସମ୍ମିଳନୀ (2007-2011) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି, ଯାହା ହସ, ଖୁସି, ଓ ଅବିସ୍ମରଣୀୟ ସ୍ମୃତି…
