ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଏକତା ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଏକତା ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଗୋଳ, ୦୮.୦୧ : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଇନଡୋର ଷ୍ଟାଡିୟମଠାରେ ୨ଦିନିଆ ଏକତା ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା…
ଜିନ୍ଦଲ ଷ୍ଟିଲ୍ ଅନୁଗୁଳରେ ଲର୍ଣ୍ଣିଂ ମଡେଲ୍ ଲ୍ୟାବ୍ର ଉଦଘାଟନ କଲେ ନବୀନ ଜିନ୍ଦଲ
-‘ସଂକଳ୍ପ’ ଜିମ୍ ଏବଂ ‘ସମୃଦ୍ଧି’ ମାର୍କେଟ୍ କମ୍ପ୍ଲେକ୍ସ ମଧ୍ୟ ଉଦଘାଟିତ ଅନୁଗୁଳ, ୦୮ ଜାନୁଆରୀ ୨୦୨୬:କୌଶଳ ବିକାଶକୁ ସୁଦୃଢ଼ କରିବା ଏବଂ ଭବିଷ୍ୟତ ପାଇଁ ମାନବଶକ୍ତିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ମାନ୍ୟବର ସାଂସଦ (କୁରୁକ୍ଷେତ୍ର) ତଥା…
ତାଳଚେର ଅନୁଗୁଳ ପ୍ରଦୂଷଣ ସମସ୍ୟା ନେଇ ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
*ତାଳଚେର ଅନୁଗୁଳ ପ୍ରଦୂଷଣ ସମସ୍ୟା ନେଇ ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ* (କେନ୍ଦ୍ର ପରିବେଶ ଓ କୋଇଲା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ) ଅନୁଗୁଳ /ତାଳଚେର :ତା 8/1/2026: ଅନୁଗୋଳ-ତାଳଚେର ଅନୁଗୁଳ ଶିଳ୍ପାଞ୍ଚଳରେ ବଢୁଥିବା…
ରାଜ୍ୟର ୩ଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲ୍ ମାଧ୍ୟମରେ ଆସିଲା ଧମକ
ରାଜ୍ୟର ୩ଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲ୍ ମାଧ୍ୟମରେ ଆସିଲା ଧମକ । ଏହି ଧମକ ମିଳିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । କଟକ, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲା କୋର୍ଟକୁ ଏହି ଧମକପୂର୍ଣ୍ଣ…
ନାଲକୋ ଆଦର୍ଶ ଥାନାରେ ନୂତନ ଅଧିକାରୀଣୀଙ୍କ ଯୋଗଦାନ
*ନାଲକୋ ଆଦର୍ଶ ଥାନାରେ ନୂତନ ଅଧିକାରୀଣୀଙ୍କ ଯୋଗଦାନ *ଵଅଁରପାଳ ୮/୧/୨୬:ନାଲକୋ ନଗର ଥାନାରେ ନୂତନ କରି ଯୋଗଦାନ କରିଥିବା ଅଧିକାରୀଣୀ ଶ୍ରୀମତୀ ନମିତା ନାୟକ ଆଜି ସନ୍ଧ୍ୟା ରେ ଵଅଁରପାଳ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ସୌଜନ୍ୟ ମୂଳକ ସାକ୍ଷାତ କରିବା…
ଅସ୍ମିତା ଖେଲୋ ଇଣ୍ଡିଆ କିକ୍ ବକ୍ସିଂ ରେ ଢେଙ୍କାନାଳ ଝିଅଙ୍କ ସଫଳତା
ଅସ୍ମିତା ଖେଲୋ ଇଣ୍ଡିଆ କିକ୍ ବକ୍ସିଂ ରେ ଢେଙ୍କାନାଳ ଝିଅଙ୍କ ସଫଳତା ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଓ ଆମେଚର କିକ୍ ବକ୍ସିଂ ଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ଯାଜପୁରସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡ଼ୋର୍ ଷ୍ଟାଡିୟମ୍ ଠାରେ ଗତ ଡିସେମ୍ବର୨୭ ରୁ…
ସ୍କୁଲ୍ ରେ କବାଡି ଖେଳରୁ ଆହତ ଛାତ୍ରଙ୍କ ମୃତ୍ୟୁ
ସ୍କୁଲ୍ ରେ କବାଡି ଖେଳରୁ ଆହତ ଛାତ୍ରଙ୍କ ମୃତ୍ୟୁ ସ୍କୁଲ ରେ କବାଡି ଖେଳୁଥିବା ବେଳେ ଆହତ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଗିଧିବାସ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଘଟିଛି ଅଘଟଣ…
ଚାଷୀକୂଳର ଉନ୍ନତି ପାଇଁ ସରକାର – ଉପକୃତ ହୁଅନ୍ତୁ ଚାଷୀ
ଚାଷୀକୂଳର ଉନ୍ନତି ପାଇଁ ସରକାର ସବୁ ସ୍ଥରରେ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସହନ ଦେଉଛନ୍ତି ଚାଷୀମାନେ ମଧ୍ୟ ଏହାରି ଲାଭ ଉଠାଉଛନ୍ତି,ଆଗରୁ ହଳଲଙ୍ଗଳ ମାଧ୍ୟମରେ ବହୁ କଷ୍ଟରେ ଅଧିକ ଖର୍ଚ୍ଚ କର ଲାଭ ପାଇପାରୁନଥିଲା ବର୍ତ୍ତମାନ ସରକାର ତାଙ୍କ ଯୋଜନା ମାଧ୍ୟମରେ…
ଦୁର୍ଘଟଣାରେ ଓଲଟିଲା କାର୍ ଅଳ୍ପକେ ବର୍ତିଲେ ଚାଳକ
ଦୁର୍ଘଟଣାରେ ଓଲଟିଲା କାର୍ ଅଳ୍ପକେ ବର୍ତିଲେ ଚାଳକ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୁଆହତା ଗ୍ରାମ ନିକଟ ପେଟ୍ରୋଲ ପମ୍ପ ନିକଟ ଶକ୍ତି ମୋଟର୍ସ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାରର ଚାରି ଚକା ଉପରେ…
