Month: January 2026

ଶ୍ରୀରାମ କଥାମୃତ ସପ୍ତାହ ପ୍ରବଚନ

ଶ୍ରୀରାମ କଥାମୃତ ସପ୍ତାହ ପ୍ରବଚନ ତାଳଚେର ୦୬/୨୬ : ତାଳଚେର ହାଟତୋଟା ସ୍ଥିତ ଶ୍ରୀହନୁମାନ ମନ୍ଦିର ପ୍ରାଙ୍ଗଣରେ ପରମ କାରୁଣିକ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଭଗବାନଙ୍କ ସପ୍ତାହ ପ୍ରବଚନ ସନ୍ଥ ପରମପୂଜ୍ୟ ସଦ୍‌ଗୁରୁଦେବ ଶ୍ରୀ ସ୍ବାମୀ ଶିବାନନ୍ଦଳୀ ମହାରାଜ ଓ ପରମ…

ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ୍‌ ଟ୍ରାନ୍ସମିଟର, ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଚଳିତ ବର୍ଷ ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ୍‌ ଟ୍ରାନ୍ସମିଟର । ୨୦ ପ୍ରଜାତିର ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଇବ ବନ ବିଭାଗ । ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ। ବିଦେଶାଗତ ପକ୍ଷୀ କେଉଁଠୁ ଆସୁଛନ୍ତି…

ଜନ ଅଭିଯୋଗ ଶୁଣାଣିରେ ୧.୩ ଲକ୍ଷ ଲୋକଙ୍କ ଦୁଃଖ ଦୂର ହେଲାଣି: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ଷର ପ୍ରଥମ ଜନ ଅଭିଯୋଗ ଶୁଣାଣି କରିଛନ୍ତି। ୟୁନିଟ୍-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ଏହି ୧୬ଶ ଶୁଣାଣିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ସମସ୍ୟା ଶୁଣିବା ସହ ଏହାର ତ୍ୱରିତ ସମାଧାନ ପାଇଁ…

ଭାରତୀୟ ତଟରକ୍ଷୀ ବାହିନୀରରେ ସାମିଲ ହେଲା ସମୁଦ୍ର ପ୍ରତାପ’

ଭାରତ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଭାରତୀୟ ତଟରକ୍ଷୀ ବାହିନୀର ବେଡ଼ାରେ ୬୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀରେ ନିର୍ମିତ ପ୍ରଦୂଷଣ ନିୟନ୍ତ୍ରଣ ପୋତ ‘ସମୁଦ୍ର ପ୍ରତାପ’କୁ…

ନାଇଜେରିଆରେ ୨୨ ଜଣ ଭାରତୀୟ ଗିରଫ

ନାଇଜେରିଆର ଡ୍ରଗ୍ ପ୍ରବର୍ତ୍ତନ ଏଜେନ୍ସି ଲାଗୋସର ମୁଖ୍ୟ ବନ୍ଦରରେ ଏକ ବାଣିଜ୍ୟ ଜାହାଜରୁ ୩୧.୫ କିଲୋଗ୍ରାମ କୋକେନ୍ ଜବତ କରିବା ପରେ ୨୨ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଗିରଫ କରିଛି। ନାଇଜେରିଆର ଅଧିକାରୀମାନେ ରବିବାର ନିଶ୍ଚିତ କରିଛନ୍ତି।ନାଇଜେରିଆର ଡ୍ରଗ୍ ପ୍ରବର୍ତ୍ତନ…

ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା, ୧୮ ଦିନରେ ୬ ଜଣଙ୍କୁ ହତ୍ୟା କଲେଣି କଟୋରପନ୍ଥୀ

ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା। ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା। ଦୋକାନରେ ବସିଥିବା ବ୍ୟବସାୟୀଙ୍କୁ ବୀଭତ୍ସ ହତ୍ୟା। ୨୪ ଘଣ୍ଟାରେ ୨ ଜଣ ହିନ୍ଦୁଙ୍କୁ ହତ୍ୟା। ୧୮ ଦିନରେ ୬ ଜଣଙ୍କୁ ହତ୍ୟା କଲେଣି ବାଂଲାଦେଶୀ କଟୋରପନ୍ଥୀ। Post Views:…

ଏୟାରପୋର୍ଟରୁ ଧରାପଡ଼ିଲା ବିଦେଶୀ ସିଗାରେଟ୍

ଏୟାରପୋର୍ଟରୁ ଧରାପଡ଼ିଲା ବିଦେଶୀ ସିଗାରେଟ୍ ବିନା କଷ୍ଟମସ୍ ଚାର୍ଜରେ ସିଗାରେଟ୍ ଚାଲାଣ । ଭୁବନେଶ୍ବର ଏୟାରପୋର୍ଟରୁ ଧରାପଡ଼ିଲା ବିଦେଶୀ ସିଗାରେଟ୍ । ପୁଳା ପୁଳା ବିଦେଶୀ ସିଗାରେଟ୍ ଜବତ କଲା କଷ୍ଟମସ୍ ବିଭାଗ । ଗତକାଲି ଦୁବାଇରୁ ଭୁବନେଶ୍ବର ଆସିଥିବା ବିମାନର…

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍ , କହିଲେ VB G RAM G ବିଲ୍‌ର ଲକ୍ଷ୍ୟ ହେଉଛି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ

ବିଜେପି ପାର୍ଟି ଅଫିସ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍ । VB G RAM G ବିଲ୍‌ର ଉପକାରିତା ନେଇ ଦେଲେ ସୂଚନା । ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି, ଆଉ କିଛି ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।…

ତୃତୀୟ ଶ୍ରେଣୀ ବାର୍ଷିକ ବୃତ୍ତି ପରୀକ୍ଷା -୨୦୨୫ର ଫଳାଫଳ ପ୍ରକାଶିତ* *(ସଂଶ୍ରିତା ଖମାରୀ ଭଟଲି ବ୍ଲକରେ ପ୍ରଥମ , ଶୁଭେଚ୍ଛା ଜଣାଇଲେ ମାନ୍ୟବର ବିଧାୟକ ଇରାସିସ୍ ଆଚାର୍ଯ୍ୟ)

*ତୃତୀୟ ଶ୍ରେଣୀ ବାର୍ଷିକ ବୃତ୍ତି ପରୀକ୍ଷା -୨୦୨୫ର ଫଳାଫଳ ପ୍ରକାଶିତ* *(ସଂଶ୍ରିତା ଖମାରୀ ଭଟଲି ବ୍ଲକରେ ପ୍ରଥମ , ଶୁଭେଚ୍ଛା ଜଣାଇଲେ ମାନ୍ୟବର ବିଧାୟକ ଇରାସିସ୍ ଆଚାର୍ଯ୍ୟ)* ବରଗଡ:୬/୧/୨୦୨୬(ପବିତ୍ର ମେହେର) ଚଳିତ ବର୍ଷ ତୃତୀୟ ଶ୍ରେଣୀ ବାର୍ଷିକ ବୃତ୍ତି ପରୀକ୍ଷା -୨୦୨୫ର…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଜୟନ୍ତୀରେ ବଡ଼ବିଲ ଗୋଷ୍ଟିସ୍ବାସ୍ଥ୍ୟ କେନ୍ଦ୍ରରେ ଶୁଖିଲା ଖାଦ୍ୟ ବଣ୍ଟନ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଜୟନ୍ତୀରେ ବଡ଼ବିଲ ଗୋଷ୍ଟିସ୍ବାସ୍ଥ୍ୟ କେନ୍ଦ୍ରରେ ଶୁଖିଲା ଖାଦ୍ୟ ବଣ୍ଟନ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ…

You missed