ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ସିଆରପିଏଫ୍ ଯବାନ
ରାଉରକେଲା: ନିଜକୁ ନିଜେ ଗୁଳିକଲେ ସିଆରପିଏଫ୍ ଯବାନ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲା ଲାଠିକଟା ଥାନା ମାଟକଝରଣ ଗାଁରେ। ଜଣେ ସିଆରପିଏଫ୍ ଯବାନ ନିଜେ ନିଜ ବନ୍ଧୁକରୁ ଗୁଳି କରିଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ନିକଟସ୍ଥ…
