Month: March 2026

୨.୩୮ ଲକ୍ଷ କୋଟିର ପ୍ରତିରକ୍ଷା ଡିଲକୁ ମଞ୍ଜୁରୀ

ନୁଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀକୁ ଆଧୁନିକୀକରଣ କରିବା ଲକ୍ଷ୍ୟରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ଶୁକ୍ରବାର ଦିନ ୨.୩୮ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ବୋଲି ସୂତ୍ରରୁ ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ…

ଏପ୍ରିଲ ୧ ରୁ ବିମାନ ଭଡା ବଢ଼ିପାରେ

ନୁଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ, ୧ ଏପ୍ରିଲ୍ ୨୦୨୬ ଠାରୁ ବିମାନ ଭଡ଼ା ପୁଣି ମହଙ୍ଗା ହୋଇପାରେ। ଫେବୃଆରୀରେ ଭାରତରେ ATFର ମୂଲ୍ୟ ପ୍ରତି ଲିଟର ₹୯୧ ଥିଲା। ମାର୍ଚ୍ଚରେ ଏହା ପ୍ରତି ଲିଟର ₹୯୭କୁ ବୃଦ୍ଧି ପାଇଲା,…

ବଡ଼ବିଲ ପୌରାଞ୍ଚଳରେ ଶ୍ରୀରାମ ନବମୀ ବହୁ ଆଡ଼ମ୍ବର ସହକାରେ ପାଳନ

ବଡ଼ବିଲ ପୌରାଞ୍ଚଳରେ ଶ୍ରୀରାମ ନବମୀ ବହୁ ଆଡ଼ମ୍ବର ସହକାରେ ପାଳନ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଶ୍ରୀରାମ ନବମୀ କୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ…

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସ୍ଥଳ ସେନା ମୁଖ୍ୟ

ଭୁବନେଶ୍ବର: ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ।ଏହି ୩ଦିନ ଭିତରେ ସେ ଭୁବନେଶ୍ବର, ପୁରୀ, ଗୋପାଳପୁରରେ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ସନ୍ଧ୍ୟାରେ ଭୁବନେଶ୍ବର ପହଞ୍ଚିବେ।ଏବଂ ୧୨୦ ବାଟାଲିଅନ୍‌ରେ…

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଳିତ ହେବ। ଏଥିପାଇଁ ମଧ୍ୟାହ୍ନ ଭୋଗ ନୀତି ଉଠିବା ପରଠାରୁ ଶ୍ରୀରାମ ଜନ୍ମ ନୀତି ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ରାତି…

ପେଟ୍ରୋଲ ଡିଜେଲ ଉପରୁ କମିଲା ଏକ୍ସସାଇଜ ଡ୍ୟୁଟି

ନୁଆଦିଲ୍ଲୀ: ପେଟ୍ରୋଲ ଡିଜେଲ ଉପରୁ କମିଲା ଏକ୍ସସାଇଜ ଡ୍ୟୁଟି । ଏକ୍ସସାଇଜ ଡ୍ୟୁଟି ହ୍ରାସ କଲେ କେନ୍ଦ୍ର ସରକାର । ପେଟ୍ରୋଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ ପାଇଁ ୧୩ରୁ ୩ ଟଙ୍କା ହେଲା । ଡିଜେଲ ଉପରେ କୌଣସି ଏକ୍ସସାଇଜ…

ଲକଡାଉନ ଖବର ଗୁଜବ: ହରଦୀପ ସିଂ

ନୁଆଦିଲ୍ଲୀ: ଏଲପିଜି ଅଭାବ ପରିପ୍ରେକ୍ଷୀରେ ଦେଶରେ ସମ୍ପୁର୍ଣ୍ଣ ଲକଡାଉନ ଲାଗୁ କରାଯିବା ନେଇ ଗୁଜବ ମଧ୍ୟରେ କେନ୍ଦ୍ର ସରକାର ଶୁକ୍ରବାର ଦିନ କଳ୍ପନା ଜଳ୍ପନାକୁ ଦୃଢ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଭାରତରେ…

ପିଏମଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପିଏମଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକ୍ସସାଇଜ ଡ୍ୟୁଟି ହ୍ରାସ ପାଇଁ ପିଏମଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ଥିରତା ଓ ଜନ…

ବିକାଶ ନାମରେ ବିନାଶକୁ ଆମନ୍ତ୍ରଣ, ରାଜରାସ୍ତାକୁ ଅବରୋଧ କଲେ ହାତୀପଲ

ବିକାସ ନାମରେ ବିନାଶକୁ ଆମନ୍ତ୍ରଣ, ରାଜରାସ୍ତାକୁ ଅବରୋଧ କଲେ ହାତୀପଲ ମଣିଷ ବିକାସ ନାମରେ ବିନାଶ ଆଡ଼କୁ ଗତି କରୁଥିବା ପରି ମନେହୁଏ। ଯାହା ପାଇଁ ମଣିଷ ଦିନକୁ ଦିନ ଜଙ୍ଗଲ କାଟି ପଦା କରିବାରେ ଲାଗିଥିବା ବେଳେ ଏବେ ଜଙ୍ଗଲି…

ଶାସ୍ତ୍ରୀଜି ମହିଳା ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର

ଶାସ୍ତ୍ରୀଜି ମହିଳା ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଭବାନୀପାଟଣା (ଜାଗ୍ରତ ଭାରତ) ଶାସ୍ତ୍ରୀଜି ମହିଳା ମହାବିଦ୍ୟାଳୟରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ କଳାହାଣ୍ଡି ଜିଲ୍ଲା ଡାକସେବା ବିଭାଗ ତରଫରୁ ଏକ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ…

You missed