Month: August 2026

୪ ଦଶନ୍ଧିର ଅପେକ୍ଷାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ ଗୋଳାବନ୍ଧର ୧,୩୭୧ ବିସ୍ଥାପିତ ପରିବାର ପାଇଁ ୭୫.୬୦ କୋଟିର R&R ପ୍ୟାକେଜ୍

୪ ଦଶନ୍ଧିର ଅପେକ୍ଷାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ ଗୋଳାବନ୍ଧର ୧,୩୭୧ ବିସ୍ଥାପିତ ପରିବାର ପାଇଁ ୭୫.୬୦ କୋଟିର R&R ପ୍ୟାକେଜ୍ ଗଞ୍ଜାମ, ୨୭/୮: ଦୀର୍ଘ ୪ ଦଶନ୍ଧିର ଅପେକ୍ଷା ପରେ ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କ ପାଇଁ ଆସିଛି ବଡ଼ ଆଶ୍ୱାସନା। ଗୋଳାବନ୍ଧଠାରେ…

ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨-୧୩ରେ ବ୍ରିକ୍ସ ଶିଖର ସମ୍ମିଳନୀ

ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨-୧୩ରେ ବ୍ରିକ୍ସ ଶିଖର ସମ୍ମିଳନୀ ଭାରତର ଅଧ୍ୟକ୍ଷତାର ଥିମ୍‌—‘ସ୍ଥାୟୀତ୍ୱ, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ’ ନୂଆଦିଲ୍ଲୀ, ୨୭/୮: ୨୦୨୬ ବର୍ଷ ପାଇଁ ବ୍ରିକ୍ସର ଅଧ୍ୟକ୍ଷତା ଭାରତ ହାତରେ ଥିବାବେଳେ ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩…

ଯୁବ ଆକାଂକ୍ଷାକୁ ମିଳିବ ଜାତୀୟ ମଞ୍ଚ, ‘ଖେଲୋ ଇଣ୍ଡିଆ ଡାଏଲଗ୍‌’ରେ ମୋଦୀ

ଯୁବ ଆକାଂକ୍ଷାକୁ ମିଳିବ ଜାତୀୟ ମଞ୍ଚ, ‘ଖେଲୋ ଇଣ୍ଡିଆ ଡାଏଲଗ୍‌’ରେ ମୋଦୀ ନୂଆଦିଲ୍ଲୀ, ୨୭/୮: ଦେଶର ଯୁବପିଢ଼ିଙ୍କ ସହ କ୍ରୀଡ଼ା, ଫିଟନେସ୍‌ ଓ ରାଷ୍ଟ୍ର ନିର୍ମାଣ ନେଇ ସିଧାସଳଖ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ପୂର୍ବାହ୍ଣ ୧୧ଟାରେ ଭିଡିଓ…

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ଖେଲୋ ଇଣ୍ଡିଆ ଡାଏଲଗ୍ – ଯୁବ କନେକ୍ଟ’ ଆୟୋଜିତ

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ଖେଲୋ ଇଣ୍ଡିଆ ଡାଏଲଗ୍ – ଯୁବ କନେକ୍ଟ’ ଆୟୋଜିତ ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍ (NSS) ସହ-ୟୁନିଟ୍ ଆନୁକୂଲ୍ୟରେ ଅଗଷ୍ଟ ୨୭, ୨୦୨୬ ରେ ‘ଖେଲୋ ଇଣ୍ଡିଆ ଡାଏଲଗ୍ – ଯୁବ କନେକ୍ଟ’ କାର୍ଯ୍ୟକ୍ରମ ସଫଳତାର…

ଧାନ କାର୍ଡ ତିଆରି ପାଈଁ ଅସୁବିଧା ର ସମ୍ବୁଖିନ ଚାଷୀ

ଧାନ କାର୍ଡ ତିଆରି ପାଈଁ ଅସୁବିଧା ର ସମ୍ବୁଖିନ ଚାଷୀ ଫାସିମାଲ ତା ୨୬/୮ – ଫାଶୀମାଲ ଲ୍ୟାମ୍ପସରେ ଧାନ ପଞ୍ଜୀକରଣ ସମୟରେ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିଗୋଚର ହୋଇଛି। ଏଠାରେ ପ୍ରତିଦିନ ସହସ୍ରାଧିକ ଚାଷୀ ଆସୁଥିବା ସତ୍ତ୍ୱେ…

ଆହତ ବ୍ଲାକ୍ କାଇଟ୍ ଉଦ୍ଧାର, ଚିକିତ୍ସା ପରେ ନିରୀକ୍ଷଣରେ

ଆହତ ବ୍ଲାକ୍ କାଇଟ୍ ଉଦ୍ଧାର, ଚିକିତ୍ସା ପରେ ନିରୀକ୍ଷଣରେ ତାଳଚେର: ଅନୁଗୋଳ ବନଖଣ୍ଡ ପକ୍ଷରୁ ଆହତ ଏକ ବ୍ଲାକ୍ କାଇଟ୍‌କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପ୍ରଦାନ କରାଯାଇଛି। ଡାହାଣ ପକ୍ଷରେ ଆଘାତ ଲାଗିଥିବା ଅବସ୍ଥାରେ ପକ୍ଷୀଟିକୁ ତାଳଚେର ରେଞ୍ଜ ଅଫିସକୁ…

ଉଡ଼ାଣ ବେଳେ ତାଲିମ ବିମାନରେ ବିସ୍ଫୋରଣ, ଚାଲିଗଲା ୨ ପାଇଲଟଙ୍କ ଜୀବନ

ଉଡ଼ାଣ ବେଳେ ତାଲିମ ବିମାନରେ ବିସ୍ଫୋରଣ, ଚାଲିଗଲା ୨ ପାଇଲଟଙ୍କ ଜୀବନ କାନପୁର: ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହେଲା ଏକ ତାଲିମ ବିମାନ। ଏହି ମର୍ମନ୍ତୁଦ ଘଟଣାରେ ବିମାନରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଗୁରୁବାର…

ଆର୍ସେଲର ମିତ୍ତଲ କମ୍ପାନୀର ମନମୁଖୀ କାର୍ଯ୍ୟ ବିରୋଧରେ ଆକ୍ସନ ମୁଡ଼ରେ ବିଜୁଜନତା ଦଳ

ଆର୍ସେଲର ମିତ୍ତଲ କମ୍ପାନୀର ମନମୁଖୀ କାର୍ଯ୍ୟ ବିରୋଧରେ ଆକ୍ସନ ମୁଡ଼ରେ ବିଜୁଜନତା ଦଳ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ଆର୍ସେଲର ମିତ୍ତଲ୍ କମ୍ପାନୀର ମନମୁଖୀ କାର୍ଯ୍ୟ, ବିନା ଅନୁମତିରେ ସଂରକ୍ଷିତ ଜଙ୍ଗଲ ଓ ପାହାଡ କୁ କାଟି ପକେଇଲା।କେନ୍ଦୁଝରଜିଲ୍ଲା ଖଣିଜ…

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତକିଶୋରନଗର: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତBileEnali ଗ୍ରାମପଞ୍ଚାୟତର Bhejigotha ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ପକ୍ଷରୁ ଗ୍ରାମ ସ୍ତରୀୟ…

ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ବଳଭଦ୍ର ଜନ୍ମ ଓ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ

ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ବଳଭଦ୍ର ଜନ୍ମ ଓ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ଢେଙ୍କାନାଳ: ଢେଙ୍କାନାଳ କୈବଲ୍ୟ ବଜାରସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପବିତ୍ର ବଳଭଦ୍ର ଜନ୍ମ ଓ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାତଃ…

You missed