Month: August 2026

୬୨ତମ ଜିଲ୍ଲା ପରିଷଦ ସାଧାରଣ ବୈଠକ ଅନୁଷ୍ଠିତ

୬୨ତମ ଜିଲ୍ଲା ପରିଷଦ ସାଧାରଣ ବୈଠକ ଅନୁଷ୍ଠିତ ଅନୁଗୋଳ, ୨୫/୮: ଅନୁଗୋଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ୬୨ତମ ଜିଲ୍ଲା ପରିଷଦ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଢେଙ୍କାନାଳ ସାଂସଦ…

ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହିନ୍ଦୋଳ, ୨୫ ଅଗଷ୍ଟ ୨୦୨୬: ମଙ୍ଗଳବାର ଦିନ ମଧ୍ୟାହ୍ନ ୧୨ ଘଟିକା ସମୟରେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ପାରିକୁଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ…

ଜଙ୍ଗଲରେ ଲୁଚିଥିଲା ୧ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ, ୧୦୨୫ କେଜି ଜବତ

ଜଙ୍ଗଲରେ ଲୁଚିଥିଲା ୧ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ, ୧୦୨୫ କେଜି ଜବତ ମାଲକାନଗିରି, ୨୭/୮: ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଲାଣ ବିରୋଧରେ ପୁଲିସକୁ ବଡ଼ ସଫଳତା ମିଳିଛି। କାଲିମେଳା ଥାନା ଅଞ୍ଚଳର ଏକ ଜଙ୍ଗଲରୁ ୧୦୨୫ କିଲୋଗ୍ରାମ ଗଞ୍ଜେଇ ଜବତ…

ନଭେମ୍ବର ୨୪ରୁ କଟକରେ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା, ଚଳିତବର୍ଷ ହେବ ଆହୁରି ଭବ୍ୟ

ନଭେମ୍ବର ୨୪ରୁ କଟକରେ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା, ଚଳିତବର୍ଷ ହେବ ଆହୁରି ଭବ୍ୟ କଟକ, ୨୭/୮: ଓଡ଼ିଆ ଐତିହ୍ୟ, ପରମ୍ପରା ଓ ବାଣିଜ୍ୟିକ ଗୌରବର ପ୍ରତୀକ କଟକର ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା ଚଳିତବର୍ଷ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ।…

ନେପାଳ ବନ୍ୟା ବିପର୍ଯ୍ୟୟରେ ଭାରତର ବଡ଼ ସହାୟତା: ୧୦ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ

ନେପାଳ ବନ୍ୟା ବିପର୍ଯ୍ୟୟରେ ଭାରତର ବଡ଼ ସହାୟତା: ୧୦ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ ନୂଆଦିଲ୍ଲୀ, ୨୭/୮: ଭୟାବହ ବନ୍ୟା ଓ ଫ୍ଲାସ୍ ଫ୍ଲଡ୍‌ରେ ନେପାଳର ଅନେକ ଅଞ୍ଚଳ ବିପର୍ଯ୍ୟସ୍ତ ହୋଇଥିବା ବେଳେ ପଡ଼ୋଶୀ ଦେଶ ପାଇଁ ସହାୟତାର ହାତ…

ନେପାଳରେ ପ୍ରକୃତିର ପ୍ରଳୟ: ବନ୍ୟାରେ ୧୫୭ ମୃତ, ୧୩୩ ଭାରତୀୟଙ୍କ ସମେତ ଶତାଧିକ ନିଖୋଜ

ନେପାଳରେ ପ୍ରକୃତିର ପ୍ରଳୟ: ବନ୍ୟାରେ ୧୫୭ ମୃତ, ୧୩୩ ଭାରତୀୟଙ୍କ ସମେତ ଶତାଧିକ ନିଖୋଜ ନୂଆଦିଲ୍ଲୀ, ୨୭/୮: ପଡ଼ୋଶୀ ଦେଶ ନେପାଳରେ ପ୍ରକୃତିର ତାଣ୍ଡବ। ଉତ୍ତର ନେପାଳର ରସୁୱା ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରେ ହଠାତ୍ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଓ…

ଆଜିର ରାଶିଫଳ

ଆଜିର ରାଶିଫଳ — ୨୭ ଅଗଷ୍ଟ ୨୦୨୬ ମେଷ: ଆଜି କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ଖୁସିର ପରିବେଶ ରହିବ।ଶୁଭ ଫଳାଫଳ: କାର୍ଯ୍ୟରେ ସଫଳତା। ଶୁଭ ସଂଖ୍ୟା: ୯ ଶୁଭ ରଙ୍ଗ: ଲାଲ ଶୁଭ…

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତକିଶୋରନଗର: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ଉରୁକୁଳା ଗ୍ରାମପଞ୍ଚାୟତର ଉରୁକୁଳା ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ପକ୍ଷରୁ ଗ୍ରାମ…

ଇଦ୍–ମିଲାଦ୍–ଉନ୍–ନବି ( ମହାପୁରୁଷ ମହମ୍ମଦ) ଙ୍କ ଜନ୍ମ ବାର୍ଷିକ ଶାନ୍ତି ପୂର୍ଣ୍ଣ ଭାବରେ ଅତି ଉତ୍ସାହ ର ସହ ପାଳନ କରାଗଲା ଢେଙ୍କାନାଳ ସହରରେ

ଇଦ୍–ମିଲାଦ୍–ଉନ୍–ନବି ( ମହାପୁରୁଷ ମହମ୍ମଦ) ଙ୍କ ଜନ୍ମ ବାର୍ଷିକ ଶାନ୍ତି ପୂର୍ଣ୍ଣ ଭାବରେ ଅତି ଉତ୍ସାହ ର ସହ ପାଳନ କରାଗଲା ଢେଙ୍କାନାଳ ସହରରେ | ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମଗ୍ର ଭାରତ ବର୍ଷ ରେ ପବିତ୍ର…

ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର

ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର ବାଲିଗୁଡା, ତା, ୨୬/୦୮: (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତ ଦୁର୍ଗମ ଅଞ୍ଚଳ ଡାକା ଗାଁର…

You missed