Month: August 2026

ନବବଧୂଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ, ହତ୍ୟା ଅଭିଯୋଗ ପରେ ପୋଲିସର ତଦନ୍ତ

ନବବଧୂଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ, ହତ୍ୟା ଅଭିଯୋଗ ପରେ ପୋଲିସର ତଦନ୍ତ ବଅଁରପାଳ: ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ପଞ୍ଚାୟତର ବିଶ୍ୱନାଥପୁର ସାହିରେ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଦେଖାଦେଇଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା…

ନିର୍ବାଚନ ପ୍ରକ୍ରିୟାରେ ଯୁବ ସହଭାଗିତା ବୃଦ୍ଧି ଲାଗି ଶିକ୍ଷାନୁଷ୍ଠାନଗୁଡ଼ିକୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ଆହ୍ୱାନ; ‘ଇଏଲସି ୨.୦’ ଶୁଭାରମ୍ଭ

ନିର୍ବାଚନ ପ୍ରକ୍ରିୟାରେ ଯୁବ ସହଭାଗିତା ବୃଦ୍ଧି ଲାଗି ଶିକ୍ଷାନୁଷ୍ଠାନଗୁଡ଼ିକୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ଆହ୍ୱାନ; ‘ଇଏଲସି ୨.୦’ ଶୁଭାରମ୍ଭ​ପାଟନା: ଭାରତ ନିର୍ବାଚନ ଆୟୋଗ (ECI) ପକ୍ଷରୁ ପାଟନାର ଜ୍ଞାନ ଭବନଠାରେ ଆୟୋଜିତ ‘ଇଲେକ୍ଟୋରାଲ ଲିଟରେସି କ୍ଲବ୍ସ ଆଣ୍ଡ ଇସିଆଇନେଟ୍’ ସମ୍ମିଳନୀରେ ନୂତନ…

ବୀରଭୂମ ଦୁର୍ଘଟଣା: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ଘୋଷଣା

ବୀରଭୂମ ଦୁର୍ଘଟଣା: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ଘୋଷଣାପଶ୍ଚିମବଙ୍ଗର ବୀରଭୂମରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଓ ଆହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହାୟତା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି (PMNRF)…

ଯାଜପୁରରେ ବନ୍ୟା ସ୍ଥିତିର ସମୀକ୍ଷା: ବିପନ୍ନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଯାଜପୁରରେ ବନ୍ୟା ସ୍ଥିତିର ସମୀକ୍ଷା: ବିପନ୍ନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ୪୬,୫୦୦ ଲୋକ ସ୍ଥାନାନ୍ତର, ୮ ବ୍ଲକର ୨୪୨ ଗାଁ ପ୍ରଭାବିତ ଯାଜପୁର: ଯାଜପୁର ଜିଲ୍ଲାରେ ଚଳିତ ବର୍ଷ ପୁଣି ଥରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ବୈତରଣୀ, ବୁଢା, କାଣୀ,…

ଆଜିର ରାଶିଫଳ

🌞 ଜାଗ୍ରତ ଭାରତ ନ୍ୟୁଜ୍ ପାଇଁ ଆଜିର ରାଶିଫଳ 📅 ୧୮ ଅଗଷ୍ଟ ୨୦୨୬, ମଙ୍ଗଳବାର ରାଶିଫଳ ଜ୍ୟୋତିଷ ଆଧାରିତ ସାଧାରଣ ଅନୁମାନ। ଏହାକୁ ମନୋରଞ୍ଜନ ଓ ପାରମ୍ପରିକ ବିଶ୍ୱାସ ଭାବେ ନିଅନ୍ତୁ। ♈ ମେଷ ଶୁଭ ଫଳାଫଳ: କାର୍ଯ୍ୟକ୍ଷେତ୍ରରେ ନୂଆ…

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଅନୁଗୋଳ, ୧୭/୦୮/୨୦୨୬: ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୩୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୪ଟି ବ୍ୟକ୍ତିଗତ ଓ…

ଅନୁଗୋଳରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ

ଅନୁଗୋଳରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଗୋଳ, ୧୭/୦୮/୨୦୨୬: ଜିଲ୍ଲାପାଳ ଶ୍ରୀ ଅବଦାଲ ମୁହମ୍ମଦ ଅଖ୍ତରଙ୍କ ଅଧ୍ୟକ୍ଷତାରେ ବଅଁରପାଳ ପଞ୍ଚାୟତ ସମିତି ସଭାଗୃହଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଲ ଜୈନ…

ନୀତିନ ନବୀନଙ୍କ ନୂଆ ଟିମ୍ ଘୋଷଣା: ବୈଜୟନ୍ତଙ୍କୁ ପୁଣି ଉପାଧ୍ୟକ୍ଷ ଦାୟିତ୍ୱ, ସ୍ମୃତିଙ୍କୁ ବଡ଼ ଭୂମିକା

ନୀତିନ ନବୀନଙ୍କ ନୂଆ ଟିମ୍ ଘୋଷଣା: ବୈଜୟନ୍ତଙ୍କୁ ପୁଣି ଉପାଧ୍ୟକ୍ଷ ଦାୟିତ୍ୱ, ସ୍ମୃତିଙ୍କୁ ବଡ଼ ଭୂମିକା ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ ସଭାପତି ନୀତିନ ନବୀନ ସୋମବାର ଦଳର ନୂଆ ଜାତୀୟ ଟିମ୍ ଘୋଷଣା କରିଛନ୍ତି। ନୂଆ ଟିମ୍‌ରେ…

ଭଦ୍ରକରେ ବନ୍ୟାର ଭୟଙ୍କର ରୂପ: ୧.୦୭ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର

ଭଦ୍ରକରେ ବନ୍ୟାର ଭୟଙ୍କର ରୂପ: ୧.୦୭ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର ଭଦ୍ରକ: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲି ବ୍ଲକର ୩୩ଟି ପଞ୍ଚାୟତ, ୪ଟି ୱାର୍ଡ ଏବଂ ୧୩୪ଟି ଗାଁ…

ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି, ୨୧ ଫୁଟର ପ୍ରତିମୂର୍ତ୍ତି ଉନ୍ମୋଚନ

ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି, ୨୧ ଫୁଟର ପ୍ରତିମୂର୍ତ୍ତି ଉନ୍ମୋଚନ ଚିତ୍ତୋଡ଼ଗଡ଼: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିର ବର୍ଷୀୟାନ ନେତା ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ଅବସରରେ ରାଜସ୍ଥାନର ଚିତ୍ତୋଡ଼ଗଡ଼ରେ ତାଙ୍କର ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। କେନ୍ଦ୍ର ଗୃହ…