Month: August 2026

ଶେଷ ଓଭରରେ ରୋମାଞ୍ଚ! ୩ ଛକାରେ ଶ୍ରୀଲଙ୍କା ଏକାଦଶକୁ ହରାଇଲା ଭାରତ

ଶେଷ ଓଭରରେ ରୋମାଞ୍ଚ! ୩ ଛକାରେ ଶ୍ରୀଲଙ୍କା ଏକାଦଶକୁ ହରାଇଲା ଭାରତ ୧୬ ରନ୍ ଦରକାର ଥିବା ବେଳେ ସିରାଜଙ୍କ ବିସ୍ଫୋରକ ବ୍ୟାଟିଂ, ୬ ୱିକେଟରେ ବିଜୟ କଲମ୍ବୋ: ଶେଷ ଓଭରରେ ଦରକାର ଥିଲା ୧୬ ରନ୍। ପଡ଼ିଆରେ ଥିଲେ ମହମ୍ମଦ…

ନଭୀ ମୁମ୍ବାଇରେ CIDCO PMAY ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ନଭୀ ମୁମ୍ବାଇରେ CIDCO PMAY ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଧୁନିକ ନିର୍ମାଣ ପ୍ରଯୁକ୍ତି ଓ ସୁଲଭ ଆବାସ ବ୍ୟବସ୍ଥାର ଅନୁଧ୍ୟାନ ଭୁବନେଶ୍ୱର/ନଭୀ ମୁମ୍ବାଇ: ଓଡ଼ିଶାର ସହରାଞ୍ଚଳରେ ସୁଲଭ ଓ ଗୁଣାତ୍ମକ ଆବାସ ନିର୍ମାଣକୁ ଅଧିକ ଗତିଶୀଳ କରିବା…

ହୀରାକୁଦରେ ବଢ଼ିଲା ଜଳ ନିଷ୍କାସନ

ହୀରାକୁଦରେ ବଢ଼ିଲା ଜଳ ନିଷ୍କାସନ ଆଉ ୪ ଗେଟ୍ ଖୋଲିଲା, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପରିମାଣ ବଢ଼ାଯାଇଛି। ପୂର୍ବରୁ ୮ଟି ଗେଟ୍ ଦେଇ ଜଳ ଛଡ଼ାଯାଉଥିବା ବେଳେ ଏବେ ଆଉ…

ଘରେ ଘରେ ଉଡ଼ିବ ତ୍ରିରଙ୍ଗା, ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଘରେ ଘରେ ଉଡ଼ିବ ତ୍ରିରଙ୍ଗା, ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ତ୍ରିରଙ୍ଗା ପଦଯାତ୍ରାରେ ଗୁଞ୍ଜିଲା ଦେଶଭକ୍ତିର ସ୍ୱର ଭୁବନେଶ୍ୱର: ସ୍ୱାଧୀନତା ଦିବସ ପୂର୍ବରୁ ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶାରେ ଆରମ୍ଭ ହୋଇଛି ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ। ମୁଖ୍ୟମନ୍ତ୍ରୀ ମୋହନ…

📰 ହେଡଲାଇନ୍ ଢେଙ୍କାନାଳ କୈବଲ୍ୟ ବଜାର ସିଦ୍ଧ ବଳରାମ ଜୀଉ ମନ୍ଦିରରେ ଶ୍ରାବଣ କାମଦା ଏକାଦଶୀ ନୀତି ପାଳିତ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଶ୍ରାବଣ ମାସର କାମଦା ଏକାଦଶୀ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର,ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ…

ଆମ୍ ଆଦମୀ ପାର୍ଟି ଦ୍ୱାରା କ୍ରାନ୍ତି ଦିବସ ପାଳିତ

ଆମ୍ ଆଦମୀ ପାର୍ଟି ଦ୍ୱାରା କ୍ରାନ୍ତି ଦିବସ ପାଳିତ ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ଦ୍ୱାରା କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଦଳର ସଦସ୍ୟମାନେ ସ୍ଥାନୀୟ ମହାତ୍ମା ଗାନ୍ଧୀ ପାର୍କ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ…

ଷ୍ଟଡି ଲାଇଫ୍ ମୋ ପ୍ରତିଭା ଅୱାର୍ଡ” ର ଅନ୍ୱେଷଣ

”ଷ୍ଟଡି ଲାଇଫ୍ ମୋ ପ୍ରତିଭା ଅୱାର୍ଡ” ର ଅନ୍ୱେଷଣକୁଞ୍ଜକାନ୍ତ 09/୦8: ପ୍ରତିବର୍ଷ ଭଳି ଚଳିତବର୍ଷ ଅନୁଷ୍ଠିତ ହୋଇଯାଇଛି “ଷ୍ଟଡି ଲାଇଫ୍ ମୋ ପ୍ରତିଭା ଆୱାର୍ଡ “ର ଅନ୍ୱେଷଣ । ଢେଙ୍କାନାଳ ର ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଷ୍ଟଡି ଲାଇଫ ଦ୍ୱାରା…

କେନ୍ଦୁଝର ଜିଲ୍ଲାରେ ୧୦କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ ଦୁଇ ଗିରଫ ଦୁଇଟି ମୋବାଇଲ ଓ ନଗଦ ଟଙ୍କା ଜବତ୍

କେନ୍ଦୁଝର ଜିଲ୍ଲାରେ ୧୦କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ ଦୁଇ ଗିରଫ ଦୁଇଟି ମୋବାଇଲ ଓ ନଗଦ ଟଙ୍କା ଜବତ୍। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ାଥାନା ଅନ୍ତର୍ଗତରେ ଦଶ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ ଦୁଇ ଗିରଫ ନଗଦ ଟଙ୍କା…

ଢେଙ୍କାନାଳରେ ସାଫ୍ରନ୍ ଫୁଡ୍ କୋ ଉଦ୍ଘାଟିତ

ଢେଙ୍କାନାଳରେ ସାଫ୍ରନ୍ ଫୁଡ୍ କୋ ଉଦ୍ଘାଟିତ ଢେଙ୍କାନାଳ ଗଣେଶ ବଜାରସ୍ଥିତ ଏଲ୍‌ଆଇସି ଅଫିସ୍ ସମ୍ମୁଖରେ ନୂଆ ଖାଦ୍ୟ ପ୍ରତିଷ୍ଠାନ ସାଫ୍ରନ୍ ଫୁଡ୍ କୋର ଶୁଭ ଉଦ୍ଘାଟନ ହୋଇଯାଇଛି।ଏହି ନୂତନ ଫୁଡ୍ କୋର ଉଦ୍ଘାଟନ କରିଥିଲେ ସୁକାନ୍ତି ବେହେରା। ପ୍ରତିଷ୍ଠାନର ମାଲିକ ଗୋପାଳ…

କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆରେଞ୍ଜରେ ସହର ମଧ୍ୟରେ ବୁଲିଲେ ହାତୀପଲ

କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆରେଞ୍ଜରେ ସହର ମଧ୍ୟରେ ବୁଲିଲେ ହାତୀପଲ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ ସହର ମଧ୍ୟରେ ବୁଲିଲେ ହାତୀପଲ ଲୋକେ ଆତଙ୍କିତ। ଚମ୍ପୁଆ ବସଷ୍ଟାଣ୍ଡ ରେ ପଶିଲେ ହାତୀପଲ। ଗତ ଦୁଇ ଦିନ ତଳେ ଚମ୍ପୁଆ…

You missed