ଆଜି ରାଜ୍ୟବ୍ୟାପୀ ଶିକ୍ଷକ-କର୍ମଚାରୀଙ୍କ ଗଣଧାରଣା; ଚାରିଦଫା ଦାବିପତ୍ର ଦେବ ସମନ୍ୱୟ ସମିତି
ଆଜି ରାଜ୍ୟବ୍ୟାପୀ ଶିକ୍ଷକ-କର୍ମଚାରୀଙ୍କ ଗଣଧାରଣା; ଚାରିଦଫା ଦାବିପତ୍ର ଦେବ ସମନ୍ୱୟ ସମିତି ଭୁବନେଶ୍ୱର, ଅଗଷ୍ଟ ୭: ବିଭିନ୍ନ ଦାବିକୁ ନେଇ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଆନ୍ଦୋଳନକୁ ଜୋରଦାର କରିଛି ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି। ସମିତିର…
